AAP Odisha 🇮🇳 (@aapodisha) 's Twitter Profile
AAP Odisha 🇮🇳

@aapodisha

Official Twitter Handle for AAP Odisha.

ID: 1344588571

linkhttps://aamaadmiparty.bio/ calendar_today11-04-2013 14:59:02

22,22K Tweet

9,9K Followers

77 Following

AAP Odisha 🇮🇳 (@aapodisha) 's Twitter Profile Photo

ମୋଦୀଙ୍କର ମିଛ ଧରା ପଡିଲା ମା ଯମୁନାଙ୍କ ସଫେଇ ବିଷୟରେ ‼️ ପାନୀୟ ଜଳରେ ମୋଦୀଙ୍କ ପାଇଁ ଘାଟ ତିଆରି କଳା BJP ମାତ୍ର ଆମ ପୂର୍ବାଞ୍ଚଳର ଲୋକମାନଙ୍କୁ ଯମୁନା ସଫା ନାଁରେ ମିଛ କହୁଛି BJP। ଯଦି ଯମୁନା ସ୍ନାନ ଯୋଗ୍ୟ ତେବେ ମୋଦୀଙ୍କ ପାଇଁ କାହିଁକି ପାନୀୟ ଜଳରେ କୃତ୍ରିମ ଘାଟ ତିଆରି କଲା BJP? #ModiExposedOnYamuna

AAP Odisha 🇮🇳 (@aapodisha) 's Twitter Profile Photo

ବିହାରରେ ଛଠ ପୂଜା ଆଳରେ ଭୋଟ ନେବା ପାଇଁ BJP ବଡ ଡ୍ରାମାର ଯୋଜନା କରିଥିଲା। ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ସବୁ ପୋଲ ଖୋଲିଦେଲେ 🫣 #ModiExposedOnYamuna

ବିହାରରେ ଛଠ ପୂଜା ଆଳରେ ଭୋଟ ନେବା ପାଇଁ BJP ବଡ ଡ୍ରାମାର ଯୋଜନା କରିଥିଲା।  
ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ସବୁ ପୋଲ ଖୋଲିଦେଲେ 🫣 

#ModiExposedOnYamuna
AAP Odisha 🇮🇳 (@aapodisha) 's Twitter Profile Photo

ମା ଯମୁନା ଏବଂ ପୂର୍ବାଞ୍ଚଳି ଲୋକମାନଙ୍କ ସହିତ, PM ମୋଦୀ ଓ BJP କରିଛନ୍ତି Fraud‼️ #ModiExposedOnYamuna

ମା ଯମୁନା ଏବଂ ପୂର୍ବାଞ୍ଚଳି ଲୋକମାନଙ୍କ ସହିତ, PM ମୋଦୀ ଓ BJP କରିଛନ୍ତି Fraud‼️ 

#ModiExposedOnYamuna
AAP Odisha 🇮🇳 (@aapodisha) 's Twitter Profile Photo

ଦିଲ୍ଲୀର ପିଲାମାନଙ୍କୁ ଯମୁନାର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ କରୁଛି ବିଜେପି ସରକାର କିନ୍ତୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜେ ଏହି ପାଣି ପିଇବାକୁ ମନା କରୁଛନ୍ତି 👇 #ModiExposedOnYamuna

AAP Odisha 🇮🇳 (@aapodisha) 's Twitter Profile Photo

BJP Space Technology Fail 🚀 🔸ଓଭରବ୍ରିଜ କାନ୍ଥରୁ ପାଣି ଲିକ ଭିଡିଓ Social Mediaରେ ଦେଖେଇଥିଲା AAP 🔸 ନିର୍ମାଣ କାର୍ଯ୍ୟ ଆହୁରି 30% ବାକି ଅଛି, NH -55 ରେ କେଉଁଠି ରାସ୍ତା ଫାଟିଲାଣି ତ କେଉଁଠି ଗର୍ତ୍ତ ଚାନ୍ଦାଧନ୍ଦା ସରକାର ହଜାର ହଜାର କୋଟି ଜନତାଙ୍କର ଚଳୁ କରିଦେଲା⁉ #BJPFailedInOdisha

BJP Space Technology Fail 🚀
🔸ଓଭରବ୍ରିଜ କାନ୍ଥରୁ ପାଣି ଲିକ ଭିଡିଓ Social Mediaରେ ଦେଖେଇଥିଲା AAP
🔸 ନିର୍ମାଣ କାର୍ଯ୍ୟ ଆହୁରି 30% ବାକି ଅଛି, NH -55 ରେ କେଉଁଠି ରାସ୍ତା ଫାଟିଲାଣି ତ କେଉଁଠି ଗର୍ତ୍ତ
ଚାନ୍ଦାଧନ୍ଦା ସରକାର ହଜାର ହଜାର କୋଟି ଜନତାଙ୍କର ଚଳୁ କରିଦେଲା⁉

#BJPFailedInOdisha
AAP Odisha 🇮🇳 (@aapodisha) 's Twitter Profile Photo

ଜନତାଙ୍କ ଝାଳବୁହା ରୋଜଗାରର ଧନ ଦ୍ଵାରା ନିଜ ମିତ୍ର Adani କୁ ବଞ୍ଚାଉଛନ୍ତି ମୋଦୀ‼️

AAP Odisha 🇮🇳 (@aapodisha) 's Twitter Profile Photo

ଦେଶର ଜନତାଙ୍କ ପରିଶ୍ରମର ଅର୍ଥକୁ ନିଜ ମିତ୍ର Adani ଉପରେ ଲୁଟୋଉଛନ୍ତି ମୋଦୀ‼️ ଏହି ଭିଡିଓକୁ ନିଶ୍ଚିତ ଦେଖନ୍ତୁ—

AAP Odisha 🇮🇳 (@aapodisha) 's Twitter Profile Photo

❌ମୋଦୀଜୀ ନିଜର ଜନସଭାରେ ବିଜୁଳି ଦେଇପାରୁନାହାନ୍ତି ତେବେ ଜନତାଙ୍କୁ 24ଘଣ୍ଟା ବିଜୁଳି କେମିତି ଦେବେ? ✅ 24 ଘଣ୍ଟା ବିଜୁଳି କେବଳ ଅରବିନ୍ଦ କେଜରିୱାଲ ହିଁ ଦେଇପାରିବେ।

AAP Odisha 🇮🇳 (@aapodisha) 's Twitter Profile Photo

ଦିଲ୍ଲୀବାସୀଙ୍କ ପାଇଁ ମାରାତ୍ମକ ସାଜିଛି ପ୍ରଦୂଷଣ ♦️ BJP ସରକାର କହୁଛି ଦିଲ୍ଲୀରେ ପ୍ରଦୂଷଣ ନାହିଁ ବୋଲି କିନ୍ତୁ ସତ୍ୟତା ସର୍ବ ସମ୍ମୁଖରେ ♦️ ଦିଲ୍ଲୀବାସୀଙ୍କୁ ଶ୍ଵାସକ୍ରିୟାରେ ଅସୁବିଧା ହେଉଛି, ରାସ୍ତାରେ ଯିବା ବେଳେ ଅସୁସ୍ଥ ହୋଇଯାଉଛନ୍ତି #BJPExposedOnPollution

AAP Odisha 🇮🇳 (@aapodisha) 's Twitter Profile Photo

CM ଭଗବନ୍ତ ମାନ ଏବଂ AAP ସରକାରଙ୍କ ନୀତିରେ ଖୁସି ଅଛନ୍ତି ପଞ୍ଜାବର ଚାଷୀ🙏

AAP Odisha 🇮🇳 (@aapodisha) 's Twitter Profile Photo

ଅପାରଗ ବିଜେପିର ରାଜୁତିରେ ଓଡ଼ିଶାର ଝିଅମାନେ ଭୟରେ! #ମହିଳା_ବିରୋଧୀ_ବିଜେପି #BJPAgainstWomen #BJPFailedInOdisha

ଅପାରଗ ବିଜେପିର ରାଜୁତିରେ
ଓଡ଼ିଶାର ଝିଅମାନେ ଭୟରେ!

#ମହିଳା_ବିରୋଧୀ_ବିଜେପି
#BJPAgainstWomen
#BJPFailedInOdisha
AAP Odisha 🇮🇳 (@aapodisha) 's Twitter Profile Photo

ଦିଲ୍ଲୀରେ ପ୍ରଦୂଷଣ ତଥ୍ୟ ବିଷୟରେ ବିଜେପି ସରକାରର ବଡ ଫର୍ଜରୀ‼️ 👉 ପଲ୍ୟୁସନ ମନିଟରିଙ୍ଗ ସିଷ୍ଟମର ଆଖପାଖରେ BJP 24 ଘଣ୍ଟା ପାଣିର ସିଞ୍ଚନ କରାଉଛି, ଯାହା ଫଳରେ ଅସଲ ଅଙ୍କ ଦାଖଲ ହେବନାହିଁ ଭୋଟଚୋର ବିଜେପି, ପଲ୍ୟୁସନ ତଥ୍ୟରେ ମଧ୍ୟ କରୁଛି ଫର୍ଜରୀ💯