BDA BBSR (@bda_bbsr) 's Twitter Profile
BDA BBSR

@bda_bbsr

Official account of Bhubaneswar Development Authority. BDA came into existence in 1983 under H&UD Dept.,Govt. of Odisha, India.

ID: 809378792305283072

linkhttp://www.bdabbsr.in calendar_today15-12-2016 12:45:16

2,2K Tweet

30,30K Followers

76 Following

BDA BBSR (@bda_bbsr) 's Twitter Profile Photo

ଯାତ୍ରାକୁ ଆରାମଦାୟକ କରିବା ପାଇଁ ବିଏସ୍ଏବିଟିରେ ଏକ ସୁବିଧାଜନକ ଟିକେଟ୍ ବୁକିଂ ବ୍ୟବସ୍ଥା ରହିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ୧୪ଟି ଟିକେଟ୍ କାଉଣ୍ଟର ଉପଲବ୍ଧ ରହିଛି, ଯେଉଁଥିରେ ବିଶେଷ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯାଇଛି। #BDA #BSABT

ଯାତ୍ରାକୁ ଆରାମଦାୟକ କରିବା ପାଇଁ ବିଏସ୍ଏବିଟିରେ ଏକ ସୁବିଧାଜନକ ଟିକେଟ୍ ବୁକିଂ ବ୍ୟବସ୍ଥା ରହିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ୧୪ଟି ଟିକେଟ୍ କାଉଣ୍ଟର ଉପଲବ୍ଧ ରହିଛି, ଯେଉଁଥିରେ ବିଶେଷ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯାଇଛି।
#BDA #BSABT
BDA BBSR (@bda_bbsr) 's Twitter Profile Photo

Toilet facilities for both men 🚹 and women 🚺 have been provided across various #BDAParks for public convenience. Visitors are kindly requested to use these clean, accessible units for a better park experience. 🚻🌿🙏 #BDA #Toilets #CleanParks #BBSR

Toilet facilities for both men 🚹 and women 🚺 have been provided across various #BDAParks for public convenience. Visitors are kindly requested to use these clean, accessible units for a better park experience. 🚻🌿🙏
#BDA #Toilets #CleanParks #BBSR
BDA BBSR (@bda_bbsr) 's Twitter Profile Photo

ପବିତ୍ର #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #JaiJagannatha#RathaJatra2025

BDA BBSR (@bda_bbsr) 's Twitter Profile Photo

BDA held a Public Grievance Meeting today to address citizen concerns. Senior officials engaged with the public and assured prompt solutions. 🤝📢📝 #BDA #PublicGrievance #BBSR

BDA held a Public Grievance Meeting today to address citizen concerns. Senior officials engaged with the public and assured prompt solutions. 🤝📢📝
#BDA #PublicGrievance #BBSR
BDA BBSR (@bda_bbsr) 's Twitter Profile Photo

ସୋମବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ପାଞ୍ଚଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଡିଏ’ର ବରିଷ୍ଠ ଅଧିକାରୀମାନେ କର୍ମଚାରୀଙ୍କୁ ସମ୍ମାନିତ କରି ସେମାନଙ୍କର ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି। #BDA#Retirement#Farewell

ସୋମବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ପାଞ୍ଚଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଡିଏ’ର ବରିଷ୍ଠ ଅଧିକାରୀମାନେ କର୍ମଚାରୀଙ୍କୁ ସମ୍ମାନିତ କରି ସେମାନଙ୍କର ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।
#BDA#Retirement#Farewell
BDA BBSR (@bda_bbsr) 's Twitter Profile Photo

ଏକ ଆରାମଦାୟକ ବସ୍ ଯାତ୍ରା ନିଶ୍ଚିତ କରିବା ଲାଗି ବିଏସ୍ଏବିଟିରେ ଯାତ୍ରୀମାନଙ୍କ ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା । ଏଥିରେ ଲଗେଜ୍ ସୁରକ୍ଷିତ ରଖିବା ପାଇଁ ସାମାନ୍ କକ୍ଷ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ହ୍ୱିଲ୍‌ଚେୟାର୍, ଏବଂ ଶିଶୁମାନଙ୍କ ଯତ୍ନ ନିମନ୍ତେ ରହିଛି ଶିଶୁ ଗୃହ ଯତ୍ନାଳୟ ଭଳି ସୁବିଧା। #BDA#BSABT#BBSR

ଏକ ଆରାମଦାୟକ ବସ୍ ଯାତ୍ରା ନିଶ୍ଚିତ କରିବା ଲାଗି ବିଏସ୍ଏବିଟିରେ ଯାତ୍ରୀମାନଙ୍କ ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା । ଏଥିରେ ଲଗେଜ୍ ସୁରକ୍ଷିତ ରଖିବା ପାଇଁ ସାମାନ୍ କକ୍ଷ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ହ୍ୱିଲ୍‌ଚେୟାର୍, ଏବଂ ଶିଶୁମାନଙ୍କ ଯତ୍ନ ନିମନ୍ତେ ରହିଛି ଶିଶୁ ଗୃହ ଯତ୍ନାଳୟ ଭଳି ସୁବିଧା। 
#BDA#BSABT#BBSR
BDA BBSR (@bda_bbsr) 's Twitter Profile Photo

BDA has set up a well-equipped Open Gym with modern fitness equipment at IRC High School Playground, Nayapalli. 🏋️‍♂️🌿 It attracts fitness enthusiasts and families seeking health and recreation in a green setting.🏃‍♂️💪🌳 #BDA #IRCVillage #BBSR #OpenGym

BDA has set up a well-equipped Open Gym with modern fitness equipment at IRC High School Playground, Nayapalli. 🏋️‍♂️🌿 It attracts fitness enthusiasts and families seeking health and recreation in a green setting.🏃‍♂️💪🌳
#BDA #IRCVillage #BBSR #OpenGym
BDA BBSR (@bda_bbsr) 's Twitter Profile Photo

ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ନିୟନ୍ତ୍ରିତ ହୁଏ ବିଏସ୍ଏବିଟି ବସ୍ ଟର୍ମିନାଲ । ଯାତ୍ରୀମାନଙ୍କୁ ସୁବିଧାଜନକ ଓ ଆରାମଦାୟକ ଯାତ୍ରା ଅନୁଭବ ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ । #BDA #BSABT

BDA BBSR (@bda_bbsr) 's Twitter Profile Photo

The #Rath at #ForestPark is inspired by the iconic #KonarkSunTemple, crafted with just 3 base points touching the ground.🛕🐎🛞 It reflects Odisha’s cultural essence, symbolizing life, movement, and power-adding grandeur to the park’s charm. #BDAParks #Rath #SunTemple #BBSR

The #Rath at #ForestPark is inspired by the iconic #KonarkSunTemple, crafted with just 3 base points touching the ground.🛕🐎🛞 It reflects Odisha’s cultural essence, symbolizing life, movement, and power-adding grandeur to the park’s charm.
#BDAParks #Rath
#SunTemple #BBSR
BDA BBSR (@bda_bbsr) 's Twitter Profile Photo

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ବାହୁଡା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #BahudaJatra2025

BDA BBSR (@bda_bbsr) 's Twitter Profile Photo

ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ସୁନାବେଶ

ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।
#ସୁନାବେଶ
Mohan Charan Majhi (@mohanmodisha) 's Twitter Profile Photo

ଭାରତବର୍ଷର ଅଖଣ୍ଡତା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପଣ କରିଥିବା ମହାନ ରାଷ୍ଟ୍ରଭକ୍ତ, ଜନନାୟକ, ଶିକ୍ଷାବିତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ସତସଙ୍ଗ ବିହାର ସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ

ଭାରତବର୍ଷର ଅଖଣ୍ଡତା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପଣ କରିଥିବା ମହାନ ରାଷ୍ଟ୍ରଭକ୍ତ, ଜନନାୟକ, ଶିକ୍ଷାବିତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ସତସଙ୍ଗ ବିହାର ସ୍ଥିତ  ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ
BDA BBSR (@bda_bbsr) 's Twitter Profile Photo

ସୋମବାର ବିଡିଏ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାଏକ ଲୋକଙ୍କ ଅଭିଯୋଗ ଶୁଣି ସେଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। #BDA #ଅଭିଯୋଗଶୁଣାଣି

ସୋମବାର ବିଡିଏ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାଏକ ଲୋକଙ୍କ ଅଭିଯୋଗ ଶୁଣି ସେଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
#BDA #ଅଭିଯୋଗଶୁଣାଣି
BDA BBSR (@bda_bbsr) 's Twitter Profile Photo

ଆଗନ୍ତୁକଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ବିଏସ୍ଏବିଟିରେ ସୁବ୍ୟବସ୍ଥିତ ଗାଡ଼ି ପାର୍କିଂର ସୁବିଧା ଉପଲବ୍ଧ। ଏଠାରେ ଦୁଇ ଚକିଆ ଯାନ, ଅଟୋ, ଚାରି ଚକିଆ ଯାନ ଏବଂ ଟ୍ୟାକ୍ସି ପାଇଁ ପାର୍କିଂ ବ୍ୟବସ୍ଥା ରହିଛି। #BSABT #BDA

ଆଗନ୍ତୁକଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ବିଏସ୍ଏବିଟିରେ ସୁବ୍ୟବସ୍ଥିତ ଗାଡ଼ି ପାର୍କିଂର ସୁବିଧା ଉପଲବ୍ଧ। ଏଠାରେ ଦୁଇ ଚକିଆ ଯାନ, ଅଟୋ, ଚାରି ଚକିଆ ଯାନ ଏବଂ ଟ୍ୟାକ୍ସି ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
#BSABT #BDA
BDA BBSR (@bda_bbsr) 's Twitter Profile Photo

#BSABT is equipped with well-placed seating arrangements inside its multi-storey terminal building, ensuring comfort for passengers. 🪑🏢🚌 These facilities offer a smooth and relaxed waiting experience for those arriving early or in transit. 🧳⏳ #BDA #BBSR #SmartTerminal

#BSABT is equipped with well-placed seating arrangements inside its multi-storey terminal building, ensuring comfort for passengers. 🪑🏢🚌 These facilities offer a smooth and relaxed waiting experience for those arriving early or in transit. 🧳⏳
#BDA #BBSR #SmartTerminal
BDA BBSR (@bda_bbsr) 's Twitter Profile Photo

Dr. N. Thirumala Naik, Vice Chairman of BDA, chaired a meeting today to review boundary finalization and survey work for Town Planning Schemes No. 32 to 45 in Zone-04. Senior BDA officials also attended the meeting. #BDA #UrbanPlanning #TownPlanning #TPScheme

Dr. N. Thirumala Naik, Vice Chairman of BDA, chaired a meeting today to review boundary finalization and survey work for Town Planning Schemes No. 32 to 45 in Zone-04. Senior BDA officials also attended the meeting.
#BDA #UrbanPlanning #TownPlanning #TPScheme
BDA BBSR (@bda_bbsr) 's Twitter Profile Photo

Dr. Krushna Chandra Mahapatra, Hon’ble H&UD Minister and BDA Chairman, reviewed the progress of ongoing projects at the BDA office today. The meeting was attended by BDA Vice Chairman Dr. N. Thirumala Naik and senior officials. #UrbanDevelopment #BDA

Dr. Krushna Chandra Mahapatra, Hon’ble H&UD Minister and BDA Chairman, reviewed the progress of ongoing projects at the BDA office today. The meeting was attended by BDA Vice Chairman Dr. N. Thirumala Naik and senior officials.
#UrbanDevelopment #BDA
BDA BBSR (@bda_bbsr) 's Twitter Profile Photo

BDA conducted public grievance meeting today to listen to citizens’ concerns. 🗣️🤝 Senior officials heard the grievances and assured swift solutions. ✅📢 #BDA #PublicGrievance #BBSR

BDA conducted public grievance meeting today to listen to citizens’ concerns. 🗣️🤝 Senior officials heard the grievances and assured swift solutions. ✅📢
#BDA #PublicGrievance #BBSR
BDA BBSR (@bda_bbsr) 's Twitter Profile Photo

ବର୍ଷା ଋତୁରେ ଭୁବନେଶ୍ୱରର କିଛି ଲୋକପ୍ରିୟ ପାର୍କର ସବୁଜିମାର ଝଲକ। #BDA#BijuPatnaikPark #IndiraGandhiPark

ବର୍ଷା ଋତୁରେ ଭୁବନେଶ୍ୱରର କିଛି ଲୋକପ୍ରିୟ ପାର୍କର ସବୁଜିମାର ଝଲକ।
#BDA#BijuPatnaikPark #IndiraGandhiPark
BDA BBSR (@bda_bbsr) 's Twitter Profile Photo

BDA, supporting the state’s ‘Housing for All’ mission, has developed Keshari Residency under the In-Situ Slum Redevelopment (ISSR) project. 🏢🗝️ This milestone project bridges the housing gap for slum dwellers and the EWS community. 🏘️👨‍👩‍👧‍👦 #BDA #AHP #ISSR #Bhubaneswar

BDA, supporting the state’s ‘Housing for All’ mission, has developed Keshari Residency under the In-Situ Slum Redevelopment (ISSR) project. 🏢🗝️ This milestone project bridges the housing gap for slum dwellers and the EWS community. 🏘️👨‍👩‍👧‍👦
#BDA #AHP #ISSR #Bhubaneswar