BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ

@bdo_patrapur

Panchayat samiti Patrapur,Ganjam

ID: 1347428964575236097

calendar_today08-01-2021 06:25:03

690 Tweet

714 Followers

237 Following

Collector & District Magistrate, Ganjam (@ganjam_admin) 's Twitter Profile Photo

ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ସମ୍ମିଳନୀ କକ୍ଷରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଉପ-ଜିଲ୍ଲାପାଳ, ଭଂଜନଗର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି,ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ । CMO Odisha I & PR Department, Odisha

ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ସମ୍ମିଳନୀ କକ୍ଷରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଉପ-ଜିଲ୍ଲାପାଳ, ଭଂଜନଗର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି,ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ ।
CMO Odisha
I & PR Department, Odisha
World of Statistics (@stats_feed) 's Twitter Profile Photo

People practicing open defecation (% of population): 🇪🇷 Eritrea: 67% 🇳🇪 Niger: 65% 🇹🇩 Chad: 63% 🇸🇸 South Sudan: 60% 🇧🇯 Benin: 49% 🇳🇦 Namibia: 37% 🇱🇷 Liberia: 35% 🇲🇬 Madagascar: 34% 🇳🇬 Nigeria: 18% 🇪🇹 Ethiopia: 18% 🇸🇩 Sudan: 17% 🇮🇳 India: 11% 🇦🇫 Afghanistan: 9% 🇧🇴 Bolivia: 9% 🇵🇰

I & PR Department, Odisha (@ipr_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭୯ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଉପ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସମ୍ବନ୍ଧିତ ତାଲିକା:

BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଓଡିଶା ଆଦର୍ଶ ବିଦ୍ୟାଳୟ ଆନୁକୂଲ୍ୟରେ ଆଜି OAV ପ୍ରାଙ୍ଗଣରେ ବନ ମହୋତ୍ସବ ଆୟୋଜନ ହେଲା, ଉକ୍ତ କାର୍ଯ୍ୟକ୍ରମ ରେ BDO PATRAPUR, ଶାଖା ପରିଚାଳକ, SBI, ପାତ୍ରପୁର ଓ ଅଧ୍ୟକ୍ଷ, OAV ମହୋଦୟା ଙ୍କ ସହ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam Odisha Adarsha Vidyalaya Sangathan Odisha Forest, Env. and Climate Change Department

ପାତ୍ରପୁର ବ୍ଲକରେ ପଞ୍ଚାୟତ ସ୍ତରରେ "ଘରେ ଘରେ ତ୍ରିରଙ୍ଗା ଓ ଘରେ ଘରେ ସ୍ୱଛତା" କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି l ସ୍ୱାଧୀନତା ର ଉତ୍ସବ, ସ୍ୱଛତା ର ଉତ୍ସବ କାର୍ଯ୍ୟକ୍ରମ ଆସନ୍ତା ସ୍ୱାଧୀନତା ଦିବସ ଯାଏଁ ଚାଲୁ ରହିବ #HarGharTiranga #HarGharSwachata CMO Odisha Collector & District Magistrate, Ganjam Panchayati Raj and Drinking Water Department Panchayati Raj and Drinking Water Department

ପାତ୍ରପୁର ବ୍ଲକରେ ପଞ୍ଚାୟତ ସ୍ତରରେ "ଘରେ ଘରେ ତ୍ରିରଙ୍ଗା ଓ ଘରେ ଘରେ ସ୍ୱଛତା" କାର୍ଯ୍ୟକ୍ରମ  ଆୟୋଜନ କରା ଯାଉଛି l ସ୍ୱାଧୀନତା ର ଉତ୍ସବ, ସ୍ୱଛତା ର ଉତ୍ସବ କାର୍ଯ୍ୟକ୍ରମ ଆସନ୍ତା ସ୍ୱାଧୀନତା ଦିବସ ଯାଏଁ ଚାଲୁ ରହିବ
#HarGharTiranga
#HarGharSwachata
CMO Odisha
Collector & District Magistrate, Ganjam Panchayati Raj and Drinking Water Department Panchayati Raj and Drinking Water Department
Collector & District Magistrate, Ganjam (@ganjam_admin) 's Twitter Profile Photo

ଆଜି ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ବ୍ଲକର ପୋତାଗଡ ଏବଂ ଛତ୍ରପୁରର ତାମ୍ପରା ହ୍ରଦ ପରିଦର୍ଶନ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। CMO Odisha I & PR Department, Odisha Odisha Tourism

ଆଜି ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ବ୍ଲକର ପୋତାଗଡ ଏବଂ ଛତ୍ରପୁରର ତାମ୍ପରା ହ୍ରଦ ପରିଦର୍ଶନ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
CMO Odisha
I & PR Department, Odisha
Odisha Tourism
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଗତକାଲି ବ୍ଲକ ସଭା ଗୃହ ରେ ପଞ୍ଚାୟତ ସ୍ତରର ସମୀକ୍ଷକ ଙ୍କ ଏକ ପୁନଃ ଔପଚାରିକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଗଲା l ଏହି କାର୍ଯ୍ୟକ୍ରମ ରେ BDO ଙ୍କ ସହ CDPO, ABEO, APO, BSSO ଓ CP ପ୍ରମୁଖ ମୁଖ୍ୟ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ଦେଲେ CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam

ଗତକାଲି ବ୍ଲକ ସଭା ଗୃହ ରେ ପଞ୍ଚାୟତ ସ୍ତରର ସମୀକ୍ଷକ ଙ୍କ ଏକ ପୁନଃ ଔପଚାରିକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଗଲା l ଏହି କାର୍ଯ୍ୟକ୍ରମ ରେ BDO ଙ୍କ ସହ CDPO, ABEO, APO, BSSO ଓ CP ପ୍ରମୁଖ ମୁଖ୍ୟ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ଦେଲେ
CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam
Collector & District Magistrate, Ganjam (@ganjam_admin) 's Twitter Profile Photo

“ହର ଘର ତିରଙ୍ଗା–ହର ଘର ସ୍ୱଚ୍ଛତା”ଅଭିଯାନର ଅଂଶ ଭାବରେ,ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ପୋଲିସ ଅଧୀକ୍ଷକ ଓ BeMC କମିଶନର୍ ରାମଲୀଙ୍ଗେଶ୍ୱରରେ ଆୟୋଜିତ“ସ୍କାଇ ଲାଣ୍ଟର୍ନ” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ଭେଟି ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। CMO Odisha

“ହର ଘର ତିରଙ୍ଗା–ହର ଘର ସ୍ୱଚ୍ଛତା”ଅଭିଯାନର ଅଂଶ ଭାବରେ,ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ପୋଲିସ ଅଧୀକ୍ଷକ ଓ BeMC କମିଶନର୍ ରାମଲୀଙ୍ଗେଶ୍ୱରରେ ଆୟୋଜିତ“ସ୍କାଇ ଲାଣ୍ଟର୍ନ” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ଭେଟି ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।
CMO Odisha
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିବା 10ଟା ସମୟରେ ପାତ୍ରପୁର ବ୍ଲକ ରେ ଅନୁଷ୍ଠିତ ହେବ,ଅତୟବ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଉଛି ଯଦି କିଛି ଆପତ୍ତି ଓ ଅଭିଯୋଗ ଅଛି,ସେମାନେ ଆସି ଏହି ଅଭିଯୋଗ ଶୁଣାଣି ରେ ଭାଗିଦାରୀ ହେବେ CMO Odisha Collector & District Magistrate, Ganjam Zilla Parishad, Ganjam Panchayati Raj and Drinking Water Department

BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

79 ତମ ସ୍ୱାଧୀନତା ଦିବସ ରେ ଆଜି ପାତ୍ରପୁର ସମିତି ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, ଅମୃତ ସରୋବର ନିକଟରେ ତ୍ରିରଙ୍ଗା ପତ୍ତାକା ର ଉତ୍ତୋଳନ,ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଗ୍ରାମସଭା , ସମିତି ସ୍ତରରେ ପତ୍ତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ଇତ୍ୟାଦି କରାଗଲା CMO Odisha Collector & District Magistrate, Ganjam Panchayati Raj and Drinking Water Department

79 ତମ ସ୍ୱାଧୀନତା ଦିବସ ରେ ଆଜି ପାତ୍ରପୁର ସମିତି ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, ଅମୃତ ସରୋବର ନିକଟରେ ତ୍ରିରଙ୍ଗା ପତ୍ତାକା ର ଉତ୍ତୋଳନ,ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଗ୍ରାମସଭା , ସମିତି ସ୍ତରରେ ପତ୍ତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ଇତ୍ୟାଦି  କରାଗଲା
CMO Odisha
Collector & District Magistrate, Ganjam
Panchayati Raj and Drinking Water Department
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ପାତ୍ରପୁର ବ୍ଲକ ପରିସରରେ ଆସନ୍ତା କାଲି ଅର୍ଥାତ 18.08.2025 ରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନଶୁଣାଣି ର ପ୍ରଚାର ଓ ପ୍ରସାର ଚାଲିଛି l CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam

BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଆଦ୍ୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହେଲା lଏଥିରେ 164 ଜଣ ଙ୍କ ଆବେଦନର ଶୁଣାଣି କରାଗଲା l Redcross ପାଣ୍ଠି ରୁ 1. 1 lakh ଯୋଗ୍ୟ ଆବେଦନକାରୀଙ୍କୁ ଦିଆଗଲା, ଏତତଃ ବ୍ୟତୀତ MBPY 5,Buspass 2,Tricycle 1,ରାସନ କାର୍ଡ 6 ଟି ପ୍ରଦାନ କରାଗଲା CMO Odisha Collector & District Magistrate, Ganjam Panchayati Raj and Drinking Water Department

ଆଦ୍ୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହେଲା lଏଥିରେ 164 ଜଣ ଙ୍କ ଆବେଦନର ଶୁଣାଣି କରାଗଲା l Redcross ପାଣ୍ଠି ରୁ 1. 1 lakh  ଯୋଗ୍ୟ ଆବେଦନକାରୀଙ୍କୁ ଦିଆଗଲା, ଏତତଃ ବ୍ୟତୀତ MBPY 5,Buspass  2,Tricycle 1,ରାସନ କାର୍ଡ 6 ଟି ପ୍ରଦାନ କରାଗଲା
CMO Odisha Collector & District Magistrate, Ganjam Panchayati Raj and Drinking Water Department
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଜିଲ୍ଲାପାଳ ମହୋଦୟ ଆଜି ପାତ୍ରପୁର ବ୍ଲକର ସୁବର୍ଣ୍ଣପୁର PUPS, ଜରଡ଼ା PS ଓ ଶିଶୁ ବଟିକା ଆଦି ଅଚାନକ ଗସ୍ତ କରି, ପିଲାଙ୍କ ପାଠ ପଢା, ଉପସ୍ଥାନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ନିରୀକ୍ଷଣ କଲେ l CMO Odisha Collector & District Magistrate, Ganjam Panchayati Raj and Drinking Water Department RDC SD Berhampur EducationOdisha Sub-Collector & SDM, Berhampur Zilla Parishad, Ganjam

ଜିଲ୍ଲାପାଳ ମହୋଦୟ ଆଜି ପାତ୍ରପୁର ବ୍ଲକର ସୁବର୍ଣ୍ଣପୁର PUPS, ଜରଡ଼ା PS ଓ ଶିଶୁ ବଟିକା ଆଦି ଅଚାନକ ଗସ୍ତ କରି, ପିଲାଙ୍କ ପାଠ ପଢା, ଉପସ୍ଥାନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ନିରୀକ୍ଷଣ କଲେ l
CMO Odisha Collector & District Magistrate, Ganjam Panchayati Raj and Drinking Water Department RDC SD Berhampur EducationOdisha Sub-Collector & SDM, Berhampur Zilla Parishad, Ganjam
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅନ୍ତର୍ଗତ ସମନ୍ତିଆପାଲ୍ଲୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟକୁ ପରିଦର୍ଶନକରି ସମସ୍ତ ଶିକ୍ଷକ,ଛାତ୍ରୀ ଓ ଛାତ୍ରଙ୍କୁ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କରିବା ପାଇଁ ସଚେତନ କରିବାସହ ଓ ପାଠପଢା କଥା ବୁଝିଲେ CMO Odisha Collector & District Magistrate, Ganjam Collector & District Magistrate, Ganjam Panchayati Raj and Drinking Water Department

ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅନ୍ତର୍ଗତ ସମନ୍ତିଆପାଲ୍ଲୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟକୁ ପରିଦର୍ଶନକରି ସମସ୍ତ ଶିକ୍ଷକ,ଛାତ୍ରୀ ଓ ଛାତ୍ରଙ୍କୁ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କରିବା ପାଇଁ ସଚେତନ କରିବାସହ ଓ ପାଠପଢା କଥା ବୁଝିଲେ
CMO Odisha Collector & District Magistrate, Ganjam Collector & District Magistrate, Ganjam Panchayati Raj and Drinking Water Department
BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଗତକାଲି BDO ପାତ୍ରପୁର ଓ TEAM, ଆଂକୁଲି ଗ୍ରାମ ପଞ୍ଚାୟତର ବିଛିନ୍ନାଅଞ୍ଚଳ ଗ୍ରାମ ଯଥା ମାଡୁଆଗୁମା,ସିରିସୀ ଗଣ୍ଡ,ଏଲଗଲ ଭଳି ଗ୍ରାମ କୁ ପରିଦର୍ଶନରେ ଯାଇ ସେଠାରେ ଅଙ୍ଗନବାଡି,ବିଦ୍ୟାଳୟ,ଗୃହ ଯୋଜନା,ସୌର ଶକ୍ତି ସମ୍ପୂର୍ଣ୍ଣ ଆଲୋକୀ କରଣ ଓ ରାସ୍ତା କାର୍ଯ୍ୟ ର ଅନୁଧ୍ୟାନ କଲେ CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam

ଗତକାଲି BDO ପାତ୍ରପୁର ଓ TEAM, ଆଂକୁଲି ଗ୍ରାମ ପଞ୍ଚାୟତର ବିଛିନ୍ନାଅଞ୍ଚଳ ଗ୍ରାମ ଯଥା ମାଡୁଆଗୁମା,ସିରିସୀ ଗଣ୍ଡ,ଏଲଗଲ ଭଳି ଗ୍ରାମ କୁ ପରିଦର୍ଶନରେ ଯାଇ ସେଠାରେ ଅଙ୍ଗନବାଡି,ବିଦ୍ୟାଳୟ,ଗୃହ ଯୋଜନା,ସୌର ଶକ୍ତି ସମ୍ପୂର୍ଣ୍ଣ ଆଲୋକୀ କରଣ ଓ ରାସ୍ତା କାର୍ଯ୍ୟ ର ଅନୁଧ୍ୟାନ କଲେ
CMO Odisha Collector & District Magistrate, Ganjam Panchayati Raj and Drinking Water Department Zilla Parishad, Ganjam
Collector & District Magistrate, Ganjam (@ganjam_admin) 's Twitter Profile Photo

ଆସନ୍ତା ତା:୨୫.୦୮.୨୦୨୫ ରିଖ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। CMO Odisha I & PR Department, Odisha

ଆସନ୍ତା ତା:୨୫.୦୮.୨୦୨୫ ରିଖ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ।
CMO Odisha
I & PR Department, Odisha
Pravati Parida (@pravatipodisha) 's Twitter Profile Photo

ସୁଭଦ୍ରା ଆଣିଛି ସମୃଦ୍ଧି, ବଦଳାଇଛି ଅନେକ ମହିଳାଙ୍କ ଜୀବନର ଗତିପଥ #Subhadra #Odisha

BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ (@bdo_patrapur) 's Twitter Profile Photo

ଆଜି Collector & District Magistrate, Ganjam ଙ୍କ ନିର୍ଦ୍ଧେଶ ଅନୁସାରେ BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ, ମନ୍ଦରଡା ଗ୍ରାମପଞ୍ଚାୟତ କାର୍ଯାଳୟ ରେ ଆପତ୍ତି ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଭାଗ ନେଇ, ଲୋକ ଙ୍କ ଆପତ୍ତି, ଅଭିଯୋଗ ଶୁଣିଲେ l CMO Odisha Panchayati Raj and Drinking Water Department Zilla Parishad, Ganjam RDC SD Berhampur Sub-Collector & SDM, Berhampur

ଆଜି Collector & District Magistrate, Ganjam ଙ୍କ ନିର୍ଦ୍ଧେଶ ଅନୁସାରେ BDO_PATRAPURᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠᅠ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ, ମନ୍ଦରଡା ଗ୍ରାମପଞ୍ଚାୟତ କାର୍ଯାଳୟ ରେ ଆପତ୍ତି ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଭାଗ ନେଇ, ଲୋକ ଙ୍କ ଆପତ୍ତି, ଅଭିଯୋଗ ଶୁଣିଲେ l
CMO Odisha Panchayati Raj and Drinking Water Department Zilla Parishad, Ganjam RDC SD Berhampur Sub-Collector & SDM, Berhampur