
ସାମାଜିକ ସୁରକ୍ଷା ବିଭାଗ ମୁରିବାହାଲ
@bsso_muribahal
The Department’s Vision is to create a social environment that facilitates well being of the Pensioners, Persons with Disabilities, Transgenders, Victims of Sub
ID: 1521481300074323968
03-05-2022 13:26:34
245 Tweet
182 Followers
318 Following

ଶାରୀରକ ତଥା ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କୁ ପୁନର୍ବାସ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ | ମନୋଦୟ ଏକ ଅବଲୋକନ | CMO Odisha Ashok Chandra Panda Bishnupadaa Setthi youtu.be/EmwxqpD3EiM

ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକ ମାନଙ୍କ ମତଦାନକୁ ସୁଗମ ଓ ସହଜ କରିବା ପାଇଁ ହୋମ ଭୋଟିଂର ବ୍ୟବସ୍ଥା ରହିଛି l👩🦽🧑🦯🧓👴 ଅଧିକ ଜାଣିବା ପାଇଁ ନିମ୍ନ ଭିଡ଼ିଓଟିକୁ ଦେଖନ୍ତୁ l Election Commission of India Spokesperson ECI DD News PIB India I & PR Department, Odisha All India Radio News

"Changing mindsets: Let's make ear and hearing care a reality for all!" CMO Odisha Ashok Chandra Panda Bishnupadaa Setthi #WorldHearingDay #HearingHealth #HearingProtection #hearingcare #hearinglossawareness #hearingaid #hearingimpaired



ଭଲ ଲାଗେ ଯେତେ ବେଳେ କିଛି ଭଲ କାମ ହୁଏ। ରାସ୍ତା side ରେ ତଥା ରାସ୍ତା ରେ ଜୀବନ ବିତାଉଥିବା ଦୁଇଜଣ ମାନସିକ ରୋଗୀଙ୍କୁ ଥାଇଥାନ ପରେ ସେମାନଙ୍କର ବର୍ତ୍ତମାନ ର ଭଲ ତଥା ଶୃଙ୍ଖଳିତ ଅବସ୍ଥା ମନ କୁ ଅଲ୍ହାଦିତ କରେ। ଏହି ଫୋଟୋ ସେହି କଥା ବର୍ଣ୍ଣନା କରୁଛି। ଧନ୍ୟବାଦ୍। BDO Patnagarh DSSO, Balangir Subcollectorpatnagarh Collector & DM, Balangir Bishnupadaa Setthi



WE wish many Congratulations to our #TEAMSSEPD👏 Today our department is Unstoppable under its visionary leadership team..Our AOBA Parivar is grateful to be a part of it. Bishnupadaa Setthi Nityananda Gond SSEPD Mohan Charan Majhi


SSEPD is not only the voice of voiceless but also proving its intent effectively and outrightly through its initiatives and execution. We are proud to be a part of it. We wish para-athlete Akash Mund a prosperous life ahead Bishnupadaa Setthi Mohan Charan Majhi Nityananda Gond SSEPD

Honourable Sir🙏 We are grateful for your insightful words Nityananda Gond. We are encouraged to work with more thrust for our beloved PwD brothers and sisters.#internationalpersonswithdisabilitiesday

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୪ ଉପଲକ୍ଷେ, ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ତରଫରୁ ସମସ୍ତ ଭିନ୍ନକ୍ଷମ ଭାଉ ଓ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଶୁଭକାମନା। ଆପଣମାନଙ୍କ ସେବାରେ ଆମେ ସଦା ସର୍ବଦା ତତ୍ପର ରହିଆସିବୁ। Bishnupadaa Setthi SSEPD Nityananda Gond Mohan Charan Majhi

