BDO BHADRAK
@bdobhadrak
Panchayat Samiti, Bhadrak
ID: 876023757202104321
17-06-2017 10:28:34
209 Tweet
1,1K Followers
47 Following
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଇ ୧୫-୧୬ ତାରିଖ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯେପରିକି ପାନୀୟ ଜଳ, ପରିମଳ, ORMAS_ODISHA ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶ ବାହନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଏହା ସରକାରୀ ଯୋଜନାର ସୁଫଳ
ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନତାଙ୍କୁ ଜଣାଇବା ସହ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ବିକାଶ ବାହନର ଶୁଭାରମ୍ଭ କରିଛନ୍ତି। #BarshaEkUpalabdhiAnek
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଲେଖୁଛି ବିକାଶର ନୂଆ ଅଧ୍ୟାୟ । ଲୋକଙ୍କ ସେବାରେ ଲୋକଙ୍କ ସରକାର । #BarshaEkUpalabdhiAnek
ବିକାଶ ବାହନ ରଥ କାର୍ଯ୍ୟକ୍ରମ ଆଜି ତୃତୀୟ ଦିବସରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ, ଜବ୍ କାର୍ଡ ବଣ୍ଟନ, ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାନଙ୍କ ବିଷୟରେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା। Panchayati Raj and Drinking Water Department CMO Odisha
ବିକାଶ ବାହନ ରଥ କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିବସରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ, ଜବ୍ କାର୍ଡ ବଣ୍ଟନ, ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାନଙ୍କ ବିଷୟରେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା। Panchayati Raj and Drinking Water Department CMO Odisha
Bikash Bahan Yatra" at different GPs of Bhadrak Block #BarshaEkUpalabdhiAnek #BikashMela #BikashBahanYatra #SamruddhaOdisha #BIkashitaOdisha #BikashitaOdishaBikashitaBharat CMO Odisha Panchayati Raj and Drinking Water Department District Administration,Bhadrak I & PR Department, Odisha
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୁସ୍ଥ ଓ ଆନନ୍ଦମୟ ଜୀବନ ପାଇଁ ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଏହାର ସୁଫଳକୁ ଆହୁରି ସୁଦୂର ପ୍ରସାରୀ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି। #ଅନ୍ତର୍ଜାତୀୟଯୋଗଦିବସ