ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .

@bishnumohanpat2

ଜୀବନଯୁଦ୍ଧ ଲଢ଼ି ଜାଣେ !ଜିତି ଜିତାଇବାର କୌଶଳ ବି..
ଲେଖା✍️ପଢ଼ାରେ ଆନନ୍ଦ ପାଏ !

ID: 975046727836160000

calendar_today17-03-2018 16:30:30

70,70K Tweet

9,9K Followers

578 Following

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

🙏 ହେ ପ୍ରିୟ ବରେଣ୍ୟ #ଈଷ୍ଟପ୍ରତିଭୂ ମମ ତବ ଶୁଭ ଆବିର୍ଭାବ ଦିବସେ ଶ୍ରୀପଦେ ଜଣାଏ କୋଟି ପ୍ରଣାମ ! ଲଭିଚି #ଅକିଞ୍ଚନ ତବ,ପ୍ରତ୍ୟକ୍ଷ ଅମୃତ ପରସ ସେ ଅମୀୟ ପରସେ ଘୁଞ୍ଚିଚି ଜୀବନୁ,ଯେତେ ଦୁଃଖକ୍ଲେଶ ହେ ଚିରପ୍ରଣମ୍ୟ ବିବିକ୍ତ ପ୍ରାଣ-ପ୍ରିୟତମ ତୁମେ ଅୟୁତଜୀବନ ଜ୍ୟୋତିସମ ! ତବ ଶୁଭ ଆବିର୍ଭାବ ଦିବସେ ଶ୍ରୀପଦେ ଜଣାଏ କୋଟିପ୍ରଣାମ !!

🙏
ହେ ପ୍ରିୟ ବରେଣ୍ୟ 
#ଈଷ୍ଟପ୍ରତିଭୂ ମମ 
ତବ ଶୁଭ ଆବିର୍ଭାବ ଦିବସେ 
ଶ୍ରୀପଦେ ଜଣାଏ କୋଟି ପ୍ରଣାମ  !

ଲଭିଚି #ଅକିଞ୍ଚନ 
ତବ,ପ୍ରତ୍ୟକ୍ଷ ଅମୃତ ପରସ
ସେ ଅମୀୟ ପରସେ
ଘୁଞ୍ଚିଚି ଜୀବନୁ,ଯେତେ ଦୁଃଖକ୍ଲେଶ
ହେ ଚିରପ୍ରଣମ୍ୟ
ବିବିକ୍ତ ପ୍ରାଣ-ପ୍ରିୟତମ
ତୁମେ ଅୟୁତଜୀବନ ଜ୍ୟୋତିସମ !

ତବ ଶୁଭ ଆବିର୍ଭାବ ଦିବସେ
ଶ୍ରୀପଦେ ଜଣାଏ କୋଟିପ୍ରଣାମ !!
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

💞 ତା ସାଥେ, ଦେଖାତ ହେଇନି ଥରେ ! ପ୍ରୀତିରୁ ଆଞ୍ଜୁଳେ ଅନୁଭବ- ଯାହା, ଥିଲା ଖାଲି ଶିତୁଳି ପବନ ପିଠିରେ ! ଜାଣେନା, କି କାରଣେ ରାଈ ଝୁରି ମରେ? ଆସଗୋ, ସଜେଇ ରଖିଚି ମନ ବୃନ୍ଦାବନ ଅଛି ଅମଳିନ କେଳି-କୁଞ୍ଜବନ ସଖି ଗୋ, ମିଳନ ଆତୁର ନୀର ଉଛୁଳେ ନିରନ୍ତର,ଭାବ ଯମୁନାରେ ! #ମୋ_କବିତା✍️ #ଆସୁନ ଥରେ? ମୋ ମନ ବନ ବୀଥିରେ..♥️

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

ଦିୱାଲି ସଇଲା-- ଛୁଆଙ୍କ ଲାଗି, #ସହରୀଗାଁ🌴ରେ #ପକୁଡ଼ି ଘୁଗୁନି ଭୋଜିଟେ ଖଞ୍ଜା ହେଲା !

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

କିଏ ତୁମେ? ✍️ ମୁଁ ଏକ ପ୍ରାଚୀନ କୀର୍ତ୍ତିକଳାର ଜୀର୍ଣ୍ଣ ମୌନ ଶିଳା ସମୟର ସ୍ରୋତେ ଗାଥା ମୋ ହଜିଛି ସ୍ମୃତି ଖାଲି ମୁଖଶାଳା ! ପରିଚୟ ମୋର କାଲି ଓ ଆଜିର କୋଣାର୍କ କୋଣାର୍କ କୋଣାର୍କ ମୁଁ..ଇତିହାସର ପାନ୍ଥଶାଳା. ! ଦେଖିଚି ଉତ୍ଥାନ ପୁଣି ଯେ ପତନ ଏ ଜାତିର ଇତିବୃତ୍ତି ସାମାନ୍ୟ ଶିଶୁର କଅଁଳ ହାତର କାଉଁରୀ ତା କରାମତି ସ୍ତବ୍ଧ

କିଏ ତୁମେ?
✍️
ମୁଁ ଏକ ପ୍ରାଚୀନ
କୀର୍ତ୍ତିକଳାର
ଜୀର୍ଣ୍ଣ ମୌନ ଶିଳା
ସମୟର ସ୍ରୋତେ 
ଗାଥା ମୋ ହଜିଛି 
ସ୍ମୃତି ଖାଲି ମୁଖଶାଳା !
ପରିଚୟ ମୋର 
କାଲି ଓ ଆଜିର 
କୋଣାର୍କ କୋଣାର୍କ
କୋଣାର୍କ ମୁଁ..ଇତିହାସର ପାନ୍ଥଶାଳା. !

ଦେଖିଚି ଉତ୍ଥାନ
ପୁଣି ଯେ ପତନ 
ଏ ଜାତିର ଇତିବୃତ୍ତି
ସାମାନ୍ୟ ଶିଶୁର
କଅଁଳ ହାତର 
କାଉଁରୀ ତା କରାମତି 
ସ୍ତବ୍ଧ
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

ଏଇ Vdo ରେ କୁକର୍ମ ଦେଖ ଆଉ ତା'ପଛକୁ ତୁରନ୍ତ କର୍ମଫଳ ବି ଦେଖ..! ମଜା ଆସିଯିବ ! ଟୋକାଏ, ଗୀତ ତାଳେ ତାଳେ ପାହୁଲ ପକଉଚନ୍ତି🤣

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

ସାର୍ଥକ ସଂକଳ୍ପ--- ବିଜେତାର ପ୍ରତୀକ--- 🙏 ନିଷ୍ଠା,ଅଧ୍ୟୟନ ଓ ସଫଳତା କାହାକୁ କୁହାଯାଏ-- ଏଇଥିରୁ ହିଁ ଶିଖନ୍ତୁ ବେକାରିଆ ମାନେ.. ଯୋଗ୍ୟ ବ୍ଯକ୍ତି,ଚାକିରୀ ପାଇଁ-ବଞ୍ଚିବା ପାଇଁ ଅନଶନ କରେନାହିଁ ! ଧନ୍ୟ ତୁ #ପ୍ରେରଣା ଧନ୍ୟ ତୋ ମାଆ'ର ସାଧନା 🙏🙏 #ଉଜାସୃ🔥

कल्पना श्रीवास्तव 🇮🇳 (@lawyer_kalpana) 's Twitter Profile Photo

सिर्फ सुना था एक बिहारी सौ पर भारी आज देख भी लिया कुछ लोग बिहार में धर्म परिवर्तन करवाने आए थे एक बिहारी भाई ने अच्छे से रेल दिया

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

#ସୁପ୍ରଭାତ🚩 🙏 ଆହେ #ନାରାୟଣ କୁହ,କେବେ ହେବ ଧର୍ମର ଅଭ୍ୟୁତ଼୍ଙଥାନ? ଧାରଣ-ପାଳନ-ଚଳନ ସବୁ ହେଲା ଅକାରଣ ମରି ମାରେ ମଣିଷ ଏଠି ସ୍ଵାର୍ଥ ହିଁ ସର୍ବସ୍ଵ ନିନ୍ଦାର ହୁଏ ଜୟଗାନ !! କୁହ #ନାରାୟଣ ଆଉ କେବେ ହେବ ଧର୍ମର ଅଭ୍ୟୁତ଼୍ଙଥାନ !! #ଜୟ_ଜଗନ୍ନାଥ🚩🙏

#ସୁପ୍ରଭାତ🚩
🙏
ଆହେ #ନାରାୟଣ 
କୁହ,କେବେ ହେବ 
ଧର୍ମର ଅଭ୍ୟୁତ଼୍ଙଥାନ?

ଧାରଣ-ପାଳନ-ଚଳନ
ସବୁ ହେଲା ଅକାରଣ 
ମରି ମାରେ ମଣିଷ
ଏଠି ସ୍ଵାର୍ଥ ହିଁ ସର୍ବସ୍ଵ
ନିନ୍ଦାର ହୁଏ ଜୟଗାନ  !!

କୁହ #ନାରାୟଣ
ଆଉ କେବେ ହେବ 
ଧର୍ମର ଅଭ୍ୟୁତ଼୍ଙଥାନ  !!

#ଜୟ_ଜଗନ୍ନାଥ🚩🙏
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@bishnumohanpat2) 's Twitter Profile Photo

💚 ଅପେକ୍ଷିତ ଶୀତ ଫେରୁଚି ଏକ ଆମୋଦିତ ଅଳସୀ ଭଙ୍ଗୀରେ ! ଉପେକ୍ଷିତ ଯେତେକ ବର୍ଷାତିନ୍ତା ଦର ଦର #ପ୍ରଣୟୀଆତ୍ମା💞 କୁରୁଳି ଉଠିବେତ ଶୀତ-ଉଷ୍ମତାରେ ! କ୍ଲାନ୍ତ #କାର୍ତ୍ତିକ ର ଏରୁଣ୍ଡି ସେପାଖେ ଉଙ୍କିମାରେ,ମୁଗୁଶିର ଅତୀବ ଆତୁରେ ସ୍ମୃତି ଚରିବୁଲେ--ଫୁଲର ଅରଣ୍ୟେ ସ୍ୱପ୍ନସବୁ ଲେଉଟି ଆସି ପିଟି ହେଇଯାନ୍ତି କୁହୁଡ଼ି

💚
ଅପେକ୍ଷିତ ଶୀତ ଫେରୁଚି
ଏକ ଆମୋଦିତ ଅଳସୀ ଭଙ୍ଗୀରେ !
ଉପେକ୍ଷିତ ଯେତେକ ବର୍ଷାତିନ୍ତା 
ଦର ଦର #ପ୍ରଣୟୀଆତ୍ମା💞
କୁରୁଳି ଉଠିବେତ ଶୀତ-ଉଷ୍ମତାରେ  !

କ୍ଲାନ୍ତ #କାର୍ତ୍ତିକ ର ଏରୁଣ୍ଡି ସେପାଖେ
ଉଙ୍କିମାରେ,ମୁଗୁଶିର ଅତୀବ ଆତୁରେ 
ସ୍ମୃତି ଚରିବୁଲେ--ଫୁଲର ଅରଣ୍ୟେ 
ସ୍ୱପ୍ନସବୁ ଲେଉଟି ଆସି ପିଟି ହେଇଯାନ୍ତି 
କୁହୁଡ଼ି