Biswajit
@biswajit_sci
🦪 🐌 🐙 🦑 🪱 🪼 .......... 🧬
ID: 802910877368217600
27-11-2016 16:24:05
12,12K Tweet
1,1K Followers
2,2K Following
"ଏକ୍ ପେଡ୍ ମା’ କେ ନାମ୍" ଅଭିଯାନରେ ସାମିଲ ହେବ ପାଇଁ ଜିଲ୍ଲାପାଳ,ଭଦ୍ରକ ଙ୍କ ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା । Odisha Forest, Env. and Climate Change Department
ଅନେକ ଅନୁରୋଧ ତଥା ବିରୋଧ ପରେ ମଧ୍ୟ ନେତା ଭଳି ପ୍ରତୀୟମାନ ହେଉଥିବା ଏଇ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଗଲା ନାହିଁ କି ଆଉ ବି କେହି କିଛି କହିଲେ ନାହିଁ। ହଉ ମ, ସେ କଣ ଆଉ ଅଛନ୍ତି ଯେ କିଛି ଭାବିବେ। ଜଣେ ମହାନ ଲେଖକଙ୍କୁ ଏ ଜାତି ଯେତିକି ହତାଦର କରିଛି, ଯେତିକି ଅନ୍ୟାୟ କରିଛି ମହାକାଳ କେବେ କ୍ଷମା ଦେବନି। Cc Rabindra Panda