Capital Region Urban Transport (@crut_bbsr) 's Twitter Profile
Capital Region Urban Transport

@crut_bbsr

Official account of Capital Region Urban Transport (CRUT), Government of Odisha

ID: 809374050783023104

linkhttps://capitalregiontransport.in/ calendar_today15-12-2016 12:26:25

7,7K Tweet

22,22K Followers

112 Following

Capital Region Urban Transport (@crut_bbsr) 's Twitter Profile Photo

A commuter from Patna shared his delightful experience riding the double-decker #AmaBus to Puri over the weekend and found booking via ATVM convenient. Have you tried it yet? Just ₹120 from Master Canteen to Puri. #DoubleDecker #CommuterSpeaks #TheWayWeMove

Capital Region Urban Transport (@crut_bbsr) 's Twitter Profile Photo

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମଗ୍ର ଜଗନ୍ନାଥ ପ୍ରେମୀଙ୍କୁ କ୍ରୁଟ୍ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, କଲ୍ୟାଣ ଏବଂ ସର୍ବଦା ଏକ ସୁନ୍ଦର ଓ ସୁରକ୍ଷିତ ଯାତ୍ରାର କାମନା କରୁଛୁ। #ପବିତ୍ରଦେବସ୍ନାନପୂର୍ଣ୍ଣିମା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମଗ୍ର ଜଗନ୍ନାଥ ପ୍ରେମୀଙ୍କୁ କ୍ରୁଟ୍ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା।

ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, କଲ୍ୟାଣ ଏବଂ ସର୍ବଦା ଏକ ସୁନ୍ଦର ଓ ସୁରକ୍ଷିତ ଯାତ୍ରାର କାମନା କରୁଛୁ। 

#ପବିତ୍ରଦେବସ୍ନାନପୂର୍ଣ୍ଣିମା
Capital Region Urban Transport (@crut_bbsr) 's Twitter Profile Photo

ଗୋଟିଏ ଭୁଲ୍ ରୁ ଆମେ ଶିକ୍ଷା ଗ୍ରହଣ କରି ସେହି ଭୁଲର ପୁନରାବୃତ୍ତି ନକରିବା ହିଁ ଆମ ପାଇଁ ଶ୍ରେଷ୍ଠ ଉପଲବ୍ଧି ହୋଇଥାଏ। ଶୁଣିବା ଆମର ଜଣେ ମହିଳା ଯାତ୍ରୀଙ୍କଠୁ, ଆମ ବସରେ ଛାଡ଼ିଯାଇଥିବା ଜିନିଷ ଫେରି ପାଇବାର ଅନୁଭୁତି, ଏବଂ ଯାତ୍ରା ସମୟରେ ଆମର ପ୍ରତ୍ୟେକ ଜିନିଷ ପ୍ରତି ସଜାଗ ରହିବା। #ଆମବସ୍ଆମସୁରକ୍ଷା

Capital Region Urban Transport (@crut_bbsr) 's Twitter Profile Photo

📢 Notice - Due to road blockage for ongoing PWD work, Route 31 will operate only up to the Modern School stoppage until further notice.

📢 Introducing new route nos. 78 & 79 from Shree Mandira to Alarnath & Pipili w.e.f. 13.06.25 in the auspicious month of #RathaJatra. Find the attached images with bus stoppages and click on the link below for the updated schedule of Capital Region. linktr.ee/crut_bbsr

📢

Introducing new route nos. 78 & 79 from Shree Mandira to Alarnath & Pipili w.e.f. 13.06.25 in the auspicious month of #RathaJatra.

Find the attached images with bus stoppages and click on the link below for the updated schedule of Capital Region. 

linktr.ee/crut_bbsr
Capital Region Urban Transport (@crut_bbsr) 's Twitter Profile Photo

ରଥ ଯାତ୍ରା ଅବସରରେ ପ୍ରଭୁ ଅଲାର ନାଥ ମନ୍ଦିର ଦର୍ଶନ ପାଇଁ ସୁଗମ ଯାତ୍ରାର ବ୍ୟବସ୍ଥା। କ୍ରୁଟ୍ ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ରୁଟ ନମ୍ବର ୭୮ ବସ୍ ଚଳାଚଳ ହେବ ଶ୍ରୀ ମନ୍ଦିରରୁ ବ୍ରହ୍ମଗିରି ଅଲାରନାଥ ମନ୍ଦିର। ଶୁଣନ୍ତୁ ପ୍ରଥମ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୁଭୂତି। #ରଥଯାତ୍ରା୨୦୨୫ #ସୁଗମଯାତ୍ରାବ୍ୟବସ୍ଥା

Capital Region Urban Transport (@crut_bbsr) 's Twitter Profile Photo

ରଜସ୍ଵଳା ମାଟିର ଶକ୍ତି, ଦୋଳି, ବାଗୁଡ଼ି ଆଉ ଖିଲିପାନ ପ୍ରୀତି... ପୋଡପିଠାର ମିଠାଭରା ସ୍ଵାଦ, ହଳଦୀ ଅଳତାର ସଜବାଜ... ଏଇ ହେଉଛି ଓଡ଼ିଶାର ଗଣପର୍ବ ରଜ ଆଉ ଓଡ଼ିଆଙ୍କ ଅସ୍ମିତା। ରଜ କହିଲେ ଆପଣ କ'ଣ ବୁଝନ୍ତି ଆଉ ରଜକୁ କେମିତି କାଟନ୍ତି କମେଣ୍ଟରେ ଆମକୁ ଜଣାନ୍ତୁ। #ପହିଲିରଜ #ଆମପରମ୍ପରାଆମଗର୍ବ

ରଜସ୍ଵଳା ମାଟିର ଶକ୍ତି, ଦୋଳି, ବାଗୁଡ଼ି ଆଉ ଖିଲିପାନ ପ୍ରୀତି... 
ପୋଡପିଠାର ମିଠାଭରା ସ୍ଵାଦ, ହଳଦୀ ଅଳତାର ସଜବାଜ... 
ଏଇ ହେଉଛି ଓଡ଼ିଶାର ଗଣପର୍ବ ରଜ ଆଉ ଓଡ଼ିଆଙ୍କ ଅସ୍ମିତା। 

ରଜ କହିଲେ ଆପଣ କ'ଣ ବୁଝନ୍ତି ଆଉ ରଜକୁ କେମିତି କାଟନ୍ତି କମେଣ୍ଟରେ ଆମକୁ ଜଣାନ୍ତୁ।

#ପହିଲିରଜ #ଆମପରମ୍ପରାଆମଗର୍ବ
Capital Region Urban Transport (@crut_bbsr) 's Twitter Profile Photo

ସମ୍ପର୍କର ଭିଡ଼ ଭିତରେ ଯିଏ ପ୍ରଥମେ ଖୋଜା ପଡ଼ନ୍ତି ସେ ବାପା, ଛୋଟବେଳୁ ସବୁ ପରିସ୍ଥିତିରେ ଯିଏ ସାହସ ଦିଅନ୍ତି ସେ ବାପା। ମନର କଥାକୁ ମନେ ମାରି ରହିଯାଉଥିବା ନୀରବ ପ୍ରତିମାଟେ ବାପା। #ଅନ୍ତର୍ଜାତୀୟପିତୃଦିବସ ଅବସରରେ ପ୍ରତ୍ୟେକ ବାପାମାନଙ୍କୁ ଆନ୍ତରିକ ଶୁଭେଚ୍ଛା।

ସମ୍ପର୍କର ଭିଡ଼ ଭିତରେ ଯିଏ ପ୍ରଥମେ ଖୋଜା ପଡ଼ନ୍ତି ସେ ବାପା, ଛୋଟବେଳୁ ସବୁ ପରିସ୍ଥିତିରେ ଯିଏ ସାହସ ଦିଅନ୍ତି ସେ ବାପା। ମନର କଥାକୁ ମନେ ମାରି ରହିଯାଉଥିବା ନୀରବ ପ୍ରତିମାଟେ ବାପା। 

#ଅନ୍ତର୍ଜାତୀୟପିତୃଦିବସ ଅବସରରେ ପ୍ରତ୍ୟେକ ବାପାମାନଙ୍କୁ ଆନ୍ତରିକ ଶୁଭେଚ୍ଛା।
Odisha Yatri (@odishayatri) 's Twitter Profile Photo

ପିତା ଧର୍ମ ପିତା ସ୍ବର୍ଗ ପିତା ହିଁ ପରମ ତପ ପିତରି ପ୍ରିତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତା... #ଅନ୍ତର୍ଜାତୀୟପିତୃଦିବସ ଉପଲକ୍ଷେ ଓଡ଼ିଶାଯାତ୍ରୀ ତରଫରୁ ସମସ୍ତଙ୍କୁ ଶୁଭକାମନା। #FathersDay

Capital Region Urban Transport (@crut_bbsr) 's Twitter Profile Photo

Daily counselling sessions & the road safety pledge are being consistently conducted across all CRUT depots and OD terminals as part of the #ZeroAccidentDay initiative. We remain firmly committed to ensuring the safety of crew, passengers and the citizens. #TheWayWeMove

Daily counselling sessions & the road safety pledge are being consistently conducted across all CRUT depots and OD terminals as part of the #ZeroAccidentDay initiative. 

We remain firmly committed to ensuring the safety of crew, passengers and the citizens.

#TheWayWeMove
Capital Region Urban Transport (@crut_bbsr) 's Twitter Profile Photo

📢 Attention All Commuters! Please note that #AmaBus route nos. 09, 10,12,13,17,18,21,23,26,27,28,30,36,37,39, 40,47 & 66 will be diverted on 20th June 2025 (Friday) from 2:00 PM to 6:30 PM due to traffic restrictions imposed for administrative exigency in Bhubaneswar.

📢 Attention All Commuters!

Please note that #AmaBus route nos. 09, 10,12,13,17,18,21,23,26,27,28,30,36,37,39, 40,47 & 66 will be diverted on 20th June 2025 (Friday) from 2:00 PM to 6:30 PM due to traffic restrictions imposed for administrative exigency in Bhubaneswar.
Mohan Charan Majhi (@mohanmodisha) 's Twitter Profile Photo

ଏହା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍

CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ଦୈନନ୍ଦିନ ଯାତାୟତ ହେବ ଆହୁରି ସହଜ। ଲୋକଙ୍କ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ଇ.ଭି ବସ୍‌ର ଶୁଭାରମ୍ଭ ହୋଇଛି। ଏହି ୧୦୦ଟି ବସ୍ ଚଳାଚଳ ହେବା ଦ୍ୱାରା କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ଉପଲବ୍ଧ ହେବ। #1YearOfDoubleEngine

ଲୋକଙ୍କ ଦୈନନ୍ଦିନ ଯାତାୟତ ହେବ ଆହୁରି ସହଜ। ଲୋକଙ୍କ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ଇ.ଭି ବସ୍‌ର ଶୁଭାରମ୍ଭ ହୋଇଛି। ଏହି ୧୦୦ଟି ବସ୍ ଚଳାଚଳ ହେବା ଦ୍ୱାରା କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ଉପଲବ୍ଧ ହେବ। 
#1YearOfDoubleEngine
Capital Region Urban Transport (@crut_bbsr) 's Twitter Profile Photo

Hon’ble Prime Minister, Shri Narendra Modi flagged off 100 new e- buses & inaugurated the State-of-the-Art Naraj Electric Bus Depot. Odisha is firmly on the path to sustainable public transport. Moving towards Viksit Odisha,Viksit Bharat! 🇮🇳 #GreenMobility #TheWayWeMove

Capital Region Urban Transport (@crut_bbsr) 's Twitter Profile Photo

#ଅନ୍ତର୍ଜାତୀୟଯୋଗଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ବିଶ୍ୱକୁ ଉପହାର ସ୍ୱରୂପ ପ୍ରଦାନ କରିଛି ଆମ ପ୍ରାଚୀନ ଭାରତୀୟ ପରମ୍ପରା ଯୋଗ । ଯୋଗ ମଧ୍ୟ ଆମ ବସ୍ କ୍ୟାପ୍ଟେନମାନଙ୍କ ଟ୍ରେନିଙ୍ଗର ଏକ ମୁଖ୍ୟ ଅଂଶ। ଆସନ୍ତୁ ଯୋଗକୁ ଆମ ଦିନଚର୍ଯ୍ୟାରେ ସାମିଲ୍ କରିବା ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବା। #InternationaYogaDay

#ଅନ୍ତର୍ଜାତୀୟଯୋଗଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ବିଶ୍ୱକୁ ଉପହାର ସ୍ୱରୂପ ପ୍ରଦାନ କରିଛି ଆମ ପ୍ରାଚୀନ ଭାରତୀୟ ପରମ୍ପରା ଯୋଗ ।
ଯୋଗ ମଧ୍ୟ ଆମ ବସ୍ କ୍ୟାପ୍ଟେନମାନଙ୍କ ଟ୍ରେନିଙ୍ଗର ଏକ ମୁଖ୍ୟ ଅଂଶ। ଆସନ୍ତୁ ଯୋଗକୁ ଆମ ଦିନଚର୍ଯ୍ୟାରେ ସାମିଲ୍ କରିବା ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବା।
#InternationaYogaDay
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି l ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ପ୍ରଦାନ

ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି l ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ପ୍ରଦାନ
Capital Region Urban Transport (@crut_bbsr) 's Twitter Profile Photo

Travel the road to fitness and wellness with #Yoga! 🧘‍♂️🧘‍♀️ On the occasion of the #InternationalDayofYoga, yoga sessions were organized at our bus depots. At CRUT yoga has always been an essential part of training curriculum ensuring the well-being of crew & staff of #AmaBus.

Travel the road to fitness and wellness with #Yoga! 🧘‍♂️🧘‍♀️

On the occasion of the #InternationalDayofYoga, yoga sessions were organized at our bus depots.

At CRUT yoga has always been an essential part of training curriculum ensuring the well-being of crew & staff of #AmaBus.