
Collector & DM, Balangir
@collectorbgr
Office of the Collector & District Magistrate, Balangir, Odisha, Pin-767001
ID: 969067250564063232
https://balangir.odisha.gov.in/ 01-03-2018 04:30:11
8,8K Tweet
36,36K Followers
121 Following






ବିଶେଷ ସୂଚନା: ଆସନ୍ତା ତା: ୨୩.୦୬.୨୦୨୫ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। Ga&Pg_Dept












ବିଶେଷ ସୂଚନା: ଆସନ୍ତା ତା: ୩୦.୦୬.୨୦୨୫ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। Ga&Pg_Dept


ବିଭିନ୍ନ ବ୍ୟାଙ୍କିଙ୍ଗ ତଥା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। Finance Department
