Collector & DM, Bargarh
@dmbargarh
Official account of District Administration, Bargarh, Odisha
ID: 876774300145000448
http://www.bargarh.odisha.gov.in 19-06-2017 12:10:57
2,2K Tweet
14,14K Followers
340 Following
ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବରଗଡ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । CMO Odisha I & PR Department, Odisha Jana Sunani
#ଓଡ଼ିଶା, #ତାମିଲନାଡୁ ଏବଂ #ପଶ୍ଚିମବଙ୍ଗର BLO ଏବଂ BLO ପର୍ଯ୍ୟବେକ୍ଷକଙ୍କ ପାଇଁ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ। #CEC ଶ୍ରୀ ଜ୍ଞାନେଶ କୁମାର IIIDEM Official ରେ ୩୬୯ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରୁଛନ୍ତି।
ଆଜି ପଦମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ,ପଦମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ l CMO Odisha I & PR Department, Odisha Jana Sunani
ECINET – ୪୦ରୁ ଅଧିକ ଆପ୍ଲିକେସନ୍ ର ସମ୍ପୂର୍ଣ୍ଣ ସୁବିଧା ଗୋଟିଏ ଜାଗାରେ, ଆପଣଙ୍କ ହାତରେ! ତେବେ, ଆଜି ହିଁ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ, ବ୍ୟବହାର କରନ୍ତୁ ଏବଂ ନିଜର ମତାମତ ଆମକୁ ଜଣାନ୍ତୁ। Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #ECINET #DownloadECINET
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସମସ୍ତ ଯୋଜନା ସମୀକ୍ଷା କରିଥିଲେ l CMO Odisha H & FW Dept Odisha
ଜିଲ୍ଲାପାଳ ଏବଂ ଉଦ୍ୟାନ ବିଭାଗ ର ସମସ୍ତ ଅଧିକାରୀ ତଥା କର୍ମଚାରୀ, ଚାଷୀ ଉତ୍ପାଦକ ସଂଘ ଏବଂ ସହଯୋଗୀ ସଂସ୍ଥା ଙ୍କ ଉପସ୍ଥିତି ରେ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷ ଠାରେ ତେଲ ତାଳ ଚାଷ ପାଇଁ ଏକ ଦିନିଆ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା l CMO Odisha Horticulture Odisha
ମତ୍ସ୍ୟ ଚାଷ କରି ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି ବରଗଡ଼ ଜିଲ୍ଲାର ଶ୍ରୀ ରିତେଶ ସାହୁ CMO Odisha GOKULANANDA MALLICK Fisheries & ARD Department Suresh Kr. Vashishth Collector & DM, Bargarh
ସହରାଞ୍ଚଳ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୌରପରିଷଦର ଅଧ୍ୟକ୍ଷ ଏବଂ କାଉନସିଲର ମାନଙ୍କୁ ନେଇ ସହରାଞ୍ଚଳ ଉନ୍ନତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। CMO Odisha I & PR Department, Odisha H & UD Dept
ଆଜି ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। CMO Odisha I & PR Department, Odisha Jana Sunani
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ସଶକ୍ତ କରିବ "ଶକ୍ତିଶ୍ରୀ" CMO Odisha Suryabanshi Suraj I & PR Department, Odisha #HigherEducation