
Collector Deogarh
@deogarhdistadmn
Collectorate, Deogarh.
Govt. of Odisha
ID: 876020103195705344
https://deogarh.odisha.gov.in 17-06-2017 10:14:03
1,1K Tweet
7,7K Followers
143 Following

ହର ଘର ତ୍ରିରଙ୍ଗା ହର ଘର ସ୍ୱଚ୍ଛତା ର ପ୍ରାରମ୍ଭିକ ସଭା CMO Odisha Panchayati Raj and Drinking Water Department Collector Deogarh Zilla Parishad, Deogarh Barkote Panchayat Samiti


ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ୧ ରୁ ୧୯ ବର୍ଷର ପିଲାମାନଙ୍କୁ ମାଗଣାରେ କୃମି ନାଶକ ଔଷଧ ବଣ୍ଟନ କରାଯାଉଛି । CMO Odisha I & PR Department, Odisha

ନୂଆ ବାଲିରହି ସ୍ଥିତ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟିବ୍ୟୁସନ୍ ଲିମିଟେଡ,ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦାନ କରିଥିଲେ । CMO Odisha I & PR Department, Odisha


ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଖେଲୋ ଇଣ୍ଡିଆ ସେଣ୍ଟର ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ପଚାଶ ଜଣ ଯୁବ ଉଦୀୟ ମାନ ଖେଳାଳିଙ୍କୁ ଟି ସାର୍ଟ ଓ ଟ୍ରାକସୁଟ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ କରିଥଲେ। CMO Odisha


ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପଞ୍ଚମ ବାର୍ଷିକୀ ନିଶାମୁକ୍ତ ଭାରତ ଅଭିଯାନ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ନିଶା ମୁକ୍ତ ଶୋଭାଯାତ୍ରା କୁ ଜିଲ୍ଲାପାଳ କଵିନ୍ଦ୍ର କୁମାର ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। CMO Odisha I & PR Department, Odisha

District Level Bankers Meet was held today in Deogarh, attended by the District Magistrate & Collector, key officials, 27 entrepreneurs, and 15 bankers. 27 pending bank cases were discussed in the meeting and bankers were advised to resolve the bank pending cases. Arabinda K Padhee


Different activities carried out in Budhapal GP of Reamal block on the occasion of Har Ghar Tiranga Har Ghar Swachhata Campaign. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Different activities carried out in Kansar GP of Tileibani block on the occasion of Har Ghar Tiranga Har Ghar Swachhata Campaign. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Different activities carried out in Karlaga GP of Reamal block on the occasion of Har Ghar Tiranga Har Ghar Swachhata Campaign 2025. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Different activities carried out in Kundheigola GP of Reamal block on the occasion of Har Ghar Tiranga Har Ghar Swachhata Campaign 2025. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Different activities carried out in Naulipada GP of Reamal block on the occasion of Har Ghar Tiranga Har Ghar Swachhata Campaign 2025. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Different activities carried out in Palsama GP of Reamal block on the occasion of Har Ghar Tiranga Har Ghar Swachhata Campaign 2025. #HarGharTiranga #HarGharSwachhata Panchayati Raj and Drinking Water Department Department of Drinking Water & Sanitation (#DDWS) Collector Deogarh


Disaster preparedness awareness initiatives were implemented today at Ekalabya Panchayat Degree College, Kansar and OAV, Tileibani of Deogarh, in association with the 3rd Battalion, National Disaster Response Force, Cuttack, and the District Administration, Deogarh. Odisha State Disaster Management Authority


ଦେବଗଡ ବାଲିରୋଇ ଠାରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ସମୀକ୍ଷା ବୈଠକ ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଆଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । CMO Odisha I & PR Department, Odisha