Happy Bargarh Official (@happy_bargarh) 's Twitter Profile
Happy Bargarh Official

@happy_bargarh

Bargarh's Largest Non-Political Social Media Network On Twitter • Rating Point 5/5* ( Considered as Odisha’s Top Rated Page )

ID: 1285267926992293888

calendar_today20-07-2020 17:39:12

2,2K Tweet

2,2K Followers

24 Following

Ashwini Kumar Sarangi (@ashwiniksarangi) 's Twitter Profile Photo

ବରଗଡ଼ ସହର ସୌନ୍ଦର୍ୟୀକରଣ ଦିଗରେ ଆଉ ଏକ ପଦକ୍ଷେପ ଭାବରେ ଗୁରୁଦ୍ୱାର ଛକରୁ ରେଲୱେ ଷ୍ଟେସନ୍ ପର୍ଯ୍ୟନ୍ତ ୪ ଲେନ୍ ସଡ଼କରେ ଆଲୋକସଜ୍ଜା ପ୍ରଣାଳୀର ଉଦ୍‌ଘାଟନ କଲି। ଏହି ଉଦ୍ୟମ ରାତ୍ରି ସମୟରେ ସୁରକ୍ଷିତ ଓ ସୁବିଧାଜନକ ଯାତାୟତ ନିଶ୍ଚିତ କରିବା ସହିତ ସହରକୁ ଆହୁରି ଆକର୍ଷଣୀୟ କରିବ। #Bargarh #BargarhConstituency #Odisha

ବରଗଡ଼ ସହର ସୌନ୍ଦର୍ୟୀକରଣ ଦିଗରେ ଆଉ ଏକ ପଦକ୍ଷେପ ଭାବରେ ଗୁରୁଦ୍ୱାର ଛକରୁ ରେଲୱେ ଷ୍ଟେସନ୍ ପର୍ଯ୍ୟନ୍ତ ୪ ଲେନ୍ ସଡ଼କରେ ଆଲୋକସଜ୍ଜା ପ୍ରଣାଳୀର ଉଦ୍‌ଘାଟନ କଲି। ଏହି ଉଦ୍ୟମ ରାତ୍ରି ସମୟରେ ସୁରକ୍ଷିତ ଓ ସୁବିଧାଜନକ ଯାତାୟତ ନିଶ୍ଚିତ କରିବା ସହିତ ସହରକୁ ଆହୁରି ଆକର୍ଷଣୀୟ କରିବ।

#Bargarh #BargarhConstituency #Odisha
Happy Bargarh Official (@happy_bargarh) 's Twitter Profile Photo

Kudos on the initiative! High mast lights at key intersections like Bhatli Chowk, Bandutikra Chowk, Goru Market Chowk, Gandhi Chowk, and Canal Chowk would be a great addition.

Happy Bargarh Official (@happy_bargarh) 's Twitter Profile Photo

ଓଡ଼ିଶା ଟପ୍ପର ବରଗଡ଼ ର ଝିଅ ବବିତା ରଥ ! ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୯୭.୩୩% ପ୍ରତିଶତ ମାର୍କ ରଖି ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ), ବରଗଡ଼ର ଛାତ୍ରୀ ବବିତା ରଥ । ତାଙ୍କର ଏହି ସଫଳତା ପାଇଁ ବରଗଡ଼ ଜିଲ୍ଲା ଆଜି ଗର୍ବିତ। #Odisha #HSC

ଓଡ଼ିଶା ଟପ୍ପର ବରଗଡ଼ ର ଝିଅ ବବିତା ରଥ ! 

ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୯୭.୩୩% ପ୍ରତିଶତ ମାର୍କ ରଖି ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ), ବରଗଡ଼ର ଛାତ୍ରୀ ବବିତା ରଥ । ତାଙ୍କର ଏହି ସଫଳତା ପାଇଁ ବରଗଡ଼ ଜିଲ୍ଲା ଆଜି ଗର୍ବିତ।

#Odisha #HSC
NDMA India | राष्ट्रीय आपदा प्रबंधन प्राधिकरण 🇮🇳 (@ndmaindia) 's Twitter Profile Photo

Blackout Action Plan is crucial component of civil defense preparedness. Staying calm & prepared during emergencies or hostile situations is key to ensuring national security. Regular drills & awareness of such plans can help citizens respond effectively in critical situations.

Collector & DM, Bargarh (@dmbargarh) 's Twitter Profile Photo

ବୈଶାଖ ମେଳା ଅବସରରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ସୁବିଧାର ବ୍ୟବସ୍ଥା କରାଯାଇଛି। ୧୧ଟି ରୁଟ୍ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକରୁ ସିଧାସଳଖ ନୃସିଂହନାଥ ପୀଠକୁ ବସ୍ ଚଳାଚଳ କରୁଛି । ମେଳା ଶେଷ ହେବା ଯାଏଁ ପ୍ରତିଦିନ ବିଭିନ୍ନ ରୁଟ୍‌ରେ ଏହି ବସ୍‌ଗୁଡ଼ିକ ଲୋକଙ୍କୁ ନେବାଆଣିବା କରିବ।

ବୈଶାଖ ମେଳା ଅବସରରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ସୁବିଧାର ବ୍ୟବସ୍ଥା କରାଯାଇଛି। 

୧୧ଟି ରୁଟ୍ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକରୁ ସିଧାସଳଖ ନୃସିଂହନାଥ ପୀଠକୁ ବସ୍ ଚଳାଚଳ କରୁଛି । ମେଳା ଶେଷ ହେବା ଯାଏଁ ପ୍ରତିଦିନ ବିଭିନ୍ନ ରୁଟ୍‌ରେ ଏହି ବସ୍‌ଗୁଡ଼ିକ ଲୋକଙ୍କୁ ନେବାଆଣିବା କରିବ।
Collector & DM, Bargarh (@dmbargarh) 's Twitter Profile Photo

ଆତଙ୍କବାଦ ବିରୋଧରେ ଲଢ଼େଇ "ଅପରେସନ ସିନ୍ଦୂର"ର ସଫଳତା ପାଇଁ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ହେଲା 'ତ୍ରିରଙ୍ଗା ରାଲି -ପରାକ୍ରମ ଶୋଭାଯାତ୍ରା '। #OperationSindoor #JaiHind #OdishaStandsWithArmedForces #TirangaYatra #ପରାକ୍ରମ_ଶୋଭାଯାତ୍ରା

Dr.Chandra Sekhar Khuntia🇮🇳 Modi ka Parivaar💞 (@drkhuntia21) 's Twitter Profile Photo

An old couple near Bargarh prepare & sell #RaagChana #Singhda & #Nimki in a traditional way in their village #Dumerpali. Had the privilege to savour it today morning. Very delicious food indeed. Their shop is on NH26, connecting to Bijepur. Do visit them. Highly recommended💞.

An old couple near Bargarh prepare & sell #RaagChana #Singhda & #Nimki in a traditional way in their village #Dumerpali. Had the privilege to savour it today morning. Very delicious food indeed. Their shop is on NH26, connecting to Bijepur. Do visit them. Highly recommended💞.
Happy Bargarh Official (@happy_bargarh) 's Twitter Profile Photo

ପୁରୀ ରୁ ବରଗଡ଼ ଦେଇ ଭିଲାଇ,ରାୟପୁର ଯିବ କିନ୍ତୁ ବରଗଡ଼ ରେ ରହଣି ଦିଆଯାଉ ନାହିଁ। ସାବାସ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC 😑😶

ପୁରୀ ରୁ ବରଗଡ଼ ଦେଇ ଭିଲାଇ,ରାୟପୁର ଯିବ କିନ୍ତୁ ବରଗଡ଼ ରେ ରହଣି ଦିଆଯାଉ ନାହିଁ। 

ସାବାସ୍ <a href="/OSRTC_Odisha/">ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC</a> 😑😶