KALINGA KESHARI JENA କଳିଙ୍ଗ କେଶରୀ ଜେନା
@kalingambj
President, North Odisha tourism development council and Founder of Bhanjasena, Mayurbhanj.
ID: 1262289272993808385
18-05-2020 07:50:58
389 Tweet
697 Followers
130 Following
.CMO Odisha Naveen Patnaik ସାର ଦୟାକରି ମୟୁରଭଞ୍ଜ ର ପ୍ରମୁଖ ମାଆ କିଚକେଶ୍ୱରୀ ମନ୍ଦିର, ବାରିପଦା ଜଗନ୍ନାଥ ମନ୍ଦିର,ମାଣତ୍ରୀ କଖାରୁଆ ବୈଦ୍ୟନାଥ ମନ୍ଦିର,ଦେବକୁଣ୍ଡ ମାଆ ଅମ୍ବିକା ପୀଠ ଏବଂ ଐତିହ୍ୟ ବର୍ଣ୍ଣନା କରୁଥିବା ଅନ୍ୟାନ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ଆଖିଦୃଶିଆ ଅର୍ଥ ବ୍ୟୟବରାଦ କରିବାକୁ ଅନୁରୋଧ।.Pranab Prakash Das
.Bishweswar Tudu ଆପଣ ରେଳପଥ ନିର୍ମାଣ, ଅମରଦା ଏୟାରଷ୍ଟ୍ରିପର କାର୍ଯ୍ୟକ୍ଷମ, ମୟୁରଭଞ୍ଜ ରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ, ଦ୍ୱାରଶୁଣି ଘାଟି ର ସଂମ୍ପ୍ରସାରଣ ଭଳି ବହୁ ଘୋଷଣା କରିଛନ୍ତି, ମାତ୍ର ଦୁଃଖର କଥା କୌଣସି ଗୋଟେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ମୟୁରଭଞ୍ଜ ବାସୀଙ୍କୁ କାର୍ଯ୍ୟ ଦରକାର, ଘୋଷଣା ନୁହେଁ।.Dharmendra Pradhan
.CMO Odisha ସାର ବାରିପଦା ଦେବୋତ୍ତର ବିଭାଗର ଖାମଖିଆଲି ନୀତି ଓ ଦୂରଦୃଷ୍ଟିସଂମ୍ପନ୍ନ ବିହୀନ କାର୍ଯ୍ୟ ଯୋଗୁଁ ଚଳିତ ବର୍ଷ ବାରିପଦା ରେ ଚନ୍ଦନ ଯାତ୍ରା ହୋଇପାରିଲା ନାହିଁ।ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦୁର୍ବଳ ଡଙ୍ଗା ଟି ବୁଡ଼ିଗଲା ଏବଂ ମହାପ୍ରଭୁ ବର୍ଷାରେ ଭିଜିଲେ।ଧ୍ୟାନ ଦେବାକୁ ଅନୁରୋଧ।.Pranab Prakash Das Collector & District Magistrate Mayurbhanj
.Ashwini Vaishnaw ସାର ଆପଣଙ୍କ"ରେଳ ପଛରେ ରହିଲେ ଦେଶ ପଛରେ ରହିଯିବ" ଉକ୍ତିଟି ବୋଧହୁଏ ମୟୁରଭଞ୍ଜ ପାଇଁ ଲାଗୁ ହେଉନାହିଁ, କାହିଁକିନା କେନ୍ଦ୍ର ବିଜେପି ସରକାର ଏଠାରେ ପ୍ରକୃତ ରେଳ ବିକାଶ ନ କରି କେବଳ ନୂତନ ରେଳପଥ ନିର୍ମାଣ ଘୋଷଣା ସମ୍ବାଦ ପତ୍ର ମାଧ୍ୟମରେ କରୁଛନ୍ତି।.Dharmendra Pradhan Bishweswar Tudu Aparajita Sarangi, MP,( Lok Sabha) Bhubaneswar
.Pradeep Jena IAS ସାର,ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଚାଲିଛି ଢଳେଈ କାର୍ଯ୍ୟ,ଯୋଉଥିରେ କି ବହୁତ କମ ପରିମାଣରେ ସିମେଣ୍ଟ ର ଭାଗ ମାପ ଅଛି, ଆଉ ଏଭଳି କାର୍ଯ୍ୟ ରାଇରଙ୍ଗପୁର ଡ଼ିଭିଜନ ର ଗ୍ରାମାଞ୍ଚଳରେ ବହୁତ ପରିମାଣ ରେ ଚାଲୁଅଛି। ଦୟାକରି ଧ୍ୟାନ ଦେବାକୁ ଅନୁରୋଧ।.CMO Odisha ChiefSecyOdisha MoSarkar 5T Odisha Rural
.Pradeep Jena IAS ସାର,ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଚାଲିଛି ଢଳେଈ କାର୍ଯ୍ୟ,ଯୋଉଥିରେ କି ବହୁତ କମ ପରିମାଣରେ ସିମେଣ୍ଟ ର ଭାଗ ମାପ ଅଛି, ଆଉ ଏଭଳି କାର୍ଯ୍ୟ ରାଇରଙ୍ଗପୁର ଡ଼ିଭିଜନ ର ଗ୍ରାମାଞ୍ଚଳରେ ବହୁତ ପରିମାଣ ରେ ଚାଲୁଅଛି। ଦୟାକରି ଧ୍ୟାନ ଦେବାକୁ ଅନୁରୋଧ।.CMO Odisha ChiefSecyOdisha MoSarkar 5T Odisha Rural
.CMO Odisha Naveen Patnaik ସାର ବାରିପଦା ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଖାମଖିଆଲ ନୀତି ଯୋଗୁଁ ଆଜି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଟଣା ରେ ବ୍ୟାପକ ଭାବରେ ଅବ୍ୟବସ୍ଥା ପରିଲକ୍ଷିତ ହେଲା,ଭକ୍ତଗଣ ମଧ୍ୟ ନିରାଶ ହେଲେ। ଦୟାକରି ସ୍ୱତନ୍ତ୍ର ନଜର ଦେବାକୁ ଅନୁରୋଧ.Pranab Prakash Das Collector & District Magistrate Mayurbhanj MAYURBHANJ POLICE Rushiraj Pattanayak ଋଷିରାଜ ପଟ୍ଟନାୟକ
. CMO Odisha ମୟୁରଭଞ୍ଜ ରେ ଯଦି କାର୍ଯ୍ୟରତ ବନବିଭାଗ ତରଫରୁ ବିସ୍ଥାପିତ ପରିବାରକୁ ଥଇଥାନ ନିମନ୍ତେ ୫୪ଟି ରୁ ଉର୍ଧ୍ଵ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଛି ତେବେ ସେଇଥିରୁ ଅନୁମାନ କରିପାରୁଥିବେ ଯେ ସେଭଳି ବନବିଭାଗ କର୍ମଚାରୀ ଙ୍କୁ ନେଇ କିଭଳି ଭାବେ ବିଶ୍ୱବିଖ୍ୟାତ ଶିମିଳିପାଳ କୁ ସୁରକ୍ଷା ଦିଆଯାଉଥିବ.MoSarkar 5T Odisha Forest, Env. and Climate Change Department
our desparate request for the developement of tourism in Mayurbhanj which can successfully help in the financial growth and create employment for the unemployed of our dist.CMO Odisha Dharmendra Pradhan Ashwini Vaishnaw Bishweswar Tudu MoSarkar 5T Pranab Prakash Das Collector & District Magistrate Mayurbhanj
. PMO India CMO Odisha "Mayurbhanj", which is home to a number of tourist destinations and many ancient monuments, is the birthplace of the future President of India, and today it is neglected in all respects.@draupadimurmupr Dharmendra Pradhan Ashwini Vaishnaw MoSarkar 5T
. @samirdash01 ଏହିଭଳି କେବେ ମୟୁରଭଞ୍ଜ ର ରାଇରଙ୍ଗପୁର ବିଇଓ ଙ୍କ ଅଫିସ ଆସିବାକୁ ଅନୁରୋଧ, ସେଇଠି ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଅଗ୍ରାଧିକାର ଦେବା ପରିବର୍ତ୍ତେ ଅସାଧୁ କାର୍ଯ୍ୟକଳାପ ପ୍ରତି ଅଧିକ ଅଗ୍ରାଧିକାର ଦିଆଯାଉଛି. Naveen Patnaik MoSarkar 5T Collector & District Magistrate Mayurbhanj Tushar kanta mohanta EducationOdisha
. Works Department, Odisha ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟଇଂଜିନିୟର(AE)୨୪/୦୭/୨୦୦୬ମସିହାରେ ରାଇରଙ୍ଗପୁର ଡିଭିଜନ ଅନ୍ତର୍ଗତ କୁଳିଅଣା ସେକ୍ସନରେ ଯୋଗଦେଇ ଆଜି ପର୍ଯ୍ୟନ୍ତ ନିୟମ ଅନୁଯାୟୀ ବଦଳି ନହୋଇ ପାଖାପାଖି ୧୬ବର୍ଷରୁ ଉର୍ଧ୍ଵ ହେବ ସେହିଜାଗାରେ କାର୍ଯ୍ୟରତ ଅଛନ୍ତି|କାହିଁକି ସରକାରୀ ନିୟମ ଲାଗୁ ହେଉନାହିଁ ?. CMO Odisha MoSarkar 5T
Vintage Photography Inside View of #Mayurbhanj Palace Hundred Years Ago... OdishaHistory Heritage Foundation Ministry of Culture Odia Culture CMO Odisha Collector & District Magistrate Mayurbhanj
. Narendra Modi PMO India We urge your intervention for the restoration the glory of Mayurbhanj, is the motherland of our Esteemed President of India Mrs Draupadi murmu madam President of India CMO Odisha Dharmendra Pradhan Ashwini Vaishnaw MoSarkar 5T Bishweswar Tudu Rushiraj Pattanayak ଋଷିରାଜ ପଟ୍ଟନାୟକ
A humble request to Honorable madam President.President of India for your kind intervention for the restoration of SIMILIPAL - the beauty and Crown of Undivided Mayurbhanj.PMO India CMO Odisha MoSarkar 5T Biswajit Mohanty LL.B,FCA,Ph.D #କଳିଙ୍ଗ ପୁତ୍ର Odisha Forest, Env. and Climate Change Department @SimilipalNorth Similipal Tiger Reserve, Odisha
CMO Odisha ସାର,ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ।ବାରମ୍ବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମକୁ ଅପମାନିତ କରାଯାଉଛି,ଦୟାକରି ସମସ୍ତ ରେଗୁଲାର ବିଭାଗ ଓ ଷ୍ଟାଫ ମାନଙ୍କୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଫେରାଇ ଦିଆଯାଉ V Karthikeyan Pandian
CMO Odisha ସାର,ମୟୁରଭଞ୍ଜ ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ହୋଇଥିବା ଚାଉଳଦୁର୍ନୀତିର ତଦନ୍ତ ପାଇଁ ୭ ଦିନମଧ୍ୟରେ ଏକ ତଦନ୍ତ କମିଶନ ବସାଇ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଉଳ ମଣ୍ଡିରେ ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ ପାଇଁ ନିର୍ଦେଶ ପ୍ରଦାନ କରିବାକୁ ଅନୁରୋଧ Krushna Chandra Patra Collector & District Magistrate Mayurbhanj