
Labour & ESI Dept. Government of Odisha
@lesiodisha
It is the Nodal Department for formulating Plans, Policies and programmes for development of Labourers including child labourers.
ID: 737291792433876993
http://labour.odisha.gov.in/ 30-05-2016 14:37:16
1,1K Tweet
55,55K Followers
63 Following

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ରେ ଜିଲ୍ଳା ପ୍ରଶାସନ ତଥା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ନିଜ କାର୍ଯ୍ୟାଳୟରୁ ପତାକା ପ୍ରଦର୍ଶନ କରି ସଚେତନତା ରଥ ଓ ରେଲି ର ଶୁଭାରମ୍ଭ କରିଥିଲେ l CMO Odisha Labour & ESI Dept. Government of Odisha









ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା ର ଷଷ୍ଠ ଦିବସ ଆଜି ଅପରାହ୍ନ ରେ ପ୍ରଧାନପାଟ ବଡ଼ ବଗିଚା ଠାରେ ପାଳିତ ହୋଇଯାଇଛି । CMO Odisha I & PR Department, Odisha Labour & ESI Dept. Government of Odisha











