ମୋ ଡାକ୍ତର (@modaaktar) 's Twitter Profile
ମୋ ଡାକ୍ତର

@modaaktar

ଓଡ଼ିଶାର ସ୍ଵାସ୍ଥ୍ୟସେବା ପ୍ରଦାନକାରୀଙ୍କ ତଥ୍ଯାବଳୀର ଡିଜିଟାଲ୍ ରୂପାନ୍ତରଣ;

ଯେକୌଣସି ସ୍ୱାସ୍ଥ୍ୟଗତ ସେବା ସମ୍ପର୍କରେ ସୂଚନା ପାଇଁ ଆମକୁ ସମ୍ପର୍କ କରନ୍ତୁ

ID: 1537274932006035459

linkhttp://modaaktar.in calendar_today16-06-2022 03:25:40

122 Tweet

564 Followers

288 Following

ମୋ ଡାକ୍ତର (@modaaktar) 's Twitter Profile Photo

We require Paramedical staff for home health care services all over Odisha. Call us for detail: 8917661903 (Pharmacists & Nurses)

ମୋ ଡାକ୍ତର (@modaaktar) 's Twitter Profile Photo

Inviting interested individuals/groups to partner for providing a better lifestyle to senior citizens. Vacancy for care providers in all the districts of Odisha. Contact us if you are interested. Call: 8917661903

Inviting interested individuals/groups to partner for providing a better lifestyle to senior citizens.

Vacancy for care providers in all the districts of Odisha. 

Contact us if you are interested.

Call: 8917661903
ମୋ ଡାକ୍ତର (@modaaktar) 's Twitter Profile Photo

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଓଆରଏସ ର ବ୍ୟାପକ ବ୍ୟବହାର ପରେ ଡାଇରିଆ ଯୋଗୁ ଶିଶୁ ମୃତ୍ୟୁହାରକୁ ପ୍ରାୟ ୯୩% ହ୍ରାସ ପାଇଛି; ପୂର୍ବରୁ, ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଶିଶୁ ଡାଇରିଆରେ ମୃତ୍ୟୁବରଣ କରୁଥିଲେ; ବର୍ତ୍ତମାନ ଏହା ୫ ଲକ୍ଷରୁ କମ ହୋଇଛି #worldORSday

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଓଆରଏସ ର  ବ୍ୟାପକ ବ୍ୟବହାର ପରେ ଡାଇରିଆ ଯୋଗୁ ଶିଶୁ ମୃତ୍ୟୁହାରକୁ ପ୍ରାୟ ୯୩% ହ୍ରାସ ପାଇଛି; ପୂର୍ବରୁ, ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଶିଶୁ ଡାଇରିଆରେ ମୃତ୍ୟୁବରଣ କରୁଥିଲେ; ବର୍ତ୍ତମାନ ଏହା ୫ ଲକ୍ଷରୁ କମ ହୋଇଛି

#worldORSday