Naveen Patnaik (@naveen_odisha) 's Twitter Profile
Naveen Patnaik

@naveen_odisha

President, Biju Janata Dal.

ID: 3489768920

linkhttp://www.bjdodisha.org.in/naveen-patnaik/ calendar_today08-09-2015 05:43:50

17,17K Tweet

3,6M Followers

23 Following

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶାର ଗର୍ବ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟର କ୍ରୀଡ଼ାବିତଙ୍କୁ ଏହା ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #OdishaForSports

ଓଡ଼ିଶାର ଗର୍ବ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟର କ୍ରୀଡ଼ାବିତଙ୍କୁ ଏହା ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

#OdishaForSports
Naveen Patnaik (@naveen_odisha) 's Twitter Profile Photo

Deeply anguished to learn about the disastrous crash of #Ahmedabad- London Air India flight with hundreds of people onboard. My thoughts and prayers are with the families deeply affected in the tragic #planecrash.

Naveen Patnaik (@naveen_odisha) 's Twitter Profile Photo

Deeply saddened to learn about the tragic demise of former Gujarat Chief Minister #VijayRupani ji in the tragic #PlaneCrash in #Ahmedabad that took away so many precious lives. My condolences to the bereaved family and followers. Om Shanti 🙏

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶାର ଗଣ ପର୍ବ ରଜ ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଟି ଓ ମା'ଙ୍କୁ ସମ୍ମାନ ଜଣାଇବାର ଏହି ନିଆରା ପରମ୍ପରା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #RajaParba

Naveen Patnaik (@naveen_odisha) 's Twitter Profile Photo

ରକ୍ତଦାନ ମହାପୁଣ୍ୟ। ରାଜ୍ୟରେ ରକ୍ତର ଆବଶ୍ୟକତା ପୂରଣ କରି ଅମୂଲ୍ୟ ଜୀବନ ବଞ୍ଚାଇବା ଆମ ସଭିଙ୍କ ପ୍ରତିବଦ୍ଧତା ହେଉ। ଆସନ୍ତୁ ସଭିଏଁ ଜଣେ ଜଣେ ରକ୍ତଦାତା ଭାବେ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଦିଗରେ ଆଗକୁ ବଢ଼ିବା। #WorldBloodDonorDay

ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି। ବର୍ତ୍ତମାନ

Naveen Patnaik (@naveen_odisha) 's Twitter Profile Photo

ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ସାନ ଭାଇ, ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି।  ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ।

Naveen Patnaik (@naveen_odisha) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହେବା ପାଇଁ ଛତିଶା ନିଯୋଗ ସେବାୟତଙ୍କ ଆମନ୍ତ୍ରଣ ସାଦରେ ଗ୍ରହଣ କଲି। #RathaJatra

Naveen Patnaik (@naveen_odisha) 's Twitter Profile Photo

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ବିଶିଷ୍ଟ ସମାଜସେବୀ ତଥା ଦୈନିକ ଖବରକାଗଜ 'ସମାଜ'ର ପୂର୍ବତନ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ, ସମାଜସେବା ତଥା ସାମ୍ବାଦିକତା ଆଦି ବିଭିନ୍ନ କ୍ଷେତ୍ରରେ ସେ ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ

Naveen Patnaik (@naveen_odisha) 's Twitter Profile Photo

Congratulate India’s ace Javelin thrower Neeraj Chopra on clinching #ParisDiamondLeague 2025 title with a throw of 88.16 metres. May he continue to excel in his sporting career and make India proud. Best Wishes

Congratulate India’s ace Javelin thrower <a href="/Neeraj_chopra1/">Neeraj Chopra</a> on clinching #ParisDiamondLeague 2025 title with a throw of 88.16 metres. May he continue to excel in his sporting career and make India proud. Best Wishes
Naveen Patnaik (@naveen_odisha) 's Twitter Profile Photo

Yoga symbolises the union of body and consciousness and the ancient Indian practice helps in achieving balance between body, mind, and spirit. On #InternationalYogaDay, let's celebrate this ancient practice for more healthier life.

ଓଡ଼ିଆ ସାହିତ୍ୟର ମହାନ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ କାଳଜୟୀ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହ ସାମ୍ବାଦିକତା ଏବଂ ରାଜନୀତି କ୍ଷେତ୍ର ପ୍ରତି ଅବଦାନ ଚିର ଅଭୁଲା ହୋଇ ରହିବ।

Congratulate #Odisha swimmer Shristi Upadhaya on clinching #Gold in the 100m Butterfly Female event at the 78th Senior #NationalAquaticChampionships2025. May she continue to win more accolades. Best wishes. #OdishaForSports

Congratulate #Odisha swimmer Shristi Upadhaya on clinching #Gold in the 100m Butterfly Female event at the 78th Senior #NationalAquaticChampionships2025. May she continue to win more accolades. Best wishes.

#OdishaForSports
Naveen Patnaik (@naveen_odisha) 's Twitter Profile Photo

On #InternationalOlympicDay, let us honor our champions who have brought pride to our nation and inspire the next generation to pursue sporting excellence. Let us celebrate the spirit of the Olympics and encourage our youth to embrace sports. #OdishaForSports

Congratulate #Odisha's Astik Pradhan on clinching Gold in Men’s 400m at the 23rd National Junior (U20) Federation Athletics Championships 2025. He also broke the National Meet Record, achieving a personal best of 46.58s. May he continue his winning streak and bring laurels for