Nityananda Gond
@nityanandabjp
Minister of School & Mass Education, ST& SC Development, Minorities & Backward Classes Welfare, Social Security & Empowerment of PWD, Odisha
ID: 1293567963069476866
https://www.bjp.org/ 12-08-2020 15:20:32
2,2K Tweet
7,7K Followers
107 Following
ବିକଶିତ ଭାରତର ଲକ୍ଷ୍ୟ ରେ ପହଞ୍ଚିବାକୁ ହେଲେ ଆମକୁ ଆତ୍ମନିର୍ଭର ହେବାକୁ ପଡିବ। ଦେଶ ବାସୀଙ୍କ ସମସ୍ତ ଆବଶ୍ୟକୀୟ ବସ୍ତୁ ଦେଶରେ ହିଁ ତିଆରି କରିବାକୁ ପଡ଼ିବ।- ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi #NextGenGST #GSTBachatUtsav
ଆସ୍କାର ଲୋକପ୍ରିୟ ସାଂସଦ ଶ୍ରୀମତୀ Anita Subhadarshini ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରୁଛି।
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଆମର ସାମୁହିକ ଲକ୍ଷ୍ୟ। ଏହାକୁ ହାସଲ କରିବା ପାଇଁ ଆତ୍ମନିର୍ଭରଶୀଳତାର ମାର୍ଗରେ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ। ଏହାକୁ ନେଇ ଚିଠି ମାଧ୍ୟମରେ ଦେଶବାସୀଙ୍କୁ ଆହ୍ଵାନ ହେଇଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi । #GSTBachatUtsav #NextGenGST
Today we mark #7YearsOfAyushmanBharat! This was an initiative that anticipated the needs of the future and focussed on ensuring top quality as well as affordable healthcare for people. Thanks to it, India is witnessing a revolution in public healthcare. It has ensured financial
ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା