ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC

@osrtc_odisha

Official Twitter account of the Odisha State Road Transport Corporation

ID: 740403616914255872

linkhttp://www.osrtc.org calendar_today08-06-2016 04:42:33

4,4K Tweet

67,67K Followers

96 Following

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

Explore Odisha's Vibrant Heritage with OSRTC! Journey with OSRTC through the state's captivating history, cultural heritage, and traditional treasures. Book now and explore the best of Odisha! #OSRTCForAll #OdishaTourism #ExploreOdisha #OdishaCulturalHeritage #TravelOdisha

Explore Odisha's Vibrant Heritage with OSRTC! 

Journey with OSRTC through the state's captivating history, cultural heritage, and traditional treasures. Book now and explore the best of Odisha!

 #OSRTCForAll #OdishaTourism #ExploreOdisha #OdishaCulturalHeritage #TravelOdisha
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଭକ୍ତିପୂତ ଶୁଭେଚ୍ଛା ଓ ଅଭିନନ୍ଦନ। ୫ ଓ ୬ ତାରିଖ ପୁରୀ ଯାତ୍ରା କରି ବଡ଼ଦାଣ୍ଡରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନିମନ୍ତେ ଓଏସ୍ଆରଟିସି ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ରହିଛି । #bahudajatra #puri #specialbusservice

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଭକ୍ତିପୂତ ଶୁଭେଚ୍ଛା ଓ ଅଭିନନ୍ଦନ।

୫ ଓ ୬ ତାରିଖ ପୁରୀ ଯାତ୍ରା କରି ବଡ଼ଦାଣ୍ଡରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନିମନ୍ତେ ଓଏସ୍ଆରଟିସି ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ରହିଛି ।

#bahudajatra #puri #specialbusservice
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

Travel Safe with OSRTC First Aid Onboard! At OSRTC, passenger safety comes first. That’s why every bus in our fleet is equipped with essential first aid kits, ensuring immediate response to minor medical needs during travel. #firstaid #ConnectingOdisha #CommuteRevolution

Travel Safe with OSRTC  First Aid Onboard!

At OSRTC, passenger safety comes first. That’s why every bus in our fleet is equipped with essential first aid kits, ensuring immediate response to minor medical needs during travel.

#firstaid #ConnectingOdisha #CommuteRevolution
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା । #niladribije #rasagolladibasa #osrtcforall

ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ।

#niladribije #rasagolladibasa #osrtcforall
Mohan Charan Majhi (@mohanmodisha) 's Twitter Profile Photo

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜୀବନର ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ରୂପରେ ମାର୍ଗଦର୍ଶନ କରିଥିବା ମୋର ସମସ୍ତ ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଓ କର୍ମଗୁରୁଙ୍କ ଚରଣରେ ଶତ କୋଟି ପ୍ରଣାମ।🙏

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ଜୀବନର ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ରୂପରେ ମାର୍ଗଦର୍ଶନ କରିଥିବା ମୋର ସମସ୍ତ ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଓ କର୍ମଗୁରୁଙ୍କ ଚରଣରେ ଶତ କୋଟି ପ୍ରଣାମ।🙏
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

Beyond Destinations... OSRTC Brings You Experiences With OSRTC, travel is not just about reaching a place it's about embracing the journey. From the rhythmic beats of temple bells to the calm of forested trails, every ride offers a window into rich culture, nature & heritage.

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ଉପାନ୍ତ ଅଞ୍ଚଳକୁ ବିକାଶର ମୁଖ୍ୟ ଧାରାରେ ସଂଯୋଗ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା । ଉପାନ୍ତ ଅଞ୍ଚଳବାସୀଙ୍କୁ ବିକାଶର ମୁଖ୍ୟ ଧାରାରେ ଯୋଡିବାରେ ବଳିଷ୍ଠ ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା । ଏହା ଦ୍ୱାରା ଲୋକେ ଉପକୃତ ହେବା ସହ ସେମାନଙ୍କ ଜୀବନଧାରଣର ମାନରେ ଆସିଛି ଗୁଣାତ୍ମକ ପରିବର୍ତ୍ତନ । #MukhyamantriBusSeva

ଉପାନ୍ତ ଅଞ୍ଚଳକୁ ବିକାଶର ମୁଖ୍ୟ ଧାରାରେ ସଂଯୋଗ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ।

ଉପାନ୍ତ ଅଞ୍ଚଳବାସୀଙ୍କୁ ବିକାଶର ମୁଖ୍ୟ ଧାରାରେ ଯୋଡିବାରେ ବଳିଷ୍ଠ ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା । 

ଏହା ଦ୍ୱାରା ଲୋକେ ଉପକୃତ ହେବା ସହ ସେମାନଙ୍କ ଜୀବନଧାରଣର ମାନରେ ଆସିଛି ଗୁଣାତ୍ମକ ପରିବର୍ତ୍ତନ ।

#MukhyamantriBusSeva
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

Skilled Youth Fuel the Wheels of Change On this World Youth Skills Day, let's celebrate the hands that build, the minds that innovate, and the spirit that drives progress. #WorldYouthSkillsDay #SkilledYouth #FutureReady

Skilled Youth Fuel the Wheels of Change

On this World Youth Skills Day, let's celebrate the hands that build, the minds that innovate, and the spirit that drives progress.

#WorldYouthSkillsDay #SkilledYouth #FutureReady
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଡାକ୍ତର ଅଗ୍ରୱାଲ ଚକ୍ଷୁ ହସ୍ପିଟାଲ ମିଳିତ ଅନୁକୁଲ୍ୟରେ ଓଏସ୍ଆରଟିସି ମୁଖ୍ଯାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ସହ ସୁସ୍ଥ ଦୃଷ୍ଟିଶକ୍ତି ସମ୍ପର୍କିତ ସଚେତନତା କରାଯାଇଥିଲା। #freeeyecheckupcamp #osrtcodisha

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଡାକ୍ତର ଅଗ୍ରୱାଲ ଚକ୍ଷୁ ହସ୍ପିଟାଲ ମିଳିତ ଅନୁକୁଲ୍ୟରେ ଓଏସ୍ଆରଟିସି ମୁଖ୍ଯାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। 

ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ସହ ସୁସ୍ଥ ଦୃଷ୍ଟିଶକ୍ତି ସମ୍ପର୍କିତ ସଚେତନତା କରାଯାଇଥିଲା।

#freeeyecheckupcamp #osrtcodisha