Works Department, Odisha (@pwd_odisha) 's Twitter Profile
Works Department, Odisha

@pwd_odisha

Official Twitter handle of Works Department, Government of Odisha. Infrastructure- Roads, Bridges, Buildings

ID: 743409819550310400

calendar_today16-06-2016 11:48:07

6,6K Tweet

117,117K Followers

49 Following

CMO Odisha (@cmo_odisha) 's Twitter Profile Photo

ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବଲାଙ୍ଗିରର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଯୋଡ଼ାରେ ୩ କି.ମି. ବିଶିଷ୍ଟ ଓଡ଼ିଶାର ଦୀର୍ଘତମ ଫ୍ଲାଏ-ଓଭର, ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୭୬୨ ମି. ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୩ କି.ମି ପରିବ୍ୟାପ୍ତ ଓଡ଼ିଶାର

ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ, ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏଥିସହ ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି ଉଲ୍ଲେଖ କରି 'ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା' ଗଠନ ପାଇଁ ଏହି ସହଯୋଗ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ

Works Department, Odisha (@pwd_odisha) 's Twitter Profile Photo

#MediaWatch ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶର ଧାରା ଅବ୍ୟାହତ ରହିଛି। ରାଜ୍ୟରେ ପର୍ଯ୍ୟଟନ, ଐତିହ୍ୟ ଓ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ₹୮୭୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। #OdishaOnTheMove

#MediaWatch

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a>ଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶର ଧାରା ଅବ୍ୟାହତ ରହିଛି। ରାଜ୍ୟରେ ପର୍ଯ୍ୟଟନ, ଐତିହ୍ୟ ଓ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ₹୮୭୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। 

#OdishaOnTheMove
Works Department, Odisha (@pwd_odisha) 's Twitter Profile Photo

ଶ୍ରୀକ୍ଷେତ୍ରର ଶୋଭା ବର୍ଦ୍ଧନ କରି ଭକ୍ତର ମନ ଜିଣିବାରେ ସକ୍ଷମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିବାବେଳେ ଭକ୍ତ ପାଉଛନ୍ତି ଦିବ୍ୟ ଅନୁଭୂତି। #OdishaOnTheMove

ଶ୍ରୀକ୍ଷେତ୍ରର ଶୋଭା ବର୍ଦ୍ଧନ କରି ଭକ୍ତର ମନ ଜିଣିବାରେ ସକ୍ଷମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।

ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିବାବେଳେ ଭକ୍ତ ପାଉଛନ୍ତି ଦିବ୍ୟ ଅନୁଭୂତି।

#OdishaOnTheMove
CMO Odisha (@cmo_odisha) 's Twitter Profile Photo

କଟକ ଜିଲ୍ଲା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାର ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ। କଟକ-ପାରାଦୀପ ଓ କଟକ-ଚାନ୍ଦବାଲି ରାସ୍ତାକୁ ଏହା ସଂଯୋଗ କରି ଗମନାଗମନ ସେବାରେ ରୂପାନ୍ତରଣ ଆଣିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କ୍ଯାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି।

କଟକ ଜିଲ୍ଲା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାର ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ। କଟକ-ପାରାଦୀପ ଓ କଟକ-ଚାନ୍ଦବାଲି ରାସ୍ତାକୁ ଏହା ସଂଯୋଗ କରି ଗମନାଗମନ ସେବାରେ ରୂପାନ୍ତରଣ ଆଣିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> କ୍ଯାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି।
Works Department, Odisha (@pwd_odisha) 's Twitter Profile Photo

ଦୋଳ ପୂର୍ଣ୍ଣିମା ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ରଙ୍ଗର ଉତ୍ସବ ଆପଣମାନଙ୍କର ଜୀବନରେ ଖୁସୀ, ଉଲ୍ଲାସ ଏବଂ ସମୃଦ୍ଧିର ରଙ୍ଗ ଭରି ଦେଉ। #ଦୋଳପୂର୍ଣ୍ଣିମା

Wishing everyone a vibrant and #HappyHoli. May the festival of colors fill your lives with the colors of health, prosperity, and happiness.

ଓଡ଼ିଶା ଦିବସ ଅବସରରେ ସବୁ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଶୁଭକାମନା I ଆମ ରାଜ୍ୟ ଆମ ସ୍ୱାଭିମାନ ଏବଂ ପରିଚୟର ପ୍ରତୀକ। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ

ଓଡ଼ିଶା ଦିବସ ଅବସରରେ ସବୁ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଶୁଭକାମନା I ଆମ ରାଜ୍ୟ ଆମ ସ୍ୱାଭିମାନ ଏବଂ ପରିଚୟର ପ୍ରତୀକ। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ
Works Department, Odisha (@pwd_odisha) 's Twitter Profile Photo

ଖରାଦିନେ ଶ୍ରମଜୀବୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ। ଖରାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ନିୟମିତ ବିଶ୍ରାମ, ବିଶ୍ରାମ ପାଇଁ ଛାଇ ଜାଗା, ଥଣ୍ଡା ଓ ସଫା ପାଣି ସହ ଆବଶ୍ୟକ ସ୍ଥଳେ ଡାକ୍ତରୀ ସହାୟତା ସୁନିଶ୍ଚିତ କରିବା ଆବଶ୍ୟକ। #HeatWave #StaySafe

ଖରାଦିନେ ଶ୍ରମଜୀବୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ। ଖରାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ନିୟମିତ ବିଶ୍ରାମ, ବିଶ୍ରାମ ପାଇଁ ଛାଇ ଜାଗା, ଥଣ୍ଡା ଓ ସଫା ପାଣି ସହ ଆବଶ୍ୟକ ସ୍ଥଳେ ଡାକ୍ତରୀ ସହାୟତା ସୁନିଶ୍ଚିତ କରିବା ଆବଶ୍ୟକ।

#HeatWave #StaySafe
Works Department, Odisha (@pwd_odisha) 's Twitter Profile Photo

On #InternationalLabourDay, we extend our gratitude to the backbone of our country – the workerforce. Their tireless efforts keep our economy robust and create niche in the world.

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ପୂର୍ତ୍ତ ବିଭାଗ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ନିମ୍ନ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ୦୨.୧୧ .୨୦୨୪ · ୫୦ ଶଯ୍ୟା ବିଶିଷ୍ଟ ପାଟଣାଗଡ଼ ନୂତନ ଉପଖଣ୍ଡ ହସ୍ପିଟାଲ · ଟିଟିଲାଗଡ଼ ଉପଖଣ୍ଡ ହସ୍ପିଟାଲ ପରିସରରେ ନୂତନ Dialysis Centre · ବଲାଙ୍ଗିର ଠାରେ ନୂତନ ସର୍କିଟ ହାଉସ୍

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ପୂର୍ତ୍ତ ବିଭାଗ ଅଧୀନରେ ବଲାଙ୍ଗିର  ଜିଲ୍ଲାରେ ନିମ୍ନ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ୦୨.୧୧ .୨୦୨୪
· ୫୦ ଶଯ୍ୟା ବିଶିଷ୍ଟ ପାଟଣାଗଡ଼ ନୂତନ ଉପଖଣ୍ଡ ହସ୍ପିଟାଲ
· ଟିଟିଲାଗଡ଼ ଉପଖଣ୍ଡ ହସ୍ପିଟାଲ ପରିସରରେ ନୂତନ Dialysis Centre
· ବଲାଙ୍ଗିର ଠାରେ ନୂତନ ସର୍କିଟ ହାଉସ୍
Works Department, Odisha (@pwd_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କରକମଳରେ ପୂର୍ତ୍ତ ବିଭାଗ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ୦୨.୧୧ .୨୦୨୪ · ପାଟଣାଗଡ଼ରେ ୮.୫୮୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନୂତନ ବାଇ ପାସ୍ ରାସ୍ତା · ତୁଷୁରା ସ୍ଥିତ ଏୟାରସ୍ଟ୍ରିପ (Airstrip) ୧୧୫୦ ମିଟର ଦୈର୍ଘ୍ୟ ରନୱେର ଉନ୍ନତିକରଣ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କରକମଳରେ ପୂର୍ତ୍ତ ବିଭାଗ ଅଧୀନରେ ବଲାଙ୍ଗିର   ଜିଲ୍ଲାରେ ପ୍ରକଳ୍ପର  ଭିତ୍ତି ପ୍ରସ୍ତର ସ୍ଥାପନ ୦୨.୧୧ .୨୦୨୪
· ପାଟଣାଗଡ଼ରେ ୮.୫୮୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନୂତନ ବାଇ ପାସ୍ ରାସ୍ତା
· ତୁଷୁରା ସ୍ଥିତ ଏୟାରସ୍ଟ୍ରିପ (Airstrip) ୧୧୫୦ ମିଟର ଦୈର୍ଘ୍ୟ ରନୱେର ଉନ୍ନତିକରଣ
Works Department, Odisha (@pwd_odisha) 's Twitter Profile Photo

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ମାଣ ବିଭାଗ ଦ୍ୱାରା ୯୦୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ କରାଯାଇଥିବା ୧୩ ଗୋଟି ରାସ୍ତା, ସେତୁ ତଥା କୋଠାବାଡ଼ି ପ୍ରକଳ୍ପର ଶୁଭ ଲୋକ।ର୍ପଣ କରିଛନ୍ତି । ଏହାଦ୍ୱାରା ୯ଟି ଜିଲ୍ଲାର ଅଧିବାସୀ ଉପକୃତ ହେବେ । #BarshaEkUpalabdhiAnek

Works Department, Odisha (@pwd_odisha) 's Twitter Profile Photo

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ମାଣ ବିଭାଗ ଦ୍ୱାରା ୨୮୦ କୋଟି ଟଙ୍କା ଅଟକଳରେ ହେବାକୁଥିବା ୧୩୫ କିମି ଦୀର୍ଘ ୭ଗୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାଦ୍ୱାରା ୫ଟି ଜିଲ୍ଲାର ଅଧିବାସୀ ଉପକୃତ ହେବେ । #BarshaEkUpalabdhiAnek

Works Department, Odisha (@pwd_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ CMO Odisha ମାନ୍ୟବର ପୂର୍ତ୍ତ ମନ୍ତ୍ରୀ Prithiviraj Harichandan ଙ୍କ ଉପସ୍ଥିତିରେ ୫୬୩ କନିଷ୍ଠ ଯନ୍ତ୍ରୀ(ସିଭିଲ)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି I ସେମାନଙ୍କ ଯୋଗଦାନ ବିଭାଗର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବ I #BarshaEkUpalabdhiAnek

Works Department, Odisha (@pwd_odisha) 's Twitter Profile Photo

ଆଜି ପୂର୍ତ୍ତ ବିଭାଗରେ ନବନିଯୁକ୍ତ ୫୬୩ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ)ଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ Prithiviraj Harichandan ଦ୍ଵାରା ଉଦଘାଟିତ ହୋଇଅଛି। ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ଯୋଗଦାନ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ । #BarshaEkUpalabdhiAnek

ଆଜି ପୂର୍ତ୍ତ ବିଭାଗରେ ନବନିଯୁକ୍ତ ୫୬୩ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ)ଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ <a href="/PrithivirajBJP/">Prithiviraj Harichandan</a> ଦ୍ଵାରା ଉଦଘାଟିତ ହୋଇଅଛି। ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ଯୋଗଦାନ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ । #BarshaEkUpalabdhiAnek