Prakash mohanty (@prakash94531393) 's Twitter Profile
Prakash mohanty

@prakash94531393

student &social worker bhadrak Odisha

ID: 955050383147085824

calendar_today21-01-2018 12:12:10

2,2K Tweet

625 Followers

752 Following

Prakash mohanty (@prakash94531393) 's Twitter Profile Photo

ସମ୍ମାନିତ Collector & District Magistrate, Ganjam Panchayati Raj and Drinking Water Department Mohan Charan Majhi DUDA Ganjam I & PR Department, Odisha Rabi Narayan Naik କବିସୂର୍ଯ୍ୟନଗର ବ୍ଳକ କନିଆରୀ ପଂଚାୟତ କନିଆର ଗ୍ରାମ ଏହି ଡ୍ରେନଜ କାମ କାମ ଆରମ୍ଭ ହେଇନାହିଁ କିନ୍ତୁ ବିଲ୍ଲ ହେଇଛି 57000 ଏହାକୁ ତଦନ୍ତ କରାଯାଇ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ

Team ATA Official (@officialteamata) 's Twitter Profile Photo

ଯଦି ମୁଖ୍ୟମନ୍ତ୍ରୀ,ଝାଡ଼ଖଣ୍ଡ Hemant Soren ମହୋଦୟ ଟ୍ୱିଟର ଦ୍ୱାରା ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ସହିତ ଅଧିକାରୀଙ୍କୁ ନିର୍ଦେଶ ଦେଇ ପାରୁଛନ୍ତି। ତେବେ ଆମ ଓଡ଼ିଶା ଏଥିରେ କାହିଁକି ପଛରେ ଅଛି ? ମାନନୀୟ ମୁଖ୍ୟମନ୍ତ୍ରୀ,ଓଡିଶା Mohan Charan Majhi ମହୋଦୟ ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ।🙏 CMO Odisha Office of DCM,Odisha (Smt Pravati Parida)

Prakash mohanty (@prakash94531393) 's Twitter Profile Photo

ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ସଂକ୍ଷିଡା ପଣ୍ଡା ସାହିରେ ଥିବା ନଳକୂପ ଟି ଦୀର୍ଘ ଦିନ ହେବ ଅଚଳ ପଡି ରହିଛି District Administration,Bhadrak RWSS_BHADRAK Panchayati Raj and Drinking Water Department ତୁରନ୍ତ ମରାମତି କରିବାକୁ ବିଭାଗ୍ୟ ଅଧିକାରୀଙ୍କୁ ଅନୁରୋଧ

Binoj Kumar Kandher (@bkandher) 's Twitter Profile Photo

ଓଡିଶା ସରକାରଙ୍କୁ ନିବେଦନ ପୁଣିଥରେ Pradeep Jena IAS ସାରଙ୍କୁ ChiefSecyOdisha ପଦ ଦିଆଯାଉ, କାହିଁକିନା ତାଙ୍କ ସମୟରେ ବୋହୁତ ଗୁଡ଼ିଏ ସମସ୍ୟା ଟୁଇଟର(ଏ୍ସ) ମାଧ୍ୟମରେ ସମାଧାନ କରିପାରିଛନ୍ତି, ଟୁଇଟ ଯିବାମାତ୍ରେ ସଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ CMO Odisha Mohan Charan Majhi I & PR Department, Odisha Kanak Vardhan Singh Deo (Modiji Ka Parivar)

Er. Alok Beheramali🇮🇳 (@alokbmali) 's Twitter Profile Photo

A woman named Madhusmita Swain has already raised her mental stress issue on X after her husband was unfairly removed from Keonjhar Central Cooperative Bank. Yet no action taken. Request urgent steps by CMO Odisha before things go worse. ChiefSecyOdisha DGP, Odisha Mohan Charan Majhi

A woman named Madhusmita Swain has already raised her mental stress issue on X after her husband was unfairly removed from Keonjhar Central Cooperative Bank. Yet no action taken. Request urgent steps by CMO Odisha before things go worse. ChiefSecyOdisha DGP, Odisha Mohan Charan Majhi
Team ATA Official (@officialteamata) 's Twitter Profile Photo

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟିମ ଆଟାର ଟ୍ୱିଟର ଆକ୍ଟିଭିଷ୍ଟମାନେ ସୁଶାସନ ବ୍ୟବସ୍ଥାକୁ କିପରି ବ୍ୟାପକ ଭାବେ କରାଯାଇ ପାରିବ ସେଥିପାଇଁ ଦାବି ଉପସ୍ଥାପନ କରୁଅଛନ୍ତି। ସମସ୍ତ ବିଭାଗର X ଆକାଉଣ୍ଟ ସକ୍ରିୟ ରହିବା ସହିତ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଆମର ବିଶେଷ ଅନୁରୋଧ। CMO Odisha ChiefSecyOdisha

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟିମ ଆଟାର ଟ୍ୱିଟର ଆକ୍ଟିଭିଷ୍ଟମାନେ ସୁଶାସନ ବ୍ୟବସ୍ଥାକୁ କିପରି ବ୍ୟାପକ ଭାବେ କରାଯାଇ ପାରିବ ସେଥିପାଇଁ ଦାବି ଉପସ୍ଥାପନ କରୁଅଛନ୍ତି। ସମସ୍ତ ବିଭାଗର X ଆକାଉଣ୍ଟ ସକ୍ରିୟ ରହିବା ସହିତ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଆମର ବିଶେଷ ଅନୁରୋଧ।
CMO Odisha ChiefSecyOdisha
Prakash mohanty (@prakash94531393) 's Twitter Profile Photo

ନୂଆ ଭାରତର ବିଶ୍ୱକର୍ମା, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭନନ୍ଦନ। Narendra Modi sir #HappyBdayPMModi

ନୂଆ ଭାରତର ବିଶ୍ୱକର୍ମା, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭନନ୍ଦନ। Narendra Modi sir
#HappyBdayPMModi