RTO GANJAM (@rtoganjam) 's Twitter Profile
RTO GANJAM

@rtoganjam

RTO Ganjam official account.

ID: 757474155629457408

linkhttps://ganjam.nic.in/ calendar_today25-07-2016 07:14:46

1,1K Tweet

9,9K Followers

182 Following

State Transport Authority, Odisha (@staodisha) 's Twitter Profile Photo

ପୁରୁଣା ମୋଟର ଯାନ କିଣାବିକା ବେଳେ ଠକାମିରୁ ବଞ୍ଚନ୍ତୁ। ବିକ୍ରି କରୁଥିବା ଡିଲର ସଂସ୍ଥା ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କି ନାହିଁ ଯାଞ୍ଚ କରନ୍ତୁ। ଯେଉଁ ଡିଲରଙ୍କ ମାଧ୍ୟମରେ କିଣୁଛନ୍ତି ବା ବିକ୍ରି କରୁଛନ୍ତି ତାହା ପରିବହନ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ନିହାତି ଆବଶ୍ୟକ। #Odisha #STA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport I & PR Department, Odisha

ପୁରୁଣା ମୋଟର ଯାନ କିଣାବିକା ବେଳେ ଠକାମିରୁ ବଞ୍ଚନ୍ତୁ। ବିକ୍ରି କରୁଥିବା ଡିଲର ସଂସ୍ଥା ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କି ନାହିଁ  ଯାଞ୍ଚ କରନ୍ତୁ।  ଯେଉଁ ଡିଲରଙ୍କ ମାଧ୍ୟମରେ କିଣୁଛନ୍ତି ବା ବିକ୍ରି କରୁଛନ୍ତି ତାହା ପରିବହନ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ନିହାତି ଆବଶ୍ୟକ।
#Odisha
#STA
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport I & PR Department, Odisha
State Transport Authority, Odisha (@staodisha) 's Twitter Profile Photo

ଭୁବନେଶ୍ୱର ଉପକଣ୍ଠ ଦେଉଳିଆପାଟଣାଠାରେ ପ୍ରସ୍ତାବିତ ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (IDTR) କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି ପରିବହନ ଆୟୁକ୍ତ । ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport 🇮🇳 AMITABH THAKUR 🇮🇳

ଭୁବନେଶ୍ୱର ଉପକଣ୍ଠ ଦେଉଳିଆପାଟଣାଠାରେ ପ୍ରସ୍ତାବିତ ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (IDTR) କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି ପରିବହନ ଆୟୁକ୍ତ ।

ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
🇮🇳 AMITABH THAKUR 🇮🇳
State Transport Authority, Odisha (@staodisha) 's Twitter Profile Photo

ଷୋଡ଼ଶ ଉପଚାର ପୂଜା ଅବସରରେ ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ ଦର୍ଶନ । ମା’ଙ୍କ ଆଶୀର୍ବାଦରୁ ଆପଣଙ୍କ ପ୍ରତିଟି ଯାତ୍ରା ହେଉ ସଫଳ ଓ ମଙ୍ଗଳମୟ ।

ଷୋଡ଼ଶ ଉପଚାର ପୂଜା ଅବସରରେ ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ ଦର୍ଶନ ।

ମା’ଙ୍କ ଆଶୀର୍ବାଦରୁ ଆପଣଙ୍କ ପ୍ରତିଟି ଯାତ୍ରା ହେଉ ସଫଳ ଓ ମଙ୍ଗଳମୟ ।
State Transport Authority, Odisha (@staodisha) 's Twitter Profile Photo

କେନ୍ଦୁଝରରେ "ଶୂନ ଦୁର୍ଘଟଣା ଦିବସ" ପାଳନ ଅବସରରେ ଯୋଡ଼ାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଯାନ ଚାଳକ ଏବଂ ଶତାଧିକ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସାମୂହିକ ସହଭାଗିତାକୁ ନେଇ ଚର୍ଚ୍ଚା ହୋଇଥିଲା #ZAD

କେନ୍ଦୁଝରରେ "ଶୂନ ଦୁର୍ଘଟଣା ଦିବସ" ପାଳନ ଅବସରରେ ଯୋଡ଼ାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଯାନ ଚାଳକ ଏବଂ ଶତାଧିକ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସାମୂହିକ ସହଭାଗିତାକୁ ନେଇ ଚର୍ଚ୍ଚା ହୋଇଥିଲା
#ZAD
State Transport Authority, Odisha (@staodisha) 's Twitter Profile Photo

ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବକେୟା ଟ୍ରାଫିକ ଇ-ଚାଲାଣ ଏକକାଳୀନ ପୈଠରେ ରିହାତି ଯୋଜନାର କିଭଳି ସଫଳତାର ସହ କାର୍ଯ୍ୟାନ୍ୱୟନ ହେବ, ଜନସାଧାରଣଙ୍କୁ ଏହାର ଲାଭ ମିଳିପାରିବ ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ RTOଙ୍କ ମଧ୍ୟରେ ଭିସିରେ ବୈଠକ ଅନୁଷ୍ଠିତ ହୋଇଛି । #OTS ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବକେୟା ଟ୍ରାଫିକ ଇ-ଚାଲାଣ ଏକକାଳୀନ ପୈଠରେ ରିହାତି ଯୋଜନାର କିଭଳି ସଫଳତାର ସହ କାର୍ଯ୍ୟାନ୍ୱୟନ ହେବ, ଜନସାଧାରଣଙ୍କୁ ଏହାର ଲାଭ ମିଳିପାରିବ ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ RTOଙ୍କ ମଧ୍ୟରେ ଭିସିରେ ବୈଠକ ଅନୁଷ୍ଠିତ ହୋଇଛି ।
#OTS ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
State Transport Authority, Odisha (@staodisha) 's Twitter Profile Photo

ଗାଡ଼ି ଓଭରଟେକ୍ କରିବା ପୂର୍ବରୁ ଆଖପାଖରେ ଥିବା ଗାଡ଼ିର ସ୍ଥିତି ଉପରେ ନଜର ରଖନ୍ତୁ । ବେପରୁଆ ଗାଡ଼ି ଚଳାନ୍ତୁ ନାହିଁ। ନଚେତ୍ ଘଟିପାରେ ଭୟଙ୍କର ଦୁର୍ଘଟଣା । ଭିଡିଓ ଦେଖି ସଚେତନ ହୁଅନ୍ତୁ । ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ । #PassWithCare #RoadSafetyOdisha #STAOdisha

State Transport Authority, Odisha (@staodisha) 's Twitter Profile Photo

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବାକୁ ହେଲେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ •ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ •ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ •ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର କରନ୍ତୁ ନାହିଁ #DriveSafe #RoadSafetyOdisha #STAOdisha

State Transport Authority, Odisha (@staodisha) 's Twitter Profile Photo

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା ମା' ବ୍ରହ୍ମଚାରିଣୀଙ୍କ କୃପାରୁ ଆପଣଙ୍କ ଯାତ୍ରା ହେଉ ସୁରକ୍ଷିତ ।

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା

ମା' ବ୍ରହ୍ମଚାରିଣୀଙ୍କ କୃପାରୁ ଆପଣଙ୍କ ଯାତ୍ରା ହେଉ ସୁରକ୍ଷିତ ।
State Transport Authority, Odisha (@staodisha) 's Twitter Profile Photo

ଟ୍ରାଫିକ ଇ-ଚାଲାଣ ବାକି ଅଛି କି ? ଆଉ ଚିନ୍ତା ନାହିଁ, ଆସିଗଲା ଏକକାଳୀନ ଜରିମାନା ପୈଠରେ ରିହାତି ଯୋଜନା । ୩୧ ଜୁଲାଇ ୨୦୨୫ ଯାଏଁ ବକେୟା ଥିବା ୧୭ଟି ବର୍ଗର ନିୟମ ଉଲ୍ଲଙ୍ଘନରେ ଏହା ଲାଗୁ ହେବ। ଅଧିକ ସୂଚନା ଓ ଜରିମାନା ପୈଠ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ । #OTS #Odisha #EChallan #TrafficFines

ଟ୍ରାଫିକ ଇ-ଚାଲାଣ ବାକି ଅଛି କି ?
ଆଉ ଚିନ୍ତା ନାହିଁ, ଆସିଗଲା ଏକକାଳୀନ ଜରିମାନା ପୈଠରେ ରିହାତି ଯୋଜନା ।

୩୧ ଜୁଲାଇ ୨୦୨୫ ଯାଏଁ ବକେୟା ଥିବା ୧୭ଟି ବର୍ଗର ନିୟମ ଉଲ୍ଲଙ୍ଘନରେ ଏହା ଲାଗୁ ହେବ।
ଅଧିକ ସୂଚନା ଓ ଜରିମାନା ପୈଠ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ ।

#OTS #Odisha #EChallan #TrafficFines
State Transport Authority, Odisha (@staodisha) 's Twitter Profile Photo

ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଭବିଷ୍ୟତ ପିଢ଼ିକୁ ଜଣାଇବା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ଉତ୍ସାହିତ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ଏବଂ #NCC ସହଭାଗିତାରେ ଅନୁଷ୍ଠିତ ହେଉଛି ଜୁନିଅର ରକ୍ଷକ କାର୍ଯ୍ୟକ୍ରମ। ରାଉରକେଲାରେ ୫୦୦ କ୍ୟାଡେଟଙ୍କୁ ପରିବହନ ବିଭାଗ ଅଧିକାରୀ, ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଦେଇଛନ୍ତି। #RoadSafety

ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଭବିଷ୍ୟତ ପିଢ଼ିକୁ ଜଣାଇବା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ଉତ୍ସାହିତ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ଏବଂ #NCC ସହଭାଗିତାରେ ଅନୁଷ୍ଠିତ ହେଉଛି ଜୁନିଅର ରକ୍ଷକ କାର୍ଯ୍ୟକ୍ରମ। ରାଉରକେଲାରେ ୫୦୦ କ୍ୟାଡେଟଙ୍କୁ ପରିବହନ ବିଭାଗ ଅଧିକାରୀ, ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଦେଇଛନ୍ତି।
#RoadSafety
State Transport Authority, Odisha (@staodisha) 's Twitter Profile Photo

ଆମେ ସମସ୍ତେ ଜାଣୁ ଯେ ଦ୍ରୁତଗତିର ପରିଣତି କେତେ ଭୟଙ୍କର । ତଥାପି ଶୀଘ୍ର ପହଞ୍ଚିବାର ଉନ୍ମାଦନାରେ ଜୀବନ ସହ ଖେଳ କାହିଁକି? ​ଦୁର୍ଘଟଣା କେବଳ ଆପଣଙ୍କ ମୃତ୍ୟୁକୁ ଡାକେ ନାହିଁ, ପୂରା ପରିବାର ପାଇଁ ଅସହ୍ୟ ଦୁଃଖ ଆଣେ। ​ଜୀବନର ମୂଲ୍ୟ ବୁଝନ୍ତୁ, ଧାର୍ଯ୍ୟ ସୀମା ମଧ୍ୟରେ ଗାଡ଼ି ଚଲାନ୍ତୁ। #SpeedKills #DriveSafe #RoadSafety #Odisha

ଆମେ ସମସ୍ତେ ଜାଣୁ ଯେ ଦ୍ରୁତଗତିର ପରିଣତି କେତେ ଭୟଙ୍କର ।
ତଥାପି ଶୀଘ୍ର ପହଞ୍ଚିବାର ଉନ୍ମାଦନାରେ ଜୀବନ ସହ ଖେଳ କାହିଁକି?
​ଦୁର୍ଘଟଣା କେବଳ ଆପଣଙ୍କ ମୃତ୍ୟୁକୁ ଡାକେ ନାହିଁ, ପୂରା ପରିବାର ପାଇଁ ଅସହ୍ୟ ଦୁଃଖ ଆଣେ।

​ଜୀବନର ମୂଲ୍ୟ ବୁଝନ୍ତୁ,
ଧାର୍ଯ୍ୟ ସୀମା ମଧ୍ୟରେ ଗାଡ଼ି ଚଲାନ୍ତୁ।
#SpeedKills
#DriveSafe
#RoadSafety
#Odisha
State Transport Authority, Odisha (@staodisha) 's Twitter Profile Photo

"ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ" ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି

"ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ"

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି
State Transport Authority, Odisha (@staodisha) 's Twitter Profile Photo

ବକେୟା ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗରେ ଲାଭ ନିଅନ୍ତୁ। ବିନା ହେଲମେଟ୍, ବିନା ସିଟବେଲ୍ଟ, ବିନା ଡିଏଲ୍, ଦ୍ରୁତଗତି ଭଳି ମୋଟର ଯାନ ନିୟମ ଉଲ୍ଲଙ୍ଘନର ନିର୍ଦ୍ଦିଷ୍ଟ ୨୪ଟି ଧାରାରେ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ଇ- ଚାଲାଣରେ ଏହି ଯୋଜନା ଲାଗୁ ହେବ। ଅନଲାଇନରେ ପୈଠ ପାଇଁ- echallan.parivahan.gov.in ଭିଜିଟ୍ କରନ୍ତୁ।

ଆମେ ସଡ଼କ ଦୁର୍ଘଟଣା ହେବାପରେ କଷ୍ଟପାଉ, ଦୁଃଖ କରୁ। କିଛି କ୍ଷତି ହେବାପରେ ସେହି ଭୁଲ୍ ଆଉ ନକରିବା ପାଇଁ ଚିନ୍ତାକରୁ। କିନ୍ତୁ କାହିଁକି ଆମେ ସଡ଼କ ଯାତ୍ରା ଆରମ୍ଭ କରିବା ବେଳେ ସେସବୁ ନିୟମକୁ ନ ଆପଣାଇବା? ଦେଖନ୍ତୁ, ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଆଲୋଚନା।

State Transport Authority, Odisha (@staodisha) 's Twitter Profile Photo

ଇ- ଚାଲାଣ ବକେୟା ରହିଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ହୁଏ। ତେଣୁ ସମସ୍ତ ବକେୟା ଇ- ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଏକକାଳୀନ ପୈଠରେ ପୁଣି ଚାଲିଛି ରିହାତି ଯୋଜନା। କେମିତି ଇ- ଚାଲାଣ ଅନଲାଇନରେ ପୈଠ କରିବେ ପ୍ରକ୍ରିୟା ଦେଖିନିଅନ୍ତୁ। #Echallan #Odisha #Transport