rto_rayagada
@rtorayagada
ID: 756428679966658560
22-07-2016 10:00:26
256 Tweet
211 Followers
89 Following
Rayagada Police conducted a joint road safety enforcement drive with RTO, Rayagada at Kapilash Chhak. During drive issued 85 e-challans, including 67 for without helmets, 2 for no seat belts and others for traffic violations. Total fine collected: ₹3,58,000. DIGP, SWR Koraput, Odisha
ଇ-ଚାଲାଣ ବକେୟା ଥିଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହୋଇପାରେ। ଏଥିରୁ ବର୍ତ୍ତିବାକୁ ଆଜି ହିଁ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ବକେୟା #Echallan ପୈଠରେ ରିହାତିର ସୁଯୋଗ ଦେଇଛନ୍ତି ସରକାର echallan.parivahan.gov.in କେବଳ ଏହି ଓ୍ୱେବସାଇଟରେ ହିଁ ଇ-ଚାଲାଣ ପୈଠ କରନ୍ତୁ CMO Odisha Bibhuti Bhusan Jena I & PR Department, Odisha Usha Padhee
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ରାଜ୍ୟ ପରିବହନ ପ୍ରାଧିକରଣ ପରିଦର୍ଶନ କରି ଇ-ଚାଲାଣରେ ଏକାକାଳୀନ ପୈଠରେ ରିହାତି ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସାମୂହିକ ପ୍ରୟାସ ସହ ଉତ୍ସାହର ସହ ନାଗରିକ ସେବାର କର୍ତ୍ତବ୍ୟ ନିର୍ବାହ ପାଇଁ ପରାମର୍ଶ ଦେଇଛନ୍ତି। Usha Padhee
ସାବାଡ ହେବେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ tathya.in/%e0%ac%b8%e0%a… via @Tathya State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
Chandan Kumar Nayak State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Usha Padhee Dipti Ranjan patra RTOPURI RTO GANJAM RTO CUTTACK RTO BHUBANESWAR-II RTO Balasore RTO Jagatsinghpur This video has been prepared to provide a step-by-step guide for availing the OTS scheme, along with a voice-over. Regards 🙏
ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ସାରା ରାଜ୍ୟରେ କଡ଼ାକଡ଼ି ଭାବରେ କରାଯାଉଛି। ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଚାଲାଣ ଜାରି କରାଯାଉଛି। ତେଣୁ ନିୟମିତ ବ୍ୟବଧାନରେ ନିଜ ଗାଡ଼ିର ପ୍ରଦୂଷଣ ସ୍ତର ଯାଞ୍ଚ କରନ୍ତୁ ଏବଂ ସର୍ବଦା ପରିବହନ ବିଭାଗ ଦ୍ୱାରା ସ୍ଵୀକୃତିପ୍ରାପ୍ତ କେନ୍ଦ୍ରରେ ହିଁ ଯାଞ୍ଚ କରନ୍ତୁ। #PollutionFreeWheels ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
ଅଗ୍ନିଶମ ମହାନିର୍ଦ୍ଦେଶକ Dr Sudhanshu Sarangi ଙ୍କ ଅଧ୍ୟକ୍ଷତାରେ Rto Bhubaneswar-I ରେ ଯାତ୍ରିବାହୀ ବସ୍ରେ ଅଗ୍ନି ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପରିବହନ ଆୟୁକ୍ତ 🇮🇳 AMITABH THAKUR 🇮🇳 ଓ ରାଜ୍ୟ ବସ୍ ମାଲିକ ସଂଘର ବରିଷ୍ଠ ସଦସ୍ୟଗଣ ଉପସ୍ଥିତ ଥିଲେ। ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Odisha Police Odisha Fire & Emergency Services