Santosh Khatua (@santoshkhatua6) 's Twitter Profile
Santosh Khatua

@santoshkhatua6

ବିଧାୟକ, ନୀଳଗିରି ନିର୍ବାଚନ ମଣ୍ଡଳୀ

ID: 1030154184476188672

calendar_today16-08-2018 18:07:51

656 Tweet

644 Followers

120 Following

BJP Odisha (@bjp4odisha) 's Twitter Profile Photo

LIVE : ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପିଏମ କିଷାନ ସମ୍ମାନ ନିଧିର ବିଂଶତମ କିସ୍ତି ପ୍ରଦାନ । #PMKisan x.com/i/broadcasts/1…

Dr. Mukesh Mahaling (@mahalingmukesh) 's Twitter Profile Photo

ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। #AyushmanBayoBandanaYojana #AyushmanBharat #HealthForAll #PMJAY

Santosh Khatua (@santoshkhatua6) 's Twitter Profile Photo

ଓଡ଼ିଆ ଚଳଚିତ୍ର ଜଗତର ଜାଜ୍ୱଳ୍ୟମାନ ନକ୍ଷତ୍ର, ଅସଂଖ୍ୟ ଓଡ଼ିଆ ଦର୍ଶକଙ୍କ ହୃଦୟର ନାୟକ ଓ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ଶ୍ରଦ୍ଧେୟ ମାତୃଶ୍ରୀଙ୍କ ପରଲୋକ ବାର୍ତ୍ତା ଶୁଣି ମୁଁ ଅତ୍ୟନ୍ତ ଶୋକାକୁଳ। ଏକ ମା’ ନୁହଁନ୍ତି କେବଳ ପରିବାରର ଅଭିନ୍ନ ଅଂଗ, ସେ ହୁଅନ୍ତି ଜୀବନର ଶକ୍ତି, ଆଶୀର୍ବାଦ ଓ ଅଦୃଶ୍ୟ ଅଦ୍ଭୁତ ଶକ୍ତି

ଓଡ଼ିଆ ଚଳଚିତ୍ର ଜଗତର ଜାଜ୍ୱଳ୍ୟମାନ ନକ୍ଷତ୍ର, ଅସଂଖ୍ୟ ଓଡ଼ିଆ ଦର୍ଶକଙ୍କ ହୃଦୟର ନାୟକ ଓ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ଶ୍ରଦ୍ଧେୟ ମାତୃଶ୍ରୀଙ୍କ ପରଲୋକ ବାର୍ତ୍ତା ଶୁଣି ମୁଁ ଅତ୍ୟନ୍ତ ଶୋକାକୁଳ।

ଏକ ମା’ ନୁହଁନ୍ତି କେବଳ ପରିବାରର ଅଭିନ୍ନ ଅଂଗ, ସେ ହୁଅନ୍ତି ଜୀବନର ଶକ୍ତି, ଆଶୀର୍ବାଦ ଓ ଅଦୃଶ୍ୟ ଅଦ୍ଭୁତ ଶକ୍ତି
Santosh Khatua (@santoshkhatua6) 's Twitter Profile Photo

Today, paid a surprise visit to Nilagiri Degree College under my constituency. 📚 Took firsthand stock of the academic environment and interacted with students to understand their concerns. Engaged in a meaningful discussion with the Principal and faculty members to ensure prompt

Today, paid a surprise visit to Nilagiri Degree College under my constituency. 📚
Took firsthand stock of the academic environment and interacted with students to understand their concerns. Engaged in a meaningful discussion with the Principal and faculty members to ensure prompt
Santosh Khatua (@santoshkhatua6) 's Twitter Profile Photo

ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ ଯେ, ଆଜି ଶ୍ରୀମତୀ ସୋଭନା ମହାନ୍ତି ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ସରକାର Women & Child Development, Government of Odishadisha ବିଭାଗ ତାଙ୍କ ନିଯୁକ୍ତି ସଂପର୍କରେ ବିଜ୍ଞପ୍ତି ଜାରି କରିଛି। ଦୀର୍ଘ ଅନୁଭବ ଓ ଶକ୍ତିଶାଳୀ ନେତୃତ୍ୱ ଦ୍ୱାରା ନିଶ୍ଚିତ

ନୂତନ ଆଶା ଓ ଦୃଢ଼ ପ୍ରତିବଦ୍ଧତାର ଏକ ଅନନ୍ୟ ଅଧ୍ୟାୟ ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଲେଖାଗଲା, ଯେଉଁଠି ଛଅଜଣ ସଶକ୍ତ ଓ ସମର୍ପିତ ମହିଳା – ଶ୍ରୀମତୀ ସୁକେଶୀ ଓରାମ, ଶ୍ରୀମତୀ କଳ୍ପନା ଲେଙ୍କା, ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଓ ଶ୍ରୀମତୀ ସୁଜାତା ନାୟକ ଆୟୋଗ ସଦସ୍ୟ

ରେମୁଣାର ଗର୍ବ, ଶିଷ୍ଟ ରାଜନେତା, ସରକାରୀ ଉପମୁଖ୍ୟ ସଚେତକ ଓ ମାନ୍ୟବର ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଅସୁସ୍ଥତା ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ହୋଇଛି। ଏକ ଦକ୍ଷ ଶାସକ ଓ ମୃଦୁଭାଷୀ ବ୍ୟକ୍ତିତ୍ୱ ଭଳି ମାନବ ଙ୍କ ପ୍ରତି ଆମ ଅଗାଧ ସମ୍ମାନ ଅଛି। ମୁଁ ମହାପ୍ରଭୁ ଶ୍ରୀଜୀଉଙ୍କ ଚରଣ ତଳେ ଅନ୍ତରିକ ଭାବରେ ପ୍ରାର୍ଥନା କରୁଛି ଯେ,

"ଯୁବ ଶକ୍ତି ;ଶାନ୍ତି, ସମନ୍ୱୟ ଓ ବିକାଶର ଶକ୍ତି, ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। #InternationalYouthDay #youthempowerment #YouthDevelopment

"ଯୁବ ଶକ୍ତି ;ଶାନ୍ତି, ସମନ୍ୱୟ ଓ ବିକାଶର ଶକ୍ତି, 
ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।

#InternationalYouthDay  #youthempowerment   #YouthDevelopment
Santosh Khatua (@santoshkhatua6) 's Twitter Profile Photo

ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟିର ସମୀକ୍ଷା ବୈଠକରେ ଆମ ପ୍ରିୟ ସାଂସଦ ପ୍ରତାପ ନନା, ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଓ ବିଧାୟକ ଗଣଙ୍କ ସହ ଯୋଗଦେବା ଅବସରରେ।।

ମୋ ତ୍ରିରଙ୍ଗା ମୋ ଗର୍ବ ଆସନ୍ତୁ ଗର୍ବର ସହିତ ତ୍ରିରଙ୍ଗାକୁ ଉଡ଼ାଇବା, ଏହାର ଗୌରବ ତଳେ ଏକ ସୂତାରେ ବାନ୍ଧି ହେବା ଏବଂ ଆମର ଦେଶପ୍ରେମର ଭାବନାକୁ ଉଚ୍ଚା ରଖିବା !#HarGharTiranga

ମୋ ତ୍ରିରଙ୍ଗା ମୋ ଗର୍ବ

ଆସନ୍ତୁ ଗର୍ବର ସହିତ ତ୍ରିରଙ୍ଗାକୁ ଉଡ଼ାଇବା, ଏହାର ଗୌରବ ତଳେ ଏକ ସୂତାରେ ବାନ୍ଧି ହେବା ଏବଂ ଆମର ଦେଶପ୍ରେମର ଭାବନାକୁ ଉଚ୍ଚା ରଖିବା !#HarGharTiranga
Santosh Khatua (@santoshkhatua6) 's Twitter Profile Photo

“79 years of the journey of Independence — a saga of sacrifice, struggle, and glory. On this sacred day, let us unite as one and dedicate ourselves to building a strong, prosperous, and self-reliant India. May every heart echo today — ‘My India, My Pride’. Jai Hind 🇮🇳”

“79 years of the journey of Independence — a saga of sacrifice, struggle, and glory.
On this sacred day, let us unite as one and dedicate ourselves to building a strong, prosperous, and self-reliant India.
May every heart echo today — ‘My India, My Pride’.
Jai Hind 🇮🇳”
Santosh Khatua (@santoshkhatua6) 's Twitter Profile Photo

୭୯ତମ ସ୍ବାଧିନତା ଦିବସ ଅବସରରେ ନୀଳଗିରିସ୍ଥିତ ଦଳୀୟ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କଲି । ଜୟ ହିନ୍ଦ 🇮🇳 ଭାରତ ମାତା କି ଜୟ🇮🇳 #79thIndependenceDay

୭୯ତମ ସ୍ବାଧିନତା ଦିବସ ଅବସରରେ ନୀଳଗିରିସ୍ଥିତ ଦଳୀୟ କାର୍ଯ୍ୟଳୟରେ  ପତାକା ଉତ୍ତୋଳନ କଲି ।
 ଜୟ ହିନ୍ଦ 🇮🇳
ଭାରତ ମାତା କି ଜୟ🇮🇳

#79thIndependenceDay
Santosh Khatua (@santoshkhatua6) 's Twitter Profile Photo

୭୯ତମ ସ୍ବାଧିନତା ଦିବସ ଅବସରରେ ବରହମପୂର୍ ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କଲି । ଜୟ ହିନ୍ଦ 🇮🇳 ଭାରତ ମାତା କି ଜୟ🇮🇳 #79thIndependenceDay

୭୯ତମ ସ୍ବାଧିନତା ଦିବସ ଅବସରରେ ବରହମପୂର୍ ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କଲି ।
 ଜୟ ହିନ୍ଦ 🇮🇳
ଭାରତ ମାତା କି ଜୟ🇮🇳

#79thIndependenceDay
Santosh Khatua (@santoshkhatua6) 's Twitter Profile Photo

୭୯ତମ ସ୍ବାଧିନତା ଦିବସ ଅବସରରେ ନରଣପୁର ଉଚ୍ଚ ବିଦ୍ୟାଳୟ ପତାକା ଉତ୍ତୋଳନ କଲି।। ଭାରତ ମାତା କି ଜୟ🇮🇳 ଜୟ ହିନ୍ଦ🇮🇳

୭୯ତମ ସ୍ବାଧିନତା ଦିବସ ଅବସରରେ ନରଣପୁର ଉଚ୍ଚ ବିଦ୍ୟାଳୟ ପତାକା ଉତ୍ତୋଳନ କଲି।।

ଭାରତ ମାତା କି ଜୟ🇮🇳
ଜୟ ହିନ୍ଦ🇮🇳
Santosh Khatua (@santoshkhatua6) 's Twitter Profile Photo

Deeply shocked and saddened by the shameful attack on Hon’ble Delhi CM Smt. Rekha Gupta Ji during a public hearing. Such acts of violence have no place in a democratic society. I strongly condemn this incident and pray for her strength, safety, and well-being. 🙏

Mohan Charan Majhi (@mohanmodisha) 's Twitter Profile Photo

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ଅବସରରେ ପ୍ରଣାମ ।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ଅବସରରେ ପ୍ରଣାମ ।
Mohan Charan Majhi (@mohanmodisha) 's Twitter Profile Photo

ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବାକୁ ଯାଉଥିବା ଓଡ଼ିଶାର ଦୁଇ ଶିକ୍ଷକ ଶ୍ରୀ ବସନ୍ତ କୁମାର ରଣା ଓ ଶ୍ରୀ ତରୁଣ କୁମାର ଦାଶଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନବୀନ ଶିକ୍ଷଣ ପଦ୍ଧତି, ଅବିଶ୍ରାନ୍ତ ପରିଶ୍ରମ ଦ୍ୱାରା ଆପଣମାନେ ଉପାନ୍ତ ଅଞ୍ଚଳରେ ଯେଉଁଭଳି ଭାବରେ ଶିକ୍ଷାର ଆଲୋକ ବିସ୍ତାର କରିଛନ୍ତି, ତାହା

Santosh Khatua (@santoshkhatua6) 's Twitter Profile Photo

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କୃପାରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।

🌸🙏 ପ୍ରିୟ ନୀଳଗିରିବାସୀ 🙏🌸 ଆମ ନୀଳଗିରି ନିର୍ବାଚନ ମଣ୍ଡଳୀର ସଡକ ସୁବିଧାରେ ଉନ୍ନତି ଆଣିବା ପାଇଁ 2025-26 ପାଇଁ 11ଟି ପ୍ରମୁଖ ସଡକ ପ୍ରକଳ୍ପ ଆବଶ୍ୟକତା ପ୍ରସ୍ତାବିତ କରାଯାଇଛି । 📌 ଏଥିରୁ, 4ଟି ସଡକ ପ୍ରକଳ୍ପ ପାଇଁ 27 କୋଟି ଟଙ୍କା ମଞ୍ଜୁରି ହୋଇସାରିଛି । ➡️ ଏହି ସଡକଗୁଡିକ ଉନ୍ନତି ହେଲେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ

🌸🙏 ପ୍ରିୟ ନୀଳଗିରିବାସୀ 🙏🌸

ଆମ ନୀଳଗିରି ନିର୍ବାଚନ ମଣ୍ଡଳୀର ସଡକ ସୁବିଧାରେ ଉନ୍ନତି ଆଣିବା ପାଇଁ 2025-26 ପାଇଁ 11ଟି ପ୍ରମୁଖ ସଡକ ପ୍ରକଳ୍ପ ଆବଶ୍ୟକତା ପ୍ରସ୍ତାବିତ କରାଯାଇଛି ।

📌 ଏଥିରୁ, 4ଟି ସଡକ ପ୍ରକଳ୍ପ ପାଇଁ 27 କୋଟି ଟଙ୍କା ମଞ୍ଜୁରି ହୋଇସାରିଛି ।

➡️ ଏହି ସଡକଗୁଡିକ ଉନ୍ନତି ହେଲେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ
Santosh Khatua (@santoshkhatua6) 's Twitter Profile Photo

🌸🙏 ହୃଦୟରୁ ଧନ୍ୟବାଦ 🙏🌸 ନୀଳଗିରି ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ପୁରୁଣା ଦାବିକୁ ସ୍ୱୀକାର କରି, “Connecting Missing Road List (CMRL) Scheme 2025-26” ଅନ୍ତର୍ଗତରେ ପ୍ରାୟ ୧୧ କୋଟି ଟଙ୍କାରେ RD ରୋଡ୍ ପ୍ରକଳ୍ପ ଅନୁମୋଦନ କରାଇଥିବା ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କ ସରକାରଙ୍କୁ ହୃଦୟରୁ

🌸🙏 ହୃଦୟରୁ ଧନ୍ୟବାଦ 🙏🌸

ନୀଳଗିରି ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ପୁରୁଣା ଦାବିକୁ ସ୍ୱୀକାର କରି, “Connecting Missing Road List (CMRL) Scheme 2025-26” ଅନ୍ତର୍ଗତରେ ପ୍ରାୟ ୧୧ କୋଟି ଟଙ୍କାରେ RD ରୋଡ୍ ପ୍ରକଳ୍ପ ଅନୁମୋଦନ କରାଇଥିବା ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କ ସରକାରଙ୍କୁ ହୃଦୟରୁ