Kalakar ସ୍ୱାଇଁ [Hindu🚩..] (@swainkalakar) 's Twitter Profile
Kalakar ସ୍ୱାଇଁ [Hindu🚩..]

@swainkalakar

ପାପୁଲିଏ ପ୍ରେମ ଏବଂ ଆଞ୍ଜୁଳାଏ ସ୍ନେହର ଆଶାୟୀ l Expect little love & a bit of affection.

ID: 958768279299932160

calendar_today31-01-2018 18:25:45

5,5K Tweet

2,2K Followers

0 Following

Kalakar ସ୍ୱାଇଁ [Hindu🚩..] (@swainkalakar) 's Twitter Profile Photo

ଆଜିବି ସେଇ ତୁଠରେ ମୁଁ ଅପେକ୍ଷା କରିଛି ସେହି ପଦପାତକୁ ସାଉଁଟିବାକୁ ନାଲିରଙ୍ଗ ଘଷାପଥରରେ ଭିଜିବାକୁ ତୁଠପାଣିର ହଳଦୀବାସ୍ନାରେ ହଜିବାକୁ ପାଉଁଜିର ମୋହିନୀ ଶବ୍ଦରେ ଲେଖିବାକୁ କାହାଣୀ ସେଇ ଚାହାଣିରେ ହେ ଦୂର ଦେଶୀ ବନ୍ଧୁ ଆସିବକି ଥରେ ଶେଷଦୃଶ୍ୟ ହୋଇ ଏଇ ବୈଶାଖର ନିଷ୍ଠୁର ଆକାଶରେ ସାଜି କଳାମେଘୀ ବର୍ଷାରାଣୀଟିଏ ??

ଆଜିବି ସେଇ ତୁଠରେ
ମୁଁ ଅପେକ୍ଷା  କରିଛି ସେହି  ପଦପାତକୁ
ସାଉଁଟିବାକୁ ନାଲିରଙ୍ଗ ଘଷାପଥରରେ
ଭିଜିବାକୁ ତୁଠପାଣିର ହଳଦୀବାସ୍ନାରେ
ହଜିବାକୁ ପାଉଁଜିର ମୋହିନୀ ଶବ୍ଦରେ
ଲେଖିବାକୁ କାହାଣୀ ସେଇ ଚାହାଣିରେ

ହେ ଦୂର ଦେଶୀ ବନ୍ଧୁ
ଆସିବକି  ଥରେ ଶେଷଦୃଶ୍ୟ  ହୋଇ
ଏଇ ବୈଶାଖର  ନିଷ୍ଠୁର ଆକାଶରେ
ସାଜି କଳାମେଘୀ ବର୍ଷାରାଣୀଟିଏ ??
Kalakar ସ୍ୱାଇଁ [Hindu🚩..] (@swainkalakar) 's Twitter Profile Photo

Shiva: Known as destroyer but really he is protector🙏 ହଳାହଳ ବିଷ ପାନ କରି ସିଏ ସଂସାର ଉଦ୍ଧାର କଲେ ସବୁ ରିଷ୍ଟ ଦୂର ହୋଇଯାଏ ଶିବ ନାମ ମୁଖେ ନେଲେ ଶିବହିଁ ସୃଷ୍ଟି ଶିବହିଁ ବିନାଶ ଶିବହିଁ ଭୁତ ଶିବହିଁ ଭବିଷ୍ୟତ ଜଗତ କଲ୍ୟାଣ ସକାଶେ ସଦା ରହିଛନ୍ତି ସିଏ ଧ୍ୟାନରତ Happy #Mahashivratri 🙏🙏

Shiva: Known as destroyer
but really he is protector🙏

ହଳାହଳ ବିଷ ପାନ କରି
ସିଏ ସଂସାର ଉଦ୍ଧାର କଲେ
ସବୁ ରିଷ୍ଟ ଦୂର ହୋଇଯାଏ
ଶିବ ନାମ  ମୁଖେ  ନେଲେ
ଶିବହିଁ ସୃଷ୍ଟି ଶିବହିଁ ବିନାଶ
ଶିବହିଁ ଭୁତ ଶିବହିଁ ଭବିଷ୍ୟତ
ଜଗତ କଲ୍ୟାଣ ସକାଶେ
ସଦା ରହିଛନ୍ତି ସିଏ ଧ୍ୟାନରତ

Happy #Mahashivratri 🙏🙏
Pratap Chandra Buxipatra (@pbuxipatra) 's Twitter Profile Photo

आपको और आपके समस्त परिवार को "महाशिवरात्रि" की ढेर सारी शुभकामनाएं एवं बधाई और शुभकामनाएं 🙏🙏💐💐

आपको और आपके समस्त परिवार को   "महाशिवरात्रि"
की ढेर सारी शुभकामनाएं एवं बधाई और शुभकामनाएं 🙏🙏💐💐
ତାପସ (@tapasr10) 's Twitter Profile Photo

ଗୋସ୍ୱାମୀ ତୁଳସୀ ଦାସ ବିରଚିତ ରାମାୟଣରେ ଲଙ୍କା ଆକ୍ରମଣ ପୂର୍ବରୁ ଶ୍ରୀରାମଚନ୍ଦ୍ର ସମୁଦ୍ର କୂଳରେ ବାଲିର ଶିବଲିଙ୍ଗ ସ୍ଥାପନ ପୂର୍ବକ ରୁଦ୍ରାଷ୍ଟକମ୍ ଦ୍ୱରା ତାଙ୍କୁ ସନ୍ତୁଷ୍ଟ କରି ବିଜୟଶ୍ରୀ ପ୍ରାପ୍ତ ହୋଇଥିଲେ। ଆସନ୍ତୁ ଆଜି ମହାଶିବରାତ୍ରୀରେ ରୁଦ୍ରାଷ୍ଟକମ୍ ପଠନ କରି ଶିବଙ୍କୁ ସନ୍ତୁଷ୍ଟ କରିବା ଓଁ ନମଃ ଶିବାୟ 🙏 #ମହାଶିବରାତ୍ରି

ଗୋସ୍ୱାମୀ ତୁଳସୀ ଦାସ ବିରଚିତ ରାମାୟଣରେ ଲଙ୍କା ଆକ୍ରମଣ ପୂର୍ବରୁ ଶ୍ରୀରାମଚନ୍ଦ୍ର ସମୁଦ୍ର କୂଳରେ ବାଲିର ଶିବଲିଙ୍ଗ ସ୍ଥାପନ ପୂର୍ବକ ରୁଦ୍ରାଷ୍ଟକମ୍ ଦ୍ୱରା ତାଙ୍କୁ ସନ୍ତୁଷ୍ଟ କରି ବିଜୟଶ୍ରୀ ପ୍ରାପ୍ତ ହୋଇଥିଲେ।

ଆସନ୍ତୁ ଆଜି ମହାଶିବରାତ୍ରୀରେ ରୁଦ୍ରାଷ୍ଟକମ୍ ପଠନ କରି ଶିବଙ୍କୁ ସନ୍ତୁଷ୍ଟ କରିବା

ଓଁ ନମଃ ଶିବାୟ 🙏

#ମହାଶିବରାତ୍ରି
🌹💦अर्जुन💦🌹 (@swadesh72727) 's Twitter Profile Photo

दर्द होगा बेचैनी होगी कसक होगी 💓बेकरारी होगी अगर दिल रखते है तेा आपको भी ये बिमारी होगी🌹🌹

दर्द होगा बेचैनी होगी कसक होगी
💓बेकरारी होगी
अगर दिल रखते है तेा
आपको भी
ये बिमारी होगी🌹🌹
Maa Tara Tarini Shakti Peetha (@taratarinipith) 's Twitter Profile Photo

#Shiva is a principle (Tattva) from where everything has come, everything is sustained in it & everything dissolves into it. Shiva is the space, it is consciousness. There is no way that you can even step out of Shiva at anytime because Shiva is supreme of the whole creation🙏

#Shiva is a principle (Tattva) from where everything has come, everything is sustained in it & everything dissolves into it.
Shiva is the space, it is consciousness.
There is no way that you can even step out of Shiva at anytime because Shiva is supreme of the whole creation🙏
Basudev Swain(मोदी का परिवार) (@anjali_basudev) 's Twitter Profile Photo

ଫୁଲ କେବେ ବାସି ହୁଏ ବୃନ୍ତ ଚ୍ୟୁତ ନ ହେଲେ ସୁଖ କଣ ସରିଯାଏ ଦୁଖଃ ର ଖର୍ଚ୍ଚ ରେ ବାଟ କେବେ ସରେକି ପାଦର ମାପ ରେ ମୋ ପ୍ରେମର ପରିଧି କିପରି ମାପିଲ ସାମାନ୍ୟ ସାନିଧ୍ୟର ଆହ୍ବାନରେ ...... ହୃଦୟ ମୋ ତୁଠ ପଥର ତୁମ ପାଦର ନିଷ୍ଠୁର ପ୍ରହାର ପ୍ରଶ୍ନ ପରେ ପ୍ରଶ୍ନ କିଏ କାହାଠୁ ନିଜର ତୁମେ ମୋ ଠୁ ନାଁ ମୁଁ ତୁମଠୁ ମୋ ନିରବତା

ଫୁଲ କେବେ ବାସି ହୁଏ
ବୃନ୍ତ ଚ୍ୟୁତ ନ ହେଲେ
ସୁଖ କଣ ସରିଯାଏ
ଦୁଖଃ ର ଖର୍ଚ୍ଚ ରେ
ବାଟ କେବେ ସରେକି
ପାଦର ମାପ ରେ
ମୋ ପ୍ରେମର ପରିଧି
କିପରି ମାପିଲ
ସାମାନ୍ୟ ସାନିଧ୍ୟର
ଆହ୍ବାନରେ  ......

ହୃଦୟ ମୋ ତୁଠ ପଥର
ତୁମ ପାଦର ନିଷ୍ଠୁର ପ୍ରହାର
ପ୍ରଶ୍ନ ପରେ ପ୍ରଶ୍ନ
କିଏ କାହାଠୁ ନିଜର
ତୁମେ ମୋ ଠୁ
ନାଁ ମୁଁ ତୁମଠୁ
ମୋ ନିରବତା
Basudev Swain(मोदी का परिवार) (@anjali_basudev) 's Twitter Profile Photo

ନା କାପୁରୁଷତା ତୁମ ସତୀତ୍ୱ ନା ପ୍ରବନ୍ଚନା . ତଥାପି ନିରାଡମ୍ବର ଆକର୍ଷଣ ତୁମ ଆଖିର ବିଦୃୁପ ଚାହାଣି ବିଖଣ୍ଡିତ ମନ ଅଭିମାନ ର ନା ଅବଶୋଷ ତୁମ ପ୍ରଶ୍ନ ମୁଁ ସ୍ଥାଣୁ ତୁମ ପାଦରୁ ମାଟିଚିରି ଯିବା ଶବ୍ଦ ଆଖିରୁ ସହସ୍ର ସହସ୍ର ପ୍ରଶ୍ନବାଚି ସାମ୍ନାରେ ଅସୁମାରି ସମ୍ଭାବନାର କୋଳାହଳ ! ଆଉ ମୋ ଆଖି ସାମ୍ନାରେ ମୋ ନିରବତାର ବିଭସ୍ଛ ତାଣ୍ଡବ

ନା କାପୁରୁଷତା
ତୁମ ସତୀତ୍ୱ
ନା ପ୍ରବନ୍ଚନା  .

ତଥାପି ନିରାଡମ୍ବର ଆକର୍ଷଣ
ତୁମ ଆଖିର ବିଦୃୁପ ଚାହାଣି
ବିଖଣ୍ଡିତ ମନ
ଅଭିମାନ ର
ନା ଅବଶୋଷ
ତୁମ ପ୍ରଶ୍ନ
ମୁଁ ସ୍ଥାଣୁ
ତୁମ ପାଦରୁ ମାଟିଚିରି ଯିବା ଶବ୍ଦ
ଆଖିରୁ ସହସ୍ର ସହସ୍ର ପ୍ରଶ୍ନବାଚି
ସାମ୍ନାରେ ଅସୁମାରି
ସମ୍ଭାବନାର କୋଳାହଳ !
ଆଉ ମୋ ଆଖି ସାମ୍ନାରେ
ମୋ ନିରବତାର
ବିଭସ୍ଛ ତାଣ୍ଡବ
Sanjay Ubach | ସଞ୍ଜୟ ଉବାଚ (@sanjayubach) 's Twitter Profile Photo

#StopNPR! Why 🤔 Because all Islamic infiltrators & Christian Preachers are scared of digitization of India's Demographic database. NPR or Digitization of India's Demographic Database a potential threat to Illegal Bangladeshi Infiltrators & Christian #Conversion. #ISupportNPR

#StopNPR! Why 🤔
Because all Islamic infiltrators & Christian Preachers are scared of digitization of India's Demographic database. NPR or Digitization of India's Demographic Database a potential threat to Illegal Bangladeshi Infiltrators & Christian #Conversion. #ISupportNPR
Kalakar ସ୍ୱାଇଁ [Hindu🚩..] (@swainkalakar) 's Twitter Profile Photo

@Anjali_basu_ @m83783376 @Debendra_rtfs @Iambikramsahoo Badal Panda ମୋ ଦେଶ ବଦଳିଛି ,ବଦଳିବ ଓଡିଶା ଜଗନ ⚫❗⚫ (Modi Ka Pariwar) Pratap Chandra Buxipatra @itzbsp 🇮🇳Subal ⚠️ ଦାଦନ VOX POPULI(ଜନସ୍ୱର) ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . Binay Mohapatra#Nopolitics ଗାଁ ଡାକ୍ତର👨‍⚕️💉💊 @Manoranjan_8507 पिनाकी मण्डल @Gaanwar_admee Abhaya Kumar Behera Sunil Kumar Behera ତମଛୁଆଁରେ ମନ ଆଜି ଝୁମିଝୁମି ଯାଏ ବିନା ବରଷାରେ ଦେହ ଭିଜିଭିଜି ଯାଏ ଅବଶୋଷର ସୁରୁଜ ଆଜି ଢଳି ଢଳି ଯାଉଛି ସ୍ମୃତିର ରୂପେଲି ଜହ୍ନ ମନାକାଶେ ଉଇଁ ଯାଉଛି ବଗିଚାରେ ଫୁଲଆଜି ଖେଳିଖେଳି ଯାଏ ବିନା ଫଗୁଣରେ ମଳୟ ଛୁଇଁଛୁଇଁ ଯାଏ

@Anjali_basu_ @m83783376 @Debendra_rtfs @Iambikramsahoo Badal Panda ମୋ ଦେଶ ବଦଳିଛି ,ବଦଳିବ ଓଡିଶା ଜଗନ ⚫❗⚫ (Modi Ka Pariwar) Pratap Chandra Buxipatra @itzbsp 🇮🇳Subal ⚠️ ଦାଦନ VOX POPULI(ଜନସ୍ୱର) ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . Binay Mohapatra#Nopolitics ଗାଁ ଡାକ୍ତର👨‍⚕️💉💊 @Manoranjan_8507 पिनाकी मण्डल @Gaanwar_admee Abhaya Kumar Behera Sunil Kumar Behera ତମଛୁଆଁରେ ମନ ଆଜି ଝୁମିଝୁମି ଯାଏ
ବିନା ବରଷାରେ ଦେହ ଭିଜିଭିଜି ଯାଏ

ଅବଶୋଷର ସୁରୁଜ
ଆଜି ଢଳି ଢଳି ଯାଉଛି
ସ୍ମୃତିର ରୂପେଲି ଜହ୍ନ
ମନାକାଶେ ଉଇଁ ଯାଉଛି

ବଗିଚାରେ ଫୁଲଆଜି ଖେଳିଖେଳି ଯାଏ
ବିନା ଫଗୁଣରେ ମଳୟ ଛୁଇଁଛୁଇଁ ଯାଏ