Maa Tara Tarini Shakti Peetha (@taratarinipith) 's Twitter Profile
Maa Tara Tarini Shakti Peetha

@taratarinipith

Breast Shrine (Sthana Peetha/स्तन पीठ/ସ୍ତନପୀଠ) of Adi Shakti, #Shakti_Peetha, आदि शक्ति पीठ #Tantra_Peetha near #Brahmapur city, Dist: #Ganjam, Odisha, India

ID: 2254076522

linkhttps://en.wikipedia.org/wiki/Taratarini_Temple calendar_today19-12-2013 21:28:45

4,4K Tweet

5,5K Followers

99 Following

Maa Tara Tarini Shakti Peetha (@taratarinipith) 's Twitter Profile Photo

ଆହୁରି ଆକର୍ଷଣୀୟ ହେବ ମା’ ତାରାତାରିଣୀ ପୀଠ। ପୀଠର ଉନ୍ନତି ଲାଗି ୬୮କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ୯୯୯ ପାହାଚର ମରାମତି, ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ ପାଇଁ ଜମି ଅଧିଗ୍ରହଣ ଆଦି ପ୍ରକଳ୍ପ ହାତକୁ ନିଆଯାଇଛି। Jay Maa TaraTarini 🙏🙏

ଆହୁରି ଆକର୍ଷଣୀୟ ହେବ ମା’ ତାରାତାରିଣୀ ପୀଠ। ପୀଠର ଉନ୍ନତି ଲାଗି ୬୮କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a>

ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ୯୯୯ ପାହାଚର ମରାମତି, ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ ପାଇଁ ଜମି ଅଧିଗ୍ରହଣ ଆଦି ପ୍ରକଳ୍ପ ହାତକୁ ନିଆଯାଇଛି।
Jay Maa TaraTarini 🙏🙏
Maa Tara Tarini Shakti Peetha (@taratarinipith) 's Twitter Profile Photo

Today, the Departmentally Related Standing Committee–V (2025–26) of the Odisha Legislative Assembly visiting Maa Tara Tarini Adi Shakti Peeth near Brahmapur city in Ganjam Jay Maa #TaraTarini 🌺🙏🙏🌺

Today, the Departmentally Related Standing Committee–V (2025–26) of the Odisha Legislative Assembly visiting Maa Tara Tarini Adi Shakti Peeth near Brahmapur city in Ganjam
Jay Maa #TaraTarini 🌺🙏🙏🌺
Maa Tara Tarini Shakti Peetha (@taratarinipith) 's Twitter Profile Photo

୩ ଦିନ ଧରି ମା'ଙ୍କ ରଜ ପର୍ବ ପରେ ଆଜି ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହ ଶେଷ ହେଲା ଶ୍ରୀଦେବୀ ଙ୍କ ରଜ ଓ ଆଦିଶକ୍ତି ମା' ତାରା ତାରିଣୀ ଦେଲେ ଦିବ୍ୟ ଦର୍ଶନ। ସମସ୍ତ ଙ୍କୁ ତୋ ପଣତ କାନି ତଳେ ଘୋଡେ଼ଇ ରଖିଥା ମା' Jay Maa #TaraTarini

୩ ଦିନ ଧରି ମା'ଙ୍କ ରଜ ପର୍ବ ପରେ ଆଜି ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହ ଶେଷ ହେଲା ଶ୍ରୀଦେବୀ ଙ୍କ ରଜ ଓ ଆଦିଶକ୍ତି ମା' ତାରା ତାରିଣୀ ଦେଲେ ଦିବ୍ୟ ଦର୍ଶନ। 
ସମସ୍ତ ଙ୍କୁ ତୋ ପଣତ କାନି ତଳେ ଘୋଡେ଼ଇ ରଖିଥା ମା'
Jay Maa #TaraTarini