Vkpandianfanclub (@vkpandianfancl1) 's Twitter Profile
Vkpandianfanclub

@vkpandianfancl1

An Inspiration For All, The futuristic and Visionary Man, in a mission for better Odisha. God For Common Man.

ID: 1282169058176057345

linkhttps://www.facebook.com/fanpandian calendar_today12-07-2020 04:25:10

11,11K Tweet

77,77K Followers

1 Following

Vkpandianfanclub (@vkpandianfancl1) 's Twitter Profile Photo

ଆଜି exam କେମିତି ହେଲା , ନା ଓଡ଼ିଆ ଅସ୍ମିତା ନା ରେ ଫୁଣି ଓଡ଼ିଆ ଙ୍କୁ ଧୋକା ଦେଲେ , #osscscam

ଆଜି exam କେମିତି ହେଲା , ନା ଓଡ଼ିଆ ଅସ୍ମିତା ନା ରେ ଫୁଣି ଓଡ଼ିଆ ଙ୍କୁ ଧୋକା ଦେଲେ , #osscscam
Vkpandianfanclub (@vkpandianfancl1) 's Twitter Profile Photo

ଏ ସରକାର କୋଉ ଥିରେ ତ ଓଡିଶା କୁ No-1 କରେଇବେ ! ଏବେ ଆତ୍ମନିର୍ଭର ବନ, ନିଜ ସୁରକ୍ଷା ନିଜ ହାତ ରେ I

ଏ ସରକାର କୋଉ ଥିରେ ତ ଓଡିଶା କୁ No-1  କରେଇବେ ! 
ଏବେ ଆତ୍ମନିର୍ଭର ବନ, ନିଜ ସୁରକ୍ଷା ନିଜ ହାତ ରେ I
Vkpandianfanclub (@vkpandianfancl1) 's Twitter Profile Photo

Elder brother of Prasant Satpathy came today to invite sir for ekadshaha of his brother prasant satpathy who died at Pahalgam Naveen Patnaik Sir talked to him over phone alao on the next day of the incident.

Vkpandianfanclub (@vkpandianfancl1) 's Twitter Profile Photo

ଏ ଭଳିଆ hate politics ବନ୍ଦ ହଉ I କଣ ପାଇଁ ନବୀନ ବାବୁ ଙ୍କୁ ଆଗ ଡାକିଲେ ସେଥି ପାଇଁ ଓଡ଼ିଆ ଅସ୍ମିତା ମୁଖ୍ୟମନ୍ତ୍ରୀ ଓଡ଼ିଆ କୁଁ ହଇରାଣ କରୁଛନ୍ତି, କଣ ପାଇଁ ଏମିତି ହଉଛ ମାଝୀ ବାବୁ ତାଙ୍କ ଭାଇ କି ସେ ହରେଇ ଛନ୍ତି ସେ ସମୟ ରେ ତାଙ୍କୁ ଏମିତି ହଇରାଣ କରନି !

ସମସ୍ତେ ଜାଣିଛନ୍ତି ଏ ଢ଼ୋ ଟିଭି କୁ କିଏ ପ୍ରମୋଟ କରନ୍ତି, କଣ ଆଜି ସେମାନେ ମିଶିକି ଆମ ଭାରତ କୁ ଏମିତି ବିକୃତ କରୁଛନ୍ତି ! କଣ ଏଇଟା ଜାଣି ଶୁଣି ଏ ଭଳି ଭାରତ କୁ ବିକୃତ କରା ଯାଉଛି, ଜବାବ କିଏ ଦବ ??

ରତ୍ନ ଭଣ୍ଡାର ଲୁଟିଲ, ବଳଭଦ୍ର ଙ୍କୁ ତଳେ ପକେଇ ମାରିବାକୁ ଚେଷ୍ଟା କଲ, ୪ ଦ୍ୱାର ଖୋଲିବ କହି ଭକ୍ତ ଙ୍କୁ କଲ ଵଲ କଲ , ଏବେ କଣ ଆଉ ଗୋଟେ ଧାମ କରିକି ପୁରୀ କି ବୁଡ଼େଇବ, କଣ ପାଇଁ ଏ ସରକାର ଓଡ଼ିଆ ଙ୍କ ପାଇଁ , ଓଡିଶା ପାଇଁ କିଛି କରି ପାରୁନି, କଣ ଚାହୁଁଛି ଏ ସରକାର ତାର ଷ୍ଟାଣ୍ଡ clear କରିବା ଦରକାର !

ରତ୍ନ ଭଣ୍ଡାର ଲୁଟିଲ, ବଳଭଦ୍ର ଙ୍କୁ ତଳେ ପକେଇ ମାରିବାକୁ ଚେଷ୍ଟା କଲ, ୪ ଦ୍ୱାର ଖୋଲିବ କହି ଭକ୍ତ ଙ୍କୁ କଲ ଵଲ କଲ , ଏବେ କଣ ଆଉ ଗୋଟେ ଧାମ କରିକି ପୁରୀ କି ବୁଡ଼େଇବ,  କଣ ପାଇଁ ଏ ସରକାର ଓଡ଼ିଆ ଙ୍କ ପାଇଁ ,  ଓଡିଶା ପାଇଁ କିଛି କରି ପାରୁନି,  
କଣ ଚାହୁଁଛି ଏ ସରକାର ତାର ଷ୍ଟାଣ୍ଡ clear କରିବା ଦରକାର !