Ananta Nayak (@anantanayakkjr) 's Twitter Profile
Ananta Nayak

@anantanayakkjr

Member of Parliament, Kendujhar, Odisha

Former Vice Chairperson (Acting) of National Commission for STs.

Former National President, BJP ST Morcha

ID: 1147770741225451520

calendar_today07-07-2019 07:34:04

630 Tweet

1,1K Followers

28 Following

Ananta Nayak (@anantanayakkjr) 's Twitter Profile Photo

माँ भारती के वीर सपूत, महान क्रांतिकारी सरदार उधम सिंह जी को उनके बलिदान दिवस पर विनम्र श्रद्धांजलि!

କେନ୍ଦୁଝର ଜିଲ୍ଲା କୃଷି ବିଭାଗ ତରଫରୁ କିସାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେଲି । ଏହି ଅବସରରେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏବଂ କେନ୍ଦୁଝର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର

Ananta Nayak (@anantanayakkjr) 's Twitter Profile Photo

ଆଜି ବଡ଼ବିଲ ଠାରେ କେନ୍ଦୁଝର ବନବିଭାଗ ଦ୍ୱାରା ଆୟୋଜିତ ୭୬ ତମ ବନ ମହୋତ୍ସବ (ମା ପାଇଁ ଗଛ ଟିଏ) କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲି।

ଆଜି ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବିଜେପି ଭଦ୍ରାସାହି ମଣ୍ଡଳ ର ଦଳୀୟ କାର୍ଯ୍ୟାଳୟର ଶୁଭ ଉଦଘାଟନ କଲି।

ଆଜି ବଡ଼ବିଲ ତହସିଲ ଏବଂ ଯୋଡ଼ା ବ୍ଳକ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ରେ ଆୟୋଜିତ ମୋ ପଞ୍ଚାୟତ, ମୋ ତହସିଲ କାର୍ଯ୍ୟକ୍ରମରେ ବସୁନ୍ଧରା ହିତାଧିକାରୀଙ୍କୁ ଜମି ଦଖଲ ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ପ୍ରଦାନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ବଡ଼ବିଲ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚ ଙ୍କ

ବଡ଼ବିଲ ନଗରର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହିତ ଏକ ସାଂଗଠାନିକ ବୈଠକ ରେ ଯୋଗ ଦେଲି।

ବଡବିଲ ଟାଉନ୍ କ୍ଳବ୍ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଆୟୋଜିତ Double Carrom Knockout Tournament ର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲି ।

Ananta Nayak (@anantanayakkjr) 's Twitter Profile Photo

ଆଜି ଲଙ୍ଗଳକଣ୍ଟି, ଢେଙ୍କିକୋଟ ଠାରେ ଅବସ୍ଥିତ ବେଲେଶ୍ୱର ବେଦ ପାଠାଶାଳା ରେ ବେଦର ପ୍ରଚାର ପ୍ରସାର ପାଇଁ ସମସ୍ତ ଛାତ୍ର ମାନଙ୍କୁ ପୁସ୍ତକ, ବ୍ୟସାସନ, ପଞ୍ଚୂପାତ୍ରି, ବସ୍ତ୍ର, ଆଦି ବଣ୍ଟନ କଲି।

ଅପରେସନ ସିନ୍ଦୁର ଓ ଅପରେସନ ମହାଦେବର ସଫଳତା ପରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏନଡିଏର ବୈଠକରେ ସେନାର ଶୌର୍ଯ୍ୟକୁ ପ୍ରଶଂସା କରି ପ୍ରସ୍ତାବ ପାରିତ କରାଗଲା । ଏହି ସଫଳତା ପାଇଁ ରାଜନାଥ ସିଂହଙ୍କ ନେତୃତ୍ୱରେ ଏନଡିଏର ସାଂସଦ ମାନେ ହାର ପିନ୍ଧାଇ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରିଛନ୍ତି ।

Ananta Nayak (@anantanayakkjr) 's Twitter Profile Photo

ଉତ୍ତରକାଶୀ ଠାରେ ବାଦଲ ଫାଟିବା କାରଣରୁ ଘଟିଥିବା ବିନାଶକାରୀ ଦୁର୍ଘଟଣା ସମ୍ପର୍କରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ମୂଲ୍ୟବାନ ଜୀବନ ଯାଉଛି ଓ ଅନେକ ଲୋକଙ୍କର ପତ୍ତା ମିଳୁ ନାହିଁ। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା

Ananta Nayak (@anantanayakkjr) 's Twitter Profile Photo

ଲୋକସଭାର ବାଚସ୍ପତି ଓମ ବିର୍ଲା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାମଲାର ସଂସଦୀୟ ସମିତିର ଅନ୍ୟ ସଦସ୍ୟ ମାନଙ୍କ ସହ ଆଜି ସଂସଦ ଭବନର ହଂସ ଦ୍ୱାର ଠାରେ ଏକ ସ୍ମୃତି ଚିତ୍ର ।

ହର ଘର ତିରଙ୍ଗା ଅଭିଯାନ 2025କୁ ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଂସଦଙ୍କ ତିରଙ୍ଗା ବାଇକ ଯାତ୍ରାରେ ମୁଁ ଭାଗ ନେଇଥିଲି । ଏହି ଯାତ୍ରାକୁ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ଶେଖାୱତ ଫ୍ଲାଗ ଅଫ କରିଥିଲେ । ମାନନୀୟ ସାଂସଦ ସୁଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ ।ଆସନ୍ତୁ, ଏହି ଅଭିଯାନକୁ ସଫଳ

୭୯ ତମ ସ୍ବାଧିନତା ଦିବସ ଅବସରରେ ବେଲେଶ୍ୱର ବେଦ ପାଠଶାଳା ଠାରେ ଜାତୀୟ ପତାକା ଉତ୍ତୋଳନ କଲି।

୭୯ ତମ ସ୍ବାଧିନତା ଦିବସ ଅବସରରେ ଶ୍ରୀ ଗୁରୁକୁଳ ଶିକ୍ଷା ଅନୁଷ୍ଠାନ ଗଦାଧର ପୁର, ଘଟଗାଁ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କଲି ଏବଂ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କଲୁ।

Ananta Nayak (@anantanayakkjr) 's Twitter Profile Photo

ଆଜି ହରିଚନ୍ଦନପୁର ଠାରେ ସେବା ଫାଉଣ୍ଡେସନ ଦ୍ବାରା ପରିଚାଳିତ ବୃତ୍ତି ଏକ ସ୍ଵାଭିମାନୀ ସେବା କାର୍ଯ୍ୟକ୍ରମର - 'ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ସେବା କେନ୍ଦ୍ର' ର ଶୁଭ ଉଦଘାଟନ ସମାରୋହ ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କ୍ଷେତ୍ର ସେବା ପ୍ରମୁଖ ଦୀପକ କୁମାର ରାଉତ ଭାଇ, ମୟୂରଭଞ୍ଜ ବିଭାଗ ସଙ୍ଘ ଚାଳକ ରତିକାନ୍ତ ବୈଦ୍ୟ ଭାଇ, ବାଲେଶ୍ଵର

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଜନନେତା, ବକ୍ତା, କବି ଏବଂ ରାଷ୍ଟ୍ରନାୟକ ଆଦରଣୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଆଦର୍ଶ, ଦୃଷ୍ଟିଭଙ୍ଗୀ ଓ ସେବାଭାବ ଆଗାମୀ ପିଢ଼ୀ ପାଇଁ ସଦା ପ୍ରେରଣାସ୍ରୋତ ହେଇ ରହିବ।

Ananta Nayak (@anantanayakkjr) 's Twitter Profile Photo

ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ସି. ପି. ରାଧାକ୍ରିଷ୍ଣନ୍ ଙ୍କ ସହିତ ଓଡ଼ିଶାର ସମସ୍ତ ସାଂସଦ (ଲୋକସଭା ଓ ରାଜ୍ୟସଭା) ଙ୍କ ଏକ ସୌଜନ୍ୟ ମୂଳକ ସାକ୍ଷାତ ହେଲା। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ।