Directorate of AH&VS Odisha
@dahvsodisha
Directorate of AH&VS promotes veterinary service delivery and livelihood provision along with income enhancement of livestock farmers.
ID: 883231438115545089
https://dahvs.odisha.gov.in/ 07-07-2017 07:49:19
4,4K Tweet
4,4K Followers
263 Following
ଭୁବନେଶ୍ୱର ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାକରସାହିରେ ନିର୍ମାଣଧୀନ ଗୋଶାଳାର ଯୁଗ୍ମ ସମୀକ୍ଷା କରାଯାଇଛି। CMO Odisha GOKULANANDA MALLICK Fisheries & ARD Department Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS
ସବୁଜ ଘାସ ଚାଷ କରି ଗୋପାଳନ କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିବା ସହ ଆତ୍ମନିର୍ଭର ହୋଇପାରିଛନ୍ତି ଜଗତସିଂହପୁର ଜିଲ୍ଲାର ଅବିନାଶ ଭୂୟାଁ CMO Odisha GOKULANANDA MALLICK Fisheries & ARD Department Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS Dept of Animal Husbandry & Dairying, Min of FAH&D Ministry of Fisheries, Animal Husbandry & Dairying DM_Jagatsinghpur
ଦୁଗ୍ଧ ଜାତ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରି ଉଭୟ ଗ୍ରାହକ ଏବଂ ଗୋପାଳକଙ୍କ ହିତ ଦୃଷ୍ଟିରେ ପଦକ୍ଷେପ ଗ୍ରହଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ। PMO India CMO Odisha GOKULANANDA MALLICK Fisheries & ARD Department Omfed Official
କଳାହାଣ୍ଡି ଜିଲ୍ଲା ଭବାନିପାଟଣାରେ ଏକ ଆହତ ଷଣ୍ଢକୁ ଆନିମଲ୍ ହେଲ୍ପଲାଇନ ୟୁନିଟର ସଦସ୍ୟମାନେ ଚିକିତ୍ସା କରିଛନ୍ତି। CMO Odisha GOKULANANDA MALLICK Fisheries & ARD Department olrdsahd Veterinary Officers Training Institute Suresh Kr. Vashishth Vijay IAS DM KALAHANDI
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ରେ ଶ୍ରୀ ପ୍ରସନ୍ନ କୁମାର ମାଝୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିର୍ମାଣ କରିଥିବା ୧୦ହଜାର କ୍ଷମତା ବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ CMO Odisha GOKULANANDA MALLICK Fisheries & ARD Department olrdsahd Veterinary Officers Training Institute
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବାଲଗୋପାଳ ଟ୍ରେଡର୍ସ ଦ୍ବାରା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିର୍ମିତ ମତ୍ସ୍ୟ ଦାନା କେନ୍ଦ୍ର ଏବଂ ପଡ଼ିଆ ବ୍ଲକ ଅଞ୍ଚଳରେ ଏକ ଡାଏରୀ ଫାର୍ମକୁ ଯାଇ ଏମଡି, ଆପିକଲ୍ ଓ ବରିଷ୍ଠ ଅଧିକାରୀଗଣ ଅନୁଧ୍ୟାନ କରିଛନ୍ତି CMO Odisha GOKULANANDA MALLICK Fisheries & ARD Department Omfed Official
କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଶ୍ରୀମତୀ ତିଳୋତ୍ତମା ମାହାନ୍ତଙ୍କ ଦ୍ବାରା ନିର୍ମିତ ଇସି ବ୍ରୟଲର ଫାର୍ମର ଅନୁଧ୍ୟାନ କରାଯାଇଛି GOKULANANDA MALLICK Fisheries & ARD Department olrdsahd Veterinary Officers Training Institute Suresh Kr. Vashishth Vijay IAS District Administration,Keonjhar
ଜଗତସିଂହପୁର ଜିଲ୍ଲା ଆନିମଲ ହେଲଫଲାଇନ୍ ଟିମର ସଦସ୍ୟମାନେ ଏକ ଷଣ୍ଢର ଅତିରିକ୍ତ ଗୋଡ଼କୁ ସଫଳ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ଏହି ଅତିରିକ୍ତ ଗୋଡ଼ କାରଣରୁ ଷଣ୍ଢଟି ଯନ୍ତ୍ରଣା ଭୋଗୁଥିଲା। ବର୍ତ୍ତମାନ ଷଣ୍ଢଟି ସୁସ୍ଥ ଥିବା ଜଣାପଡ଼ିଛି । GOKULANANDA MALLICK Fisheries & ARD Department olrdsahd Veterinary Officers Training Institute Suresh Kr. Vashishth
"ଏକ୍ ପେଡ୍ ମା’ କେ ନାମ୍ ୨.୦" ଆସନ୍ତୁ ଗଛ ଲଗେଇବା CMO Odisha ChiefSecyOdisha Satyabrata Sahu PCCF & HoFF Odisha PCCF WL & CWLW, Odisha
"ଏକ୍ ପେଡ୍ ମା’ କେ ନାମ୍ ୨.୦" ଆସନ୍ତୁ ଆମ ଧରିତ୍ରୀ ମା ପାଇଁ ଗଛ ଲଗେଇବା । ଆମ ଧରିତ୍ରୀ ମା କୁ ସବୁଜ ସୁନ୍ଦର କରିବା । CMO Odisha ChiefSecyOdisha Satyabrata Sahu PCCF & HoFF Odisha PCCF WL & CWLW, Odisha
ମାଲକାନଗିରି ଜିଲ୍ଲା କାଲିମେଳାରେ ପୁନଃ କାର୍ଯ୍ୟକ୍ଷମ ହୋଇଛି ଓମଫେଡ୍ ଦୁଗ୍ଧ ଶୀତଳିକରଣ କେନ୍ଦ୍ର । ଏହାଦ୍ବାରା ଗୋପାଳକମାନଙ୍କର ପ୍ରଗତି ସହିତ ସ୍ଥାନୀୟ ବିକାଶକୁ ନୂଆ ଗତି ମିଳିବ CMO Odisha GOKULANANDA MALLICK Fisheries & ARD Department Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS Collector & DM, Malkangiri
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର
Surgical Excision of Tumour of cow of Sri M Sarathi , successfully done at VD Digapahandi, District Ganjam by a team of Veterinary Surgeons led by Dr. Asutosh Choudhury, MVU, VAS, ASKA CMO Odisha Mohan Charan Majhi GOKULANANDA MALLICK Suresh Kr. Vashishth Vijay IAS Fisheries & ARD Department
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୪୮ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି CMO Odisha GOKULANANDA MALLICK Fisheries & ARD Department Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS Collector and District Magistrate Puri
ଆସନ୍ତୁ "ଏକ୍ ପେଡ୍ ମା’ କେ ନାମ୍ ୨.୦" ଅଭିଯାନରେ ଗଛଟିଏ ଲଗାଇବା । ପରିବେଶର ସୁସ୍ଥିତି, ପ୍ରକୃତିର ସୁନ୍ଦରତା ଓ ଧରିତ୍ରୀ ମା’ଙ୍କ ସୁରକ୍ଷା ପାଇଁ ଶପଥ ନେବା Narendra Modi CMO Odisha GOKULANANDA MALLICK Fisheries & ARD Department Omfed Official olrdsahd Veterinary Officers Training Institute Dept of Animal Husbandry & Dairying, Min of FAH&D Ministry of Fisheries, Animal Husbandry & Dairying Suresh Kr. Vashishth
#EkPedMaaKeNaam ଅଭିଯାନରେ ସାମିଲ ହୋଇଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ। ଆଜି ଜିଲ୍ଲା ସ୍ତରରେ ଏହି ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତୁ, ପ୍ରକୃତି ସୁରକ୍ଷାରେ ଆମର ଭୂମିକା ପୂରଣ କରିବା।🌍🌱 CMO Odisha GOKULANANDA MALLICK Directorate of AH&VS Odisha Directorate of Fisheries, Odisha Omfed Official olrdsahd Veterinary Officers Training Institute