DM_Jharsuguda (@dm_jharsuguda) 's Twitter Profile
DM_Jharsuguda

@dm_jharsuguda

Office of the District Magistrate & Collector, Jharsuguda

ID: 875598431007293442

linkhttps://jharsuguda.odisha.gov.in calendar_today16-06-2017 06:18:28

1,1K Tweet

10,10K Followers

12 Following

DM_Jharsuguda (@dm_jharsuguda) 's Twitter Profile Photo

Job Drive on 24th June 2025 from 10:30 AM to 2:00 PM at Second Floor, DMF Auditorium Hall, Collectorate Office, Jharsuguda. Multiple companies are offering vacancies in sales, technician, accounts, and coordination roles.Candidates must carry their updated resume and documents.

CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️ ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ। #ECI #CEOOdisha #1950 #Voterhelplinenumber

ଆପଣଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ!🗳️
ଯେକୌଣସି ପ୍ରଶ୍ନ ପାଇଁ କଲ୍ କରନ୍ତୁ,ସୂଚନା ପାଆନ୍ତୁ ଏବଂ ସଶକ୍ତ ରୁହନ୍ତୁ।

#ECI #CEOOdisha #1950 #Voterhelplinenumber
Labour Commissioner, Odisha (@labourodisha) 's Twitter Profile Photo

ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ୧୫ ଦିନ ଧରି ଜିଲ୍ଲା ବ୍ୟପୀ ସଚେତନତା ଅଭିଯାନକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତର ରେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ ଏକ ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇଙ୍କ ଦ୍ୱାରା ଉଦ୍‌ଘାଟନ

ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ୧୫ ଦିନ ଧରି ଜିଲ୍ଲା ବ୍ୟପୀ ସଚେତନତା ଅଭିଯାନକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତର ରେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ ଏକ ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀଯୁକ୍ତ  ବ୍ରଜବନ୍ଧୁ ଭୋଇଙ୍କ ଦ୍ୱାରା ଉଦ୍‌ଘାଟନ
DM_Jharsuguda (@dm_jharsuguda) 's Twitter Profile Photo

ଲଖନପୁର ବ୍ଲକ ଅନ୍ତର୍ଗତ ରେମତାଠାରେ ରାଜସ୍ବମନ୍ତ୍ରୀଙ୍କ ଦ୍ୱାରା ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଘରଡିହ ପଟ୍ଟା ଓ ହିତାଧିକାରୀମାନଙ୍କୁ ଆବାଦି ବସ୍ତି ପଟ୍ଟା ବଣ୍ଟନ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବେଲପାହାଡ଼ରେ ରାଜସ୍ବମନ୍ତ୍ରୀଙ୍କ ଦ୍ୱାରା ଶନି ମନ୍ଦିରରୁ ଛୁଆଳିବେର୍ଣ୍ଣା ରାସ୍ତା ଓ ମହିମାଛକ ପିଚାଘାଟ ନିକଟରେ ନବନିର୍ମିତ ସ୍ୱର୍ଗଦ୍ୱାର ଉଦ୍ଘାଟନ।ଏହି ଅବସରରେ ମା ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କରିଥିଲେ।ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ପଦାଧିକାରୀ ଓ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ଏକବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ଉତ୍କର୍ଷ ବ୍ରଜରାଜନଗର ସମାବେଶରେ ମୁଖ୍ୟଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସହାୟତାରାଶି,ଭତ୍ତା ଓ କାର୍ଡ଼ବଣ୍ଟନ l କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କସମେତ ବ୍ଲକଓ ପୋୖରାଧ୍ୟକ୍ଷ ଉପସ୍ଥିତ ଥିଲେ।

Online Job Drive on 30th June 2025 Timing: 11:00 AM to 12:30 PM Eligible: 10th/12th/ITI/Diploma passed out candidates (Male & Female) 📌 Register here: forms.gle/N2bi9ypUmNikGC… 📌 Join Interview: meet.google.com/rgc-yqvb-myg Don’t miss this opportunity!

Online Job Drive on 30th June 2025
Timing: 11:00 AM to 12:30 PM
Eligible: 10th/12th/ITI/Diploma passed out candidates (Male & Female)
📌 Register here: forms.gle/N2bi9ypUmNikGC…
📌 Join Interview: meet.google.com/rgc-yqvb-myg
Don’t miss this opportunity!
CEO Odisha (@odishaceo) 's Twitter Profile Photo

ନିର୍ବାଚନର ସୁଗମ ପରିଚାଳନା, ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ପାଇଁ ଏକ ପ୍ରୟାସ- ECINET, ଖୁବ ଶୀଘ୍ର ଆପଣଙ୍କ ସେବାରେ ଆସୁ ଅଛି। #CEOOdisha #ECI #ECINET

ନିର୍ବାଚନର ସୁଗମ ପରିଚାଳନା, ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ପାଇଁ ଏକ ପ୍ରୟାସ- ECINET, ଖୁବ ଶୀଘ୍ର ଆପଣଙ୍କ ସେବାରେ ଆସୁ ଅଛି।
#CEOOdisha #ECI #ECINET
CEO Odisha (@odishaceo) 's Twitter Profile Photo

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ, ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ । Twitter= x.com/OdishaCeo Facebook= facebook.com/OdishaCEO Instagram= instagram.com/odishaceo/ Whatsapp= whatsapp.com/channel/0029Va…

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ, 
ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ ।

Twitter= x.com/OdishaCeo

Facebook= facebook.com/OdishaCEO

Instagram= instagram.com/odishaceo/

Whatsapp= whatsapp.com/channel/0029Va…
DM_Jharsuguda (@dm_jharsuguda) 's Twitter Profile Photo

ଗାଈକ୍ରେତାବିକ୍ରେତା ସମ୍ମିଳନୀରେ ମୁଖ୍ୟଅତିଥି ଝାରସୁଗୁଡ଼ା ବିଧାୟକ, ଗୋ-ପାଳନ ଦ୍ୱାରା ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ଓ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ। ହିତାଧିକାରୀଙ୍କୁ Go Ahead Letter ପ୍ରଦାନ।ଜିଲ୍ଲାପାଳଙ୍କ ସମେତ ଅଧିକାରୀ ଓ ଗୋପାଳକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Plantation program organised by Odisha metaliks limited at Marakutta in presence of ADM(Revenue), Sub-Collector & Tahasildar,Jharsuguda.

ମହରମ ପର୍ବ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ।ଶାନ୍ତିଶୃଙ୍ଖଳା ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପର୍ବ ପାଳନ ସକାଶେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶାନ୍ତି କମିଟି ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଶିଶୁ ଶ୍ରମିକ ନିରାକରଣ ଅଭିଯାନ ସମ୍ପର୍କିତ ବୈଠକରେ ସରକାରଙ୍କ ଶିଶୁ ଶ୍ରମମୁକ୍ତ ରାଜ୍ୟ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ଯତ୍ନବାନ ପୂର୍ବକ କାର୍ଯ୍ୟ କରିବା ତଥା ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ଏମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପଦକ୍ଷେପ ନେବାକୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି।

Job Drive will be held on 8th July 2025 from 10:30 AM to 2:00 PM at DMF Auditorium Hall, Collectorate, Jharsuguda. Eligible candidates (10th/ITI passed out). Multiple companies are offering vacancies in fitter, welder,Electrician,belt jointer, Mason, helper.

ଜିଲ୍ଲା ପରିବେଶ ସମିତି ବୈଠକରେ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ଚାରାବୃକ୍ଷ ରୋପଣ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କ୍ରମେ ବୃକ୍ଷଗୁଡ଼ିକୁ ବଞ୍ଚେଇ ରଖିବା ଦିଗରେ ଯତ୍ନବାନ ହେବାକୁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ l

ଜିଲ୍ଲା ପରିବେଶ ସମିତି ବୈଠକରେ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ଚାରାବୃକ୍ଷ ରୋପଣ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କ୍ରମେ ବୃକ୍ଷଗୁଡ଼ିକୁ ବଞ୍ଚେଇ ରଖିବା ଦିଗରେ ଯତ୍ନବାନ ହେବାକୁ  ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ l
CEO Odisha (@odishaceo) 's Twitter Profile Photo

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ହେଉଛନ୍ତି ଜ୍ଞାନର ଜ୍ୟୋତି, ଏହି ଗଣତନ୍ତ୍ରରେ, ତୁମର ଭୋଟ — ତୁମ ପଥପ୍ରଦର୍ଶକ ଗୁରୁ। ଭୋଟ ହେଉଛି ସେଇ ଶକ୍ତି, ଯାହା ନେଇଯାଏ ପରିବର୍ତ୍ତନର ପଥରେ, ଯାହା ଗଢ଼େ ଭବିଷ୍ୟତ, ଯାହା ଦିଏ ସ୍ୱର କୁ ଶକ୍ତି। #ECI #CEOOdisha #Gurupurnima2025 #Bharat #India #Odisha

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ହେଉଛନ୍ତି ଜ୍ଞାନର ଜ୍ୟୋତି,
ଏହି ଗଣତନ୍ତ୍ରରେ, ତୁମର ଭୋଟ — ତୁମ ପଥପ୍ରଦର୍ଶକ ଗୁରୁ।

ଭୋଟ ହେଉଛି ସେଇ ଶକ୍ତି, ଯାହା ନେଇଯାଏ ପରିବର୍ତ୍ତନର ପଥରେ,
ଯାହା ଗଢ଼େ ଭବିଷ୍ୟତ, ଯାହା ଦିଏ ସ୍ୱର କୁ ଶକ୍ତି।
#ECI #CEOOdisha #Gurupurnima2025 #Bharat #India #Odisha
DM_Jharsuguda (@dm_jharsuguda) 's Twitter Profile Photo

ଜିଲ୍ଲାରେ IAS coaching ଏବଂ Career counselling Project ସମ୍ପର୍କିତ ବୈଠକ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ,ଝାରସୁଗୁଡା ବିଧାୟକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଓ ପୁଲିସ ଆଇଜି,ଏମସିଏଲ ପରିଚାଳନା ନିର୍ଦ୍ଦେଶକ ଏବଂ ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ।

୭୬ତମ ବନ ମହୋତ୍ସବରେ ଝାରସୁଗୁଡ଼ା ବିଧାୟକଙ୍କ ଉପସ୍ଥିତିରେ ସହରାଞ୍ଚଳ ପଥପାର୍ଶ୍ୱ ବନୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଝାରସୁଗୁଡ଼ା ମନମୋହନ ଏମ୍ ଇ ସ୍କୁଲଠାରୁ ସୁନାରୀମୁଣ୍ଡା ଛକ ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯାଇଛି। ଜିଲ୍ଲାପାଳ ଓ ଡିଏଫଓ ଏବଂ ବରିଷ୍ଠ ଅଧିକାଶରୀଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଲଖନପୁର ବ୍ଲକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତଥା SP, CDO, ଉପଜିଲ୍ଲାପାଳ,ବ୍ଲକ ଅଧ୍ୟକ୍ଷା,ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ଶିବିରରେ ଆଗତ ଅଭିଯୋଗର ଶୁଣାଣି କରାଯାଇ ସମସ୍ୟା ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।