Collector and District Magistrate Puri (@dm_puri) 's Twitter Profile
Collector and District Magistrate Puri

@dm_puri

This is the Official Twitter Account of Puri District Administration (Odisha) #DistrictAdministrationPuri

ID: 876679737950613504

calendar_today19-06-2017 05:55:12

7,7K Tweet

137,137K Followers

117 Following

Collector and District Magistrate Puri (@dm_puri) 's Twitter Profile Photo

The pension of the beneficiary was withheld due to the absence of UDID. However, considering her advanced age,she has been migrated to the Old Age Social Security Pension category. Accordingly, all pending pension dues have been cleared.

An Excise raid conducted near Shree Setu vending zone. 06(Six) I. D liquor cases were detected by Inspector Sadar Range, District Mobile & O i/c Sadar. Six persons were arrested & forwarded to Hon’ble Court and 175 ltrs I.D liquor & 3.4 ltrs C.L seized.

Enhanced Lighting arrangements in the new vending zone under Shree Setu has been ensured as per discussion with the vendors. This will provide a safe and hospitable environment for the vendors and customers.

ପୁରୀ ଜିଲ୍ଲାପାଳ ଭାବେ ଆଜି ପୂର୍ବାହ୍ନରେ ଯୋଗ ଦେଲେ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା।ମହାପ୍ରଭୁଙ୍କ ଦର୍ଶନ ପରେ କାର୍ଯ୍ୟ ରେ କଲେ ଯୋଗ ଦାନ।

ପୁରୀ ରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ମାନ୍ୟବର ପୁରୀ ଲୋକସଭା ସାଂସଦ, ମାନ୍ୟବର ବିଧାୟକ ସତ୍ୟବାଦୀ ଓ ପୁରୀ ସଦର,ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ।ପୁରୀ ଜିଲ୍ଲାର ୪,୦୭,୨୦୩ ହିତାଧିକାରୀ ଙ୍କୁ ୨୦୩ କୋଟି ରୁ ଉର୍ଦ୍ଧ୍ବ ଅର୍ଥ ଅନଲାଇନ ମାଧ୍ୟମରେ ବଣ୍ଟନ।

ପୁରୀ ଟାଉନ ହଲ ଠାରେ ହରଘର ତ୍ରିରଙ୍ଗା ୨୦୨୫ ଅବସରରେ ଜାତୀୟ ପତାକା ପ୍ରଦର୍ଶନ ସହ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ।ମାନ୍ୟବର ସାଂସଦ ପୁରୀ ଲୋକସଭା,ମାନ୍ୟବର ବିଧାୟକ ସତ୍ୟବାଦୀ ଓ ପୁରୀ ସଦର,ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ଯୋଗ ଦାନ।

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ୨୦୨୫ ଅବସରରେ ଆଜି ସ୍ବଛତା କାର୍ଯ୍ୟକ୍ରମ ସହିତ ସ୍ଵଚ୍ଛତା ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୁରୀ ଜିଲ୍ଲା ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ଅଗଷ୍ଟ ୧୧ ତାରିଖରେ ବ୍ରହ୍ମଗିରି ବ୍ଲକ ଠାରେ ଜିଲ୍ଲାପାଳ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଉପସ୍ଥିତିରେ ସ୍ବଛତା ଓ ସଚେତନତା ଅଭିଯାନ ଅନୁଷ୍ଠିତ।ଜିଲ୍ଲାର ଅନ୍ୟ ବ୍ଲକ ରେ ମଧ୍ୟ ଆୟୋଜିତ।

ପୁରୀ ପୌରପାଳିକା ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ସମସ୍ତ ୱ୍ବାର୍ଡ ଓ ସହର ମଧ୍ୟରେ ସ୍ବଛତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶତାଧିକ ସ୍ବଚ୍ଛ ସବାରୀ ଗାଡିରେ ଦେଶପ୍ରେମ ର ବାର୍ତ୍ତା ବାଣ୍ଟି ଓ ଜନସାଧାରଣ ଙ୍କୁ ସଚେତନ କରାଯାଇଛି।

ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ୨୦୨୫ ଅବସରରେ ମାନବ ଶୃଙ୍ଖଳ ଅନୁଷ୍ଠିତ।ଦେଶପ୍ରେମ ର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ।

ପୁରୀ ଜିଲ୍ଲାର ବିଭିନ୍ନ ମହବିଦ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ୨୦୨୫ ଅବସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ସହିତ ଝୋଟି ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।

ପୁରୀ ପୌରପାଳିକା ପକ୍ଷରୁ ହରଘର ତ୍ରିରଙ୍ଗା ହରଘର ସ୍ବଛତା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ତ୍ରିରଙ୍ଗା ମେଳା ଓ ତ୍ରିରଙ୍ଗା କନ୍ସର୍ଟ ଅନୁଷ୍ଠିତ।

ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ହରଘର ତ୍ରିରଙ୍ଗା ଓ ହରଘର ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।ଜିଲ୍ଲାପାଳ ଙ୍କ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କ ଯୋଗ ଦାନ ଓ ମାନବ ଶୃଙ୍ଖଳ ଅନୁଷ୍ଠିତ।

୭୯ ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରା ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ରେ ଜାତୀୟ ପତାକା ଉତ୍ତୋଳନ ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦାନ।

୭୯ ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଉତ୍କଳ ବାଳାଶ୍ରମ ପରିଦର୍ଶନ ଓ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ।ମାନ୍ୟବର ପୁରୀ ଲୋକସଭା ସାଂସଦ, ଜିଲ୍ଲାପାଳ, ଏସ ପି ଙ୍କ ଯୋଗ ଦାନ।

ପୁରୀ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲା ରାଜସ୍ବ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।ରାଜସ୍ବ ଆଦାୟ, ସରକାରୀ ଜମିର ସୁରକ୍ଷା, ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜମି ଯୋଗାଣ,ପଟ୍ଟାରେ ବଂଶାବଳୀ ସଂଶୋଧନ,ଚାଷୀ ପଞ୍ଜିକରଣ ରେସହଯୋଗ,ସାଧାରଣ ଲୋକ ମାନଙ୍କୁ ତ୍ବରିତ ସେବା ଯୋଗାଇ ଦେବାକୁ ୧୦୮ ଆର ଆଇ ଙ୍କୁ ଲାପଟପ ପ୍ରଦାନ କଲେ ଜିଲ୍ଲାପାଳ।

ସାକ୍ଷୀ ଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଏମ କିଶାନର କିସ୍ତି ଅର୍ଥ ପ୍ରଦାନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁରୀ ଲୋକସଭା ସାଂସଦଙ୍କ ଉପସ୍ଥିତିରେ ଜିଲ୍ଲାର ୨୨୫୬୫୬ କ୍ଷୁଦ୍ର ଓ ନାମ ମାତ୍ର କୃଷକ ଓ ୧୨୧୯ ଭୂମିହୀନ କୃଷକଙ୍କୁ ୪୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ।

ପୁରୀ ସ୍ବାୟତ ଶାସନ ଦିବସ ର ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଥିଲା ପଥୋତ୍ସବ।ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ କଳାକାର ମାନଙ୍କୁ।ହଜାର ହଜାର ଦର୍ଶକ ମନଭରି ଉପଭୋଗ କଲେ ବିବିଧ କାର୍ଯ୍ୟକ୍ରମ।

ଜାତୀୟ କ୍ରିଡା ଦିବସ ଅବସରରେ ପୁରୀ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରୁ ତାଳବଣିଆ ଇନଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିଶାଳ ସଚେତନତା ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ ମାନ୍ୟବର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଓ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।