Anil Nayak (@mranilnayak) 's Twitter Profile
Anil Nayak

@mranilnayak

Opportunities don’t happen. You create them

ID: 2850395365

calendar_today10-10-2014 13:23:20

4,4K Tweet

254 Followers

3 Following

Nimain Charan Maharana (@maharananimain) 's Twitter Profile Photo

Binaya Kumar Naik(Socialist)✍️ CMO Odisha H & FW Dept Odisha Ketto Ketto HealthFirst ChiefSecyOdisha Department of WCD, Government of Odisha NHM Odisha Sustha Odisha District Magistrate Khordha Biswaranjan Nayak Chief Minister's Relief Fund Odisha ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ଓଡ଼ିଶା ବାସୀଙ୍କୁ ଶ୍ୱୋଛା ସେବୀ ସଂଗଠନ ଗୁଡ଼ିକୁ ବିନମ୍ର ଅନୁରୋଧ କରୁଛି ଏହି 7 ବର୍ଷର କୁନି ଝିଅ ଟିକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଓ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବା ପାଇଁ,ଯେମିତି କୁନି ଝିଅଟି ରକ୍ତ କର୍କତ୍ରୋଗରୁ ମୁକ୍ତି ପାଇପାରିବ, ଯୋଗାଯୋଗ ନମ୍ବର୍ 8778685074

Litu Mallik (@litumal57115259) 's Twitter Profile Photo

ଜରା ଜୀର୍ଣ୍ଣ ଅବସ୍ଥାରେ ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ Collector and District Magistrate, Angul sir kindly look into this matter and take necessary action immediately BDOBANARPALBLOCK ADM_ANGUL CMO Odisha Pravati Parida Dharmendra Pradhan BJP Odisha

Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

#ଭିନ୍ନକ୍ଷମ_ଦୁଇମାସେ_ହେଲା_ଭତାରୁ_ବଞ୍ଚିତ ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତ ପାଟଲା ଗ୍ରାମର ଭିନ୍ନକ୍ଷମ ପ୍ରଶ୍ନ ନାଏକ ଦୁଇ ମାସ ହେଲା ନିଜର ଭତାରୁ ବଞ୍ଚିତ ଅଛନ୍ତି l ତାଙ୍କୁ ବକେୟା ଭତା ପ୍ରଦନ କରାଯାଉ l Respected CMO Odisha ChiefSecyOdisha SSEPD State Commissioner for Persons with Disabilities District Dhenkanal DSSO Dhenkanal Hindol Block

#ଭିନ୍ନକ୍ଷମ_ଦୁଇମାସେ_ହେଲା_ଭତାରୁ_ବଞ୍ଚିତ
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତ ପାଟଲା ଗ୍ରାମର ଭିନ୍ନକ୍ଷମ ପ୍ରଶ୍ନ ନାଏକ ଦୁଇ ମାସ ହେଲା ନିଜର ଭତାରୁ ବଞ୍ଚିତ ଅଛନ୍ତି l ତାଙ୍କୁ ବକେୟା ଭତା ପ୍ରଦନ କରାଯାଉ l
Respected CMO Odisha ChiefSecyOdisha SSEPD State Commissioner for Persons with Disabilities District Dhenkanal DSSO Dhenkanal Hindol Block
Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

#ଅନଲାଇନରେ_ଆଭିଯୋଗକରି_ନିରାଶ ଢ଼େଙ୍କାନାଳ ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୁଆ ପଡ଼ା ଗ୍ରାମର ଶ୍ରମ କାର୍ଡ ଧାରୀ ବିନୋଦିନୀ ନାଏକ କନ୍ୟା ବିବାହ ସହାୟତା ରାଶି ଅନଲାଇନରେ ଅଭିଯୋଗ କରି ନିରାଶ ହୋଇଛନ୍ତି l Respected CMO Odisha ChiefSecyOdisha Labour & ESI Dept. Government of Odisha Labour Commissioner, Odisha Vijay IAS Indramani Tripathy

#ଅନଲାଇନରେ_ଆଭିଯୋଗକରି_ନିରାଶ
ଢ଼େଙ୍କାନାଳ ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୁଆ ପଡ଼ା ଗ୍ରାମର ଶ୍ରମ କାର୍ଡ ଧାରୀ ବିନୋଦିନୀ ନାଏକ କନ୍ୟା ବିବାହ ସହାୟତା ରାଶି ଅନଲାଇନରେ ଅଭିଯୋଗ କରି ନିରାଶ ହୋଇଛନ୍ତି l
Respected CMO Odisha ChiefSecyOdisha Labour & ESI Dept. Government of Odisha Labour Commissioner, Odisha Vijay IAS Indramani Tripathy
Satyabrat Nayak (@satyabrat_01) 's Twitter Profile Photo

ଢେଙ୍କାନାଳ: ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ଦିନକୁ ଦିନ ହାତୀମାନଙ୍କର ଉପଦ୍ରବ ବଢ଼ିବାରେ ଲାଗିଛି। ହିନ୍ଦୋଳ ଅଞ୍ଚଳରେ ହାତୀ ମାନଙ୍କ ଆକ୍ରମଣରେ ବର୍ଷକୁ 30 ଜଣ ମୃତ୍ୟୁବରଣ କରୁଛନ୍ତି। ବାଡି ବଗିଚାରେ ସୋଲାର କରେଣ୍ଟ ଦେଲେ ବନ ବିଭାଗ ଧମକ ଦଉଚି, ହାତୀ ମାନଙ୍କୁ ଆୟତ କରୁନାହାନ୍ତି କାହିଁକି? PCCF WL & CWLW, Odisha Odisha Forest, Env. and Climate Change Department PCCF & HoFF Odisha

Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

#ଅର୍ଥ_ସାଜୁଛି_ବାଧକ ଢ଼େଙ୍କାନାଳ:ହିନ୍ଦୋଳ ବ୍ଲକ କୁନୁଆ ଗ୍ରା:ପ ପଧାନି ଗ୍ରାମର ଛାତ୍ରୀ ସୀମା ନାଏକ ପିତା ନରେଶ ନାଏକ ଦ୍ଵାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ 16 ଜୁନ୍ ରେ ତାଙ୍କର ନାମ ଲେଖିବା ପାଇଁ ଖଜୁରିଆକଟା କଲେଜରେ ଚୟନ ହେଇଥିଲା ଅର୍ଥ ଅଭାବରୁ +3 କଳାରେ ନାମ ଲେଖାଇ ପରୁନାହାନ୍ତି l Respected CMO Odisha

#ଅର୍ଥ_ସାଜୁଛି_ବାଧକ
ଢ଼େଙ୍କାନାଳ:ହିନ୍ଦୋଳ ବ୍ଲକ କୁନୁଆ ଗ୍ରା:ପ ପଧାନି ଗ୍ରାମର ଛାତ୍ରୀ ସୀମା ନାଏକ ପିତା ନରେଶ ନାଏକ ଦ୍ଵାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ 16 ଜୁନ୍ ରେ ତାଙ୍କର ନାମ ଲେଖିବା ପାଇଁ ଖଜୁରିଆକଟା କଲେଜରେ ଚୟନ ହେଇଥିଲା ଅର୍ଥ ଅଭାବରୁ +3 କଳାରେ ନାମ ଲେଖାଇ ପରୁନାହାନ୍ତି l
Respected CMO Odisha

#ଗୋ_ସୁଗମ_ଅଭିଯୋଗ_କରି_ନିରାଶ ଢେଙ୍କାନାଳ: ଗଁନ୍ଦିଆ ବ୍ଲକ ବେଗା ପଞ୍ଚାୟତ ଗୋଠତଇଳା ଗ୍ରାମର ସିବଲାଲ କାଲୁଣ୍ଡିଆ ଗୋ ସୁଗମ ଅନଲାଇନରେ ଅଭିଯୋଗକରି ନିରାଶ ହୋଇଛନ୍ତି l ଗୋ ସୁଗମ ଅଭିଯୋଗକୁ ଅନୁମୋଦନ କରାଯାଉ l Respected CMO Odisha ChiefSecyOdisha GOKULANANDA MALLICK Fisheries & ARD Department Fisheries & ARD Department Directorate of AH&VS Odisha Somesh Upadhyay, IAS

#ଗୋ_ସୁଗମ_ଅଭିଯୋଗ_କରି_ନିରାଶ
ଢେଙ୍କାନାଳ: ଗଁନ୍ଦିଆ ବ୍ଲକ ବେଗା ପଞ୍ଚାୟତ ଗୋଠତଇଳା ଗ୍ରାମର ସିବଲାଲ କାଲୁଣ୍ଡିଆ ଗୋ ସୁଗମ ଅନଲାଇନରେ ଅଭିଯୋଗକରି ନିରାଶ ହୋଇଛନ୍ତି l ଗୋ ସୁଗମ ଅଭିଯୋଗକୁ ଅନୁମୋଦନ କରାଯାଉ l
Respected CMO Odisha ChiefSecyOdisha GOKULANANDA MALLICK Fisheries & ARD Department Fisheries & ARD Department Directorate of AH&VS Odisha Somesh Upadhyay, IAS
Sw. Nanda Kishor Pradhan (@nandakishorpra4) 's Twitter Profile Photo

Odisha govt is not utilising the funds properly for blood transfusion and iron chelating drug,day care centres and hematology dept for thalassemia sickle cell patients. CMO Odisha Health ministry of odisha govt. should implement it as soon as possible in all DHH of odisha. (1/4)

Odisha govt is not utilising the funds properly for blood transfusion and iron chelating drug,day care centres and hematology dept for thalassemia sickle cell patients. CMO Odisha
Health ministry of odisha govt. should implement it as soon as possible in all DHH of odisha. (1/4)