
OSDMA Odisha
@osdmaodisha
Odisha State Disaster Management Authority: A Govt of Odisha Institution
ID: 1151059266079379457
http://osdma.org 16-07-2019 09:21:29
1,1K Tweet
23,23K Followers
92 Following








ବାତ୍ୟାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ୱିତ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଭୁବନେଶ୍ବର ରେଡ୍ କ୍ରସ ଭବନଠାରେ ବାତ୍ୟା ରିଲିଫ୍ ସାମଗ୍ରୀ ପ୍ୟାକିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। #OdishaBravesDana #CycloneDana












