ଓଟିଭି (@otvkhabar) 's Twitter Profile
ଓଟିଭି

@otvkhabar

ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: facebook.com/otvkhabar
INSTA: instagram.com/otv.khabar
YT: youtube.com/otvodisha

ID: 957169156419276801

linkhttps://otvkhabar.in/ calendar_today27-01-2018 08:31:25

250,250K Tweet

885,885K Followers

24 Following

ଓଟିଭି (@otvkhabar) 's Twitter Profile Photo

#ଚକା_ଆଖିକୁ_ଦେଖି_କାନ୍ଦି_ପକାଇଲେ_ଭକ୍ତ ବଡ଼ଦାଣ୍ଡରେ ଏ କି ଅପୂର୍ବ ଦୃଶ୍ୟ...ଚକା ଆଖିକୁ ଦେଖୁ ଦେଖୁ ବହିଗଲା ଆଖିରୁ ଧାର ଧାର ଲୁହ। #Religion_Puri #JagannathRathYatra #EmotionalDevotion #DivineVision #OTV

ଓଟିଭି (@otvkhabar) 's Twitter Profile Photo

#ଶରଧାବାଲିରେ_୩ରଥ -ଶରଧାବାଲିରେ ପହଞ୍ଚିଲା ୩ ରଥ -ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ -ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ଶରଧାବାଲି -ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ସମାଗମ #Religion_Puri #JagannathRathYatra #EmotionalDevotion #DivineVision #OTV

#ଶରଧାବାଲିରେ_୩ରଥ
-ଶରଧାବାଲିରେ ପହଞ୍ଚିଲା ୩ ରଥ
-ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ
-ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ଶରଧାବାଲି
-ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ସମାଗମ #Religion_Puri #JagannathRathYatra #EmotionalDevotion #DivineVision #OTV
ଓଟିଭି (@otvkhabar) 's Twitter Profile Photo

'#ଦୀଘା_ନୁହେଁ_ପୁରୀ_ହିଁ_ଅସଲ_ଜଗନ୍ନାଥ_ଧାମ' 'ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁଠି ଅଛନ୍ତି । ଦୀଘାରେ ବି ଜଗନ୍ନାଥ ଅଛନ୍ତି..କିନ୍ତୁ ତାହା ଶ୍ରୀକ୍ଷେତ୍ର ପୁରୀ ଧାମ ହୋଇ ପାରିବନି। ଏଇଟା ଅସଲ ଶ୍ରୀକ୍ଷେତ୍ର ପୁରୀ ଧାମ, ଯେଉଁଠି ମହାପ୍ରଭୁ ସ୍ୱୟଂ ପ୍ରକଟ ହୋଇଥିଲେ।' - ବଙ୍ଗୀୟ ଭକ୍ତ #Puri #JagannathRathYatra #PuriOnlyDham #OTV

ଓଟିଭି (@otvkhabar) 's Twitter Profile Photo

ଓଡ଼ିଶାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ #GautamAdani #industrialist #Puri #OTV otvkhabar.in/news/festivals…

ଓଟିଭି (@otvkhabar) 's Twitter Profile Photo

#ମହାପ୍ରଭୁଙ୍କ_ହୁଏତ_ଇଛା_ଥିଲା_ସ୍ୱତନ୍ତ୍ର_ଭକ୍ତ_ଲାଗି_ଅଟକି_ଥିଲେ' 'ଦେବ ନୀତିଗୁଡ଼ିକ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। କିନ୍ତୁ ରଥଟଣାରେ ବିଳମ୍ବ ହୋଇଥିଲା। ମହାପ୍ରଭୁଙ୍କ ହୁଏତ ଇଛା ଥିଲା... କିଏ ସ୍ୱତନ୍ତ୍ର ଭକ୍ତ ଥିବେ ଯାହାଙ୍କ ଲାଗି ଅଟକି ଥିଲେ। ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ #Puri

ଓଟିଭି (@otvkhabar) 's Twitter Profile Photo

#୪ପର୍ଯ୍ୟନ୍ତ_ପ୍ରବଳ_ବର୍ଷା ଆସୁଛି ଦୁଇଟି ଲଘୁଚାପ; ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି ଅଧିକ ବର୍ଷା ନେଇ ବହୁ ଜିଲ୍ଲାକୁ ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ #Rain #OTV

#୪ପର୍ଯ୍ୟନ୍ତ_ପ୍ରବଳ_ବର୍ଷା
ଆସୁଛି ଦୁଇଟି ଲଘୁଚାପ; ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି
ଅଧିକ ବର୍ଷା ନେଇ ବହୁ ଜିଲ୍ଲାକୁ ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ #Rain #OTV
ଓଟିଭି (@otvkhabar) 's Twitter Profile Photo

#ଶ୍ରୀଜିଉଙ୍କ_ଦର୍ଶନ_କଲେ_ଗୌତମ_ଆଦାନୀ -ପୁରୀରେ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ -ସପରିବାର ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କଲେ #Puri #Gautamadani #OTV

#ଶ୍ରୀଜିଉଙ୍କ_ଦର୍ଶନ_କଲେ_ଗୌତମ_ଆଦାନୀ
-ପୁରୀରେ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ
-ସପରିବାର ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କଲେ #Puri #Gautamadani #OTV
ଓଟିଭି (@otvkhabar) 's Twitter Profile Photo

#ହୋ_ଭକତେ_ରଥ_ଟାଣରେ... ଡାହୁକ ଡାକିବା ପରେ କେମିତି ଗଡ଼େ ରଥ?... ଦେଖନ୍ତୁ ଦୃଶ୍ୟ #Religion_Puri #JagannathRathYatra #DahukaBoli #RitualMoment #OTV

ଓଟିଭି (@otvkhabar) 's Twitter Profile Photo

ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେ ହୋଇଥିଲା ଗଣଦୁଷ୍କର୍ମ ! ୪କୁ ବଢିଲା ଗିରଫଦାରୀ ସଂଖ୍ୟା #kolkatagangrape #securityguard #OTV otvkhabar.in/news/crime/kol…

ଓଟିଭି (@otvkhabar) 's Twitter Profile Photo

କୁକୁର ପାଳୁଛନ୍ତି କି… ମାଡ଼ିଆସିବ ଏହି ସାଂଘାତିକ ରୋଗ, ହୋଇପାରେ ମୃତ୍ୟୁ ! #doglover #pets #animals #tapewarm #disease #OTV otvkhabar.in/news/health/pe…

ଓଟିଭି (@otvkhabar) 's Twitter Profile Photo

ଡେଟିଂ ଆପରେ ପ୍ରଥମେ ସମ୍ପର୍କ ଯୋଡ଼ିଲେ, ବିଶ୍ୱାସ ଯୋଗାଇଲେ, ଆଉ ତା’ପରେ... #DatingApps #oldman #dupedmoney #WestBengal #OTV otvkhabar.in/news/national/…

ଓଟିଭି (@otvkhabar) 's Twitter Profile Photo

#ଆତ୍ମଘାତୀ_ବିସ୍ଫୋରଣ: #୧୩_ପାକ୍‌_ଯବାନ_ମୃତ -ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୧୩ ଯବାନ ମୃତ -ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ -ଆଉ ୧୦ ଜଣ ଯବାନ ଗୁରୁତର, ୨୦ରୁ ଅଧିକ ଲୋକ ଆହତ -ସେନା ଗାଡ଼ିକୁ ଟାର୍ଗେଟ୍‌ କରି ଧକ୍କାଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି -ବିସ୍ଫୋରଣରେ ଉଡ଼ିଲା ଘରର ଛାତ, ଆହତଙ୍କ

#ଆତ୍ମଘାତୀ_ବିସ୍ଫୋରଣ: #୧୩_ପାକ୍‌_ଯବାନ_ମୃତ
-ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୧୩ ଯବାନ ମୃତ
-ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ
-ଆଉ ୧୦ ଜଣ ଯବାନ ଗୁରୁତର, ୨୦ରୁ ଅଧିକ ଲୋକ ଆହତ
-ସେନା ଗାଡ଼ିକୁ ଟାର୍ଗେଟ୍‌ କରି ଧକ୍କାଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି
-ବିସ୍ଫୋରଣରେ ଉଡ଼ିଲା ଘରର ଛାତ, ଆହତଙ୍କ
ଓଟିଭି (@otvkhabar) 's Twitter Profile Photo

#ବାମ_ମୋଡ଼_ନେଲା_ବ୍ରହ୍ମ_ତାଳଧ୍ବଜ -କେନ୍ଦ୍ରାପଡ଼ା: ବାମ ମୋଡ଼ ନେଇ ଅଟକିଲା ବ୍ରହ୍ମ ତାଳଧ୍ବଜ -ଦେବତ୍ତୋର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ଼ ନେଲା -ରେଲୱେ ଜ୍ୟାକ୍‌ ଜରିଆରେ ଟ୍ରାକ୍‌କୁ ଆଣିବା ପାଇଁ ଉଦ୍ୟମ #RathYatra2025 #Baladevjew #BrahmaTaladhwaja #OTV

#ବାମ_ମୋଡ଼_ନେଲା_ବ୍ରହ୍ମ_ତାଳଧ୍ବଜ
-କେନ୍ଦ୍ରାପଡ଼ା: ବାମ ମୋଡ଼ ନେଇ ଅଟକିଲା ବ୍ରହ୍ମ ତାଳଧ୍ବଜ
-ଦେବତ୍ତୋର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ଼ ନେଲା
-ରେଲୱେ ଜ୍ୟାକ୍‌ ଜରିଆରେ ଟ୍ରାକ୍‌କୁ ଆଣିବା ପାଇଁ ଉଦ୍ୟମ
#RathYatra2025  #Baladevjew #BrahmaTaladhwaja #OTV
ଓଟିଭି (@otvkhabar) 's Twitter Profile Photo

ସର୍ତ୍ତ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ ...ସୋସିଆଲ ମିଡିଆରେ ଚାଲିଛି ବିତର୍କ #chennai #socialmedia #viralpost #landlord #OTV otvkhabar.in/news/social-me…

ଓଟିଭି (@otvkhabar) 's Twitter Profile Photo

ଜେଜେ ମା’ଙ୍କୁ କାନ୍ଧରେ ବସେଇ ଜଗା ଦର୍ଶନ କରେଇଲା ନାତି। ଦେଖନ୍ତୁ ଭିଡିଓ... #Jagannath #RathYatra #Lordjagannath #OTV

ଓଟିଭି (@otvkhabar) 's Twitter Profile Photo

#ପରାଗ_ଜୈନ_ନୂଆ_RAW_ମୁଖ୍ୟ -IPS ପରାଗ ଜୈନ ହେଲେ ନୂଆ R&AW ମୁଖ୍ୟ -ପରାଗ ଜୈନଙ୍କୁ R&AW ମୁଖ୍ୟ ନିଯୁକ୍ତ କଲେ ସରକାର -ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ ପରାଗ ଜୈନ -ରବି ସିହ୍ନାଙ୍କ ସ୍ଥାନରେ R&AW ମୁଖ୍ୟ ପଦରେ ରହିବେ -୧୯୮୯ ବ୍ୟାଚ୍‌ ପଞ୍ଜାବ କ୍ୟାଡର୍‌ IPS ଅଫିସର୍‌ ପରାଗ ଜୈନ -ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା

#ପରାଗ_ଜୈନ_ନୂଆ_RAW_ମୁଖ୍ୟ
-IPS ପରାଗ ଜୈନ ହେଲେ ନୂଆ R&AW ମୁଖ୍ୟ
-ପରାଗ ଜୈନଙ୍କୁ R&AW ମୁଖ୍ୟ ନିଯୁକ୍ତ କଲେ ସରକାର
-ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ ପରାଗ ଜୈନ
-ରବି ସିହ୍ନାଙ୍କ ସ୍ଥାନରେ R&AW ମୁଖ୍ୟ ପଦରେ ରହିବେ
-୧୯୮୯ ବ୍ୟାଚ୍‌ ପଞ୍ଜାବ କ୍ୟାଡର୍‌ IPS ଅଫିସର୍‌ ପରାଗ ଜୈନ
-ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା