Revenue & DM Department, Government of Odisha (@rdmodisha) 's Twitter Profile
Revenue & DM Department, Government of Odisha

@rdmodisha

Revenue & Disaster Management Department, Govt. of Odisha | ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାର

ID: 875976202078404610

linkhttps://revenue.odisha.gov.in/ calendar_today17-06-2017 07:19:36

1,1K Tweet

156,156K Followers

26 Following

Revenue & DM Department, Government of Odisha (@rdmodisha) 's Twitter Profile Photo

Hon'ble Minister, R&DM Suresh Pujari along with ACS reviewed implementation of Vasundhara & recording RoR in the name of Govt. educational institutions. All concerned were directed to expedite the implementation. CMO Odisha ChiefSecyOdisha I & PR Department, Odisha Satyabrata Sahu

Narendra Modi (@narendramodi) 's Twitter Profile Photo

Delightful conversations over tea! Sat down with PM Awas Yojana beneficiaries and heard their life journeys. Particularly gladdening to see large number of women benefitting from this scheme. They spoke of how this scheme, and other such schemes are transforming lives.

ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ।

CMO Odisha (@cmo_odisha) 's Twitter Profile Photo

ଓଡ଼ିଶାରେ ଆରମ୍ଭ ହୋଇଛି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣର ନୂଆ ଧାରା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଛି। ଏହାଦ୍ୱାରା ପ୍ରାୟ ୨୫ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଉପକୃତ ହୋଇଛନ୍ତି।

I & PR Department, Odisha (@ipr_odisha) 's Twitter Profile Photo

𝗪𝗜𝗧𝗡𝗘𝗦𝗦 𝗧𝗛𝗘 𝗚𝗟𝗢𝗕𝗔𝗟 𝗖𝗘𝗟𝗘𝗕𝗥𝗔𝗧𝗜𝗢𝗡 𝗢𝗙 𝗜𝗡𝗗𝗜𝗔: 𝗣𝗥𝗔𝗩𝗔𝗦𝗜 𝗕𝗛𝗔𝗥𝗔𝗧𝗜𝗬𝗔 𝗗𝗜𝗩𝗔𝗦 𝟮𝟬𝟮𝟱! Experience the grandeur of 18th PBD Convention 2025! Join global connections, India's vibrant diaspora, and the International Odissi Dance Festival.

I & PR Department, Odisha (@ipr_odisha) 's Twitter Profile Photo

Dr. Kiran Bhutani - Prof. of Mathematics, Chair of the department of Mathematics, Catholic University of America in Washington D.C Dr. Kiran shares her joy over the much-awaited 18th edition of Pravasi Bharatiya Diwas: "By recognizing the contributions of NRIs, the Odisha

CMO Odisha (@cmo_odisha) 's Twitter Profile Photo

ରାଜସ୍ୱ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ କାମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ

ରାଜସ୍ୱ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ କାମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ
I & PR Department, Odisha (@ipr_odisha) 's Twitter Profile Photo

ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର। ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ ଉଦବୋଧନ ଦେଇ

ଏଥିସହ ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଲୋକଙ୍କ ଅଭିଯୋଗ ଶୁଣି ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି। ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Mohan Charan Majhi (@mohanmodisha) 's Twitter Profile Photo

ଲୋକଙ୍କ ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା। ଆଜି Revenue & DM Department, Government of Odisha ବିଭାଗ ପକ୍ଷରୁ ଇ-ରେଜିଷ୍ଟ୍ରେସନ ଆପ୍‌ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଲି। ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା

ଲୋକଙ୍କ ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା।  ଆଜି Revenue & DM Department, Government of Odisha ବିଭାଗ ପକ୍ଷରୁ ଇ-ରେଜିଷ୍ଟ୍ରେସନ ଆପ୍‌ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଲି। ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା
CMO Odisha (@cmo_odisha) 's Twitter Profile Photo

'ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ଲିକେସନ' ଲୋକଙ୍କୁ ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ଆଉ ଏକ ମାଇଲଷ୍ଟୋନ। ଏହି ଆପ୍ଲିକେସନରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ ସୁବିଧା ରହିଛି । ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ

CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ରାଜସ୍ୱ ପ୍ରଶାସନିକ କ୍ଷେତ୍ରରେ ଆସିଛି ବ୍ୟାପକ ସଂସ୍କାର। ଜମିଜମା ରେକର୍ଡ଼ର ଶତପ୍ରତିଶତ କମ୍ପ୍ୟୁଟରୀକରଣ, ନକ୍ସାଗୁଡ଼କର ଡିଜିଟାଇଜେସନ୍ ଏବଂ ତ୍ୱରିତ ଜମି ପଟ୍ଟା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ରାଜସ୍ବ ସେବାକୁ କରିଛି ଆହୁରି ଲୋକାଭିମୁଖୀ। #BarshaEkUpalabdhiAnek

CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ଲୋକଙ୍କ ପାଖରେ ପହଞ୍ଚୁଛି ସେବା। ସରଳ ଓ ସହଜ ହେଉଛି ବ୍ୟବସ୍ଥା। ଆରମ୍ଭ ହୋଇଛି ରାଜସ୍ୱ ବିଭାଗର ନୂତନ 'ଇ-ରେଜିଷ୍ଟ୍ରେସନ ଆପ୍'। ଏହି ଆପ୍ ମାଧ୍ୟମରେ ହିତାଧିକାରୀମାନେ ଘରେ ବସି ବିଭିନ୍ନ ଜମିଜମା ଓ ରାଜସ୍ୱ ସମ୍ପର୍କିତ ସେବା ପାଇପାରିବେ। ଲୋକଙ୍କ ସାଥିରେ ସବୁ ସମୟରେ ଲୋକଙ୍କ ସରକାର।