Sofia Firdous (@sofiafirdous1) 's Twitter Profile
Sofia Firdous

@sofiafirdous1

Member of Legislative Assembly, Barabati - Cuttack, Odisha @INCIndia; Proud daughter of Cuttack | Entrepreneur | IIMB | Proud Odia |

ID: 1250853412280786945

calendar_today16-04-2020 18:27:57

5,5K Tweet

40,40K Followers

725 Following

Sofia Firdous (@sofiafirdous1) 's Twitter Profile Photo

We cannot stand silent while women’s safety is compromised. The state government’s response has been inadequate — delayed action and no preventive measures are unacceptable. Odisha has become a hotspot for rape under this government. So unfortunate. This calls for public outrage.

Sofia Firdous (@sofiafirdous1) 's Twitter Profile Photo

I am deeply heartbroken by the tragic loss of lives in the explosion at a pharmaceutical plant in Telangana. I pray for the eternal peace of the departed souls and a swift and full recovery for those who were injured. In this time of immense sorrow, I extend my heartfelt

Sofia Firdous (@sofiafirdous1) 's Twitter Profile Photo

କଟକ ଟାଉନ ହଲରେ ମୋକିମ ଫାଉଣ୍ଡେସନ ପକ୍ଷରୁ ମେଗା ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ଲୋକ ଯୋଗଦେଇ ଆଖି ପରୀକ୍ଷା କରିଥିଲେ। ଆଖି ଆମର ମୂଲ୍ୟବାନ ସମ୍ପଦ। ତେଣୁ ସମସ୍ତେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବାକୁ ପ୍ରୋତ୍ସାହିତ ହେବା ଶିବିରର ଲକ୍ଷ୍ୟ। ଏହି ଶିବିରକୁ ଏଏସଜି ଆଇ ହସ୍ପିଟାଲକୁ ସହଯୋଗ

ବନମହୋତ୍ସବ-୨୦୨୫ ପାଳନ ଅବସରରେ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ନଗର‌ ବନଖଣ୍ଡ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ କଟକ ଇନ କଟକରେ ଆୟୋଜିତ ଚାରାରୋପଣ ଓ ପରିବେଶ ସଚେତନତା ଅଭିଯାନରେ ଯୋଗ ଦେଇଥିଲି। ପରିବେଶ ପ୍ରଦୂଷଣକୁ ରୋକି ଗ୍ଲୋବାଲ ୱାର୍ମିଙ୍ଗରୁ ପୃଥିବୀକୁ ବଞ୍ଚାଇବା ପାଇଁ ସମସ୍ତେ ଗଛ ଲଗାଇବା ଜରୁରୀ। #banmahotsav

ବନମହୋତ୍ସବ-୨୦୨୫ ପାଳନ ଅବସରରେ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ନଗର‌ ବନଖଣ୍ଡ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ କଟକ ଇନ କଟକରେ ଆୟୋଜିତ ଚାରାରୋପଣ ଓ ପରିବେଶ ସଚେତନତା ଅଭିଯାନରେ ଯୋଗ ଦେଇଥିଲି। ପରିବେଶ ପ୍ରଦୂଷଣକୁ ରୋକି ଗ୍ଲୋବାଲ ୱାର୍ମିଙ୍ଗରୁ ପୃଥିବୀକୁ ବଞ୍ଚାଇବା ପାଇଁ ସମସ୍ତେ ଗଛ ଲଗାଇବା ଜରୁରୀ।

#banmahotsav
Sofia Firdous (@sofiafirdous1) 's Twitter Profile Photo

କଟକ ସୂତାହାଟ ଠାରେ ୧୮ ନମ୍ବର ୱାର୍ଡରେ ଜଗତ ଜନନୀ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ଉତ୍ସବରେ ଯୋଗ ଦେଇ ମା’ ଙ୍କ ଆଶୀର୍ବାଦ ନେଇଥିଲି । ଏହି ଅବସରରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ନିର୍ମାଣ ହୋଇଥିବା ମା’ ମଙ୍ଗଳା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଓ ସୁତାହାଟ କମ୍ୟୁନିଟି

ସିଡିଏ ସେକ୍ଟର -୧୧ ଠାରେ ବିଧାୟକ ପାଣ୍ଠିରୁ ଜନସାଧାରଣଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ସର୍ବସାଧାରଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବ । #drinkingwater #coldwater #inaugration #cdasector11 #odisha #cuttack #barabaticuttack #sofiafirodus

ସିଡିଏ ସେକ୍ଟର -୧୧ ଠାରେ ବିଧାୟକ ପାଣ୍ଠିରୁ ଜନସାଧାରଣଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ  ସର୍ବସାଧାରଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବ ।

#drinkingwater #coldwater #inaugration #cdasector11 #odisha #cuttack #barabaticuttack #sofiafirodus
Sofia Firdous (@sofiafirdous1) 's Twitter Profile Photo

ବିଶ୍ଵନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସମସ୍ତ ଜଗନ୍ନାଥ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #bahudayatra #jaijagannath #Odisha

ବିଶ୍ଵନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସମସ୍ତ ଜଗନ୍ନାଥ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

#bahudayatra #jaijagannath #Odisha
Sofia Firdous (@sofiafirdous1) 's Twitter Profile Photo

As a woman, my heart breaks hearing this cruel and hateful words against a woman leader. These shameful remarks insult every woman in Odisha and spit on our cherished Odia Asmita. Who is protecting such people to attack our dignity? Every day, we hear of rising crimes against

Sofia Firdous (@sofiafirdous1) 's Twitter Profile Photo

ନାରୀଙ୍କୁ ସୁରକ୍ଷା, ସମ୍ବିଧାନ ରକ୍ଷା, ଚାଷୀଙ୍କୁ ନ୍ୟାୟ ଦେବା, ବେକାରୀ ସମସ୍ୟା ସମାଧାନ ଲକ୍ଷ୍ୟରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ଆମ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ମାଟିକୁ ସ୍ୱାଗତ କରୁଛୁ। ସମସ୍ତ ଓଡ଼ିଶାବାସୀ ଏହି ସମାବେଶରେ ବହୁ ସଂଖ୍ୟାରେ ଯୋଗଦେଇ ସଫଳ କରିବାକୁ ନିବେଦନ।

Rahul Gandhi (@rahulgandhi) 's Twitter Profile Photo

आज मुहर्रम के दिन हमें हज़रत इमाम हुसैन जी के बताए हुए उस रास्ते पर चलने का प्रण लेना चाहिए जो संघर्ष, बलिदान और समर्पण से होकर हमें मानवता, शांति और एकता की ओर ले जाता है।

Sofia Firdous (@sofiafirdous1) 's Twitter Profile Photo

ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଆୟୋଜିତ ରଥଯାତ୍ରା ଉତ୍ସବରେ ଯୋଗ ଦେଇ ମହାପ୍ରଭୁଙ୍କ ଦର୍ଶନ ସହ ଲୋକଙ୍କ ସେବାରେ ଅନ୍ନ ବଣ୍ଟା ବ୍ୟବସ୍ଥାରେ ସାମିଲ୍ ହୋଇ ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଥିଲି। #rathyatra #festival #odisha #cuttack #barabaticuttack #sofiafirdous

Congress (@incindia) 's Twitter Profile Photo

Today, Congress MLA Sofia Firdous ji, along with senior members of the Congress party, filed an FIR at Lalbag Police Station, Cuttack (Odisha), against the misleading, edited video circulating with the image of LoP Shri Rahul Gandhi ji. 📍 Odisha

Today, Congress MLA <a href="/sofiafirdous1/">Sofia Firdous</a> ji, along with senior members of the Congress party, filed an FIR at Lalbag Police Station, Cuttack (Odisha), against the misleading, edited video circulating with the image of LoP Shri Rahul Gandhi ji.

📍 Odisha
All India Mahila Congress (@mahilacongress) 's Twitter Profile Photo

Today, Congress MLA Sofia Firdous ji, along with senior members of the Congress party, filed an FIR at Lalbag Police Station, Cuttack (Odisha), against the misleading, edited video circulating with the image of LoP Shri Rahul Gandhi ji. 📍 Odisha

Today, Congress MLA <a href="/sofiafirdous1/">Sofia Firdous</a> ji, along with senior members of the Congress party, filed an FIR at Lalbag Police Station, Cuttack (Odisha), against the misleading, edited video circulating with the image of LoP Shri Rahul Gandhi ji.

📍 Odisha
Sofia Firdous (@sofiafirdous1) 's Twitter Profile Photo

ନବରଙ୍ଗପୁର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜଗଦୀଶ ବାଘଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଈଶ୍ୱରଙ୍କ ଠାରେ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି।

ଆମ କଟକିଆମାନଙ୍କ ପାଇଁ ଦହିବରା ଏକ ଭାବନା। ଆଉ ଏହି ଭାବନାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇ ଷ୍ଟ୍ରୀଟ ଫୁଡ୍ କଲଚରରେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି ଶ୍ରୀ ପ୍ରଦୀପ୍ତ କୁମାର ସାହୁଙ୍କର କଟକ ପ୍ରସିଦ୍ଧ ବାବୁଲା ଦହିବରା। ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଆୟୋଜିତ ଇଣ୍ଡିଆନ ଷ୍ଟ୍ରିଟ୍ ଭେଣ୍ଡର ଫୋରମ୍ ୨୦୨୫ରେ ମାଷ୍ଟର ସେଫ୍ କୁନାଲ