
Odisha Sports
@sports_odisha
Official account of Department of Sports and Youth Services, Govt. of Odisha. #OdishaForSports | FB: sports.odisha | Insta: sports_odisha
ID: 828176181446979585
http://www.sportsodisha.gov.in/ 05-02-2017 09:39:23
25,25K Tweet
159,159K Followers
207 Following



କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ର ୫ମ ସଂସ୍କରଣରେ କୁଆଁରମୁଣ୍ଡା ଏଚଟିସି ଚମ୍ପିୟାନ ହୋଇଥିବାରୁ ଅରମାନ୍ ଟୋପ୍ପୋ ବହୁତ୍ ଖୁସି ଅଛନ୍ତି। Odisha Naval Tata Hockey HPC ଏବଂ କ୍ରୀଡ଼ା ବିଭାଗର ସେ ପ୍ରଶଂସା କରିଛନ୍ତି। #OdishaForHockey













