
Sukumar Das
@sukumarbbr
Nature Lover
ID: 245896977
01-02-2011 18:06:38
3,3K Tweet
282 Followers
938 Following



Did you know? After the 26/11 Mumbai attack, instead of striking Pakistan, the Congress government announced $25 million as flood relief aid to Pakistan. Today, the same Congress is mocking PM Modi, even after what our Armed Forces did from 6th to 10th May. Shameless creatures.







BIG BREAKING 🚨 🚨In a bold and emotional appeal, CM Dr Himanta Biswa Sarma said: “I may not be CM tomorrow, but I urge all local organisations, indigenous people, and every vigilant citizen — don’t allow even one Bangladeshi Muslim family to settle in your neighbourhood. It starts


ମୁଁ ଏହି ପ୍ରଶ୍ନ ଗଜପତି ଜିଲ୍ଲା DFO Paralakhemundi ଙ୍କୁ ମଧ୍ୟ ପଚାରିଥିଲି, କିନ୍ତୁ କୌଣସି ଉତ୍ତର ମିଳିଲାନି। ପ୍ରତିବର୍ଷ ଜୁଲାଇ ୧ରୁ DFO & Collector Gajapati ଙ୍କ ଦ୍ୱାରା ବନ ମହୋତ୍ସବ କରାଯାଏ । ବୃକ୍ଷର ସର୍ଭାଇଭାଲ୍ କିଏ ଟ୍ରାକ୍ କରୁଛି? ବଡ଼ ଉତ୍ତର — କେହି ନୁହେଁ। CMO Odisha ChiefSecyOdisha Odisha Forest, Env. and Climate Change Department PMO India Odisha Vigilance


ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi 'ଏକ ପେଡ୍ ମା' କେ ନାମ୍ ' କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ବ୍ୟାପକ ଚାରା ରୋପଣ ଜରିଆରେ ପରିବେଶ ସୁରକ୍ଷା ଏବଂ ସନ୍ତୁଳନ ବଜାୟ ରଖିବା ପାଇଁ ଏକ ପେଡ୍ ମା' କେ ନାମ୍ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।





ଭୁବନେଶ୍ୱର ମହନଗର ନିଗମକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍ ସିର ବୃକ୍ଷରୋପଣ ଅଭିଯାନ ଜାରି ରହିଛି । ଆଜି ୬୦, ୬୧ ଓ ୪୦ ନମ୍ବର ଓ୍ୱାର୍ଡରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ Sulochana Das ସହ ସ୍ଥାନୀୟ କର୍ପୋରେଟର ଓ ଓ୍ୱାର୍ଡ ବାସିନ୍ଦା ଯୋଗଦେଇଥିଲେ । ଆସନ୍ତୁ, ଆମେ ସମସ୍ତେ ମିଶି ଗଛ

