Zilla Parishad Balangir (@zp_balangir) 's Twitter Profile
Zilla Parishad Balangir

@zp_balangir

Twitter handle of Zilla Parishad, Balangir, Odisha-767001

ID: 1656982348607680512

calendar_today12-05-2023 11:19:42

389 Tweet

463 Followers

59 Following

Collector & DM, Balangir (@collectorbgr) 's Twitter Profile Photo

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମାଢେକେଲା ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ମେଳା - ୨୦୨୫ ରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମାଢେକେଲା ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ମେଳା - ୨୦୨୫ ରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।
BDO Patnagarh (@bpatnagarh) 's Twitter Profile Photo

#BarshaEkUpalabdhiAnek#SamruddhaOdishaBikashitaOdisha# Bikash Bahan Yatra at Tendapadar GP under Patnagarh Block on dt.20.06.2025 Distribution of new Job Card under MGNREGA. CMO Odisha Panchayati Raj and Drinking Water Department Collector & DM, Balangir Zilla Parishad Balangir @Information & Public Relations Department, Gov

#BarshaEkUpalabdhiAnek#SamruddhaOdishaBikashitaOdisha#
Bikash Bahan Yatra at Tendapadar GP under Patnagarh Block on dt.20.06.2025
Distribution of new Job Card under MGNREGA.
CMO Odisha
Panchayati Raj and Drinking Water Department
Collector & DM, Balangir
Zilla Parishad Balangir
@Information & Public Relations Department, Gov
Panchayat Samiti Khaprakhol (@bdokhaprakhol) 's Twitter Profile Photo

#InternationalYogaDay2025 ଆନ୍ତର୍ଜାତୀୟ ଯୋଗ ଦିଵସ ଉପଲକ୍ଷେ ଖପ୍ରାଖୋଲ ବ୍ଳକ ପରିସରରେ ଯୋଗାଭ୍ୟାସ କରିବା ସମୟର କିଛି ମୁହୂର୍ତ l CMO Odisha Panchayati Raj and Drinking Water Department Collector & DM, Balangir Zilla Parishad Balangir I & PR Department, Odisha

#InternationalYogaDay2025
ଆନ୍ତର୍ଜାତୀୟ ଯୋଗ ଦିଵସ ଉପଲକ୍ଷେ ଖପ୍ରାଖୋଲ ବ୍ଳକ ପରିସରରେ ଯୋଗାଭ୍ୟାସ କରିବା ସମୟର କିଛି ମୁହୂର୍ତ l
CMO Odisha Panchayati Raj and Drinking Water Department Collector & DM, Balangir Zilla Parishad Balangir I & PR Department, Odisha
Collector & DM, Balangir (@collectorbgr) 's Twitter Profile Photo

"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ସ୍ଥିତ ପୃଥ୍ୱୀ ରାଜ ଉଚ୍ଚ ବିଦ୍ୟାଳୟର ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ, ବଲାଙ୍ଗିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସଦସ୍ୟ ମାନଙ୍କ ସହ ଯୋଗାଭ୍ୟାସ କରିଥିଲେ।