BRUNDABAN PRADHAN (@brundabanpradh8) 's Twitter Profile
BRUNDABAN PRADHAN

@brundabanpradh8

I LOVE MY VILLAGE . I have special interest in Blood Donation , Social work, Journalism , Politics , Politicians and Leadership activities. ...

ID: 846979137034178562

calendar_today29-03-2017 06:55:37

173 Tweet

256 Followers

2,2K Following

BRUNDABAN PRADHAN (@brundabanpradh8) 's Twitter Profile Photo

ପୁରୀ ,ବ୍ରହ୍ମଗିରିର କୁଶୁବେଣ୍ଟି GPର ଗୋଲରା ଗାଁର କ୍ବାରେଣ୍ଟାଇନ ସେଣ୍ଟରରେ ପାଣି ଆଣିବାବେଳେ କାମୁଡିଲା ସାପ ,ବିନା ଆକ୍ବାଗାର୍ଡ ଓ ପରିବେଶ ଅନ୍ଧକାରରଖି ସରପଞ୍ଚ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି,ଜିଲ୍ଲାପାଳଙ୍କ କ୍ଷମତାର ଅପବ୍ୟବହାର ବିରୁଦ୍ଧରେ ତେଜୁଛି ଜନଅସନ୍ତୋଷ CMO Odisha OTV Kankan News Parody

BRUNDABAN PRADHAN (@brundabanpradh8) 's Twitter Profile Photo

We request honourable CM odisa and 5T Secretary Mr Pandian sir, Please take necessary action and give order to inquiry on public demand.CMO Odisha 5Ts Framework @SupportDas

Humble request to CMO_ODISHA and 5Ts V K Pandian sir through honourable Collector Puri , please sir look at the matter and give instruction ..CMO Odisha 5Ts Framework @Puri_Official

BRUNDABAN PRADHAN (@brundabanpradh8) 's Twitter Profile Photo

ପଞ୍ଚାୟତ ସ୍ତରରେ କୋଭିଡ ଖର୍ଚ୍ଚର ବାଟ ମାରଣା କୁ ପ୍ରତିହତ କରିବା ନିମନ୍ତେ ବ୍ରହ୍ମଗିରିର ଜନସାଧାରଣଙ୍କ ଦାବିକୁ ଗ୍ରହଣକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ CMO Odisha 5Ts Framework @Puri_Official Balwant Singh

ବଢୁଛି ବ୍ରହ୍ମଗିରି ପୋଲିସର ନିଷ୍କ୍ରିୟତା ପ୍ରତିବାଦର ସ୍ବର ଖୁବଶୀଘ୍ର ମୃତ ଦୀପିକାକୁ ନ୍ଯାୟପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବ୍ରହ୍ମଗିରି ଅଞ୍ଚଳର ବିଭିନ୍ନ ମହିଳା ସଂଗଠନ ,ଘଟଣା ଏକମାସ ବିତିଯାଇଥିଲେ ମଧ୍ଯ ପୋଲିସ ହାତବାନ୍ଧି ବସିବା ଦୁର୍ଭାଗ୍ଯଜନକ CMO Odisha Balwant Singh Office of Sanjay Kumar Das Burma

ରାଜ୍ୟ ରାଜନୀତିର ''ମହାରଥୀ'' ଙ୍କ ଅକାଳ ବିୟୋଗରେ ଓଡିଶା ରାଜନୈତିକ ଜଗତର ଅପୁରଣୀୟ କ୍ଷତି ।ଜଣେ ଅଦିତିଅ ରାଜନେତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ।ତାଙ୍କର ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ।

ସାଢେ ଚାରିକୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ଆମମାନଙ୍କ ପ୍ରୀୟ ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ 75ତ୍ତମ ଜନ୍ମଦିନ ଉପଲକ୍ଷେ ଢେରସାରା ଶୁଭେଚ୍ଛା ଓ ଅଭିନନ୍ଦ ।CMO Odisha Sanjay Kumar Das Burma Pinaki Misra Bibhuti Parida @otvnews/www.facebook.com/100021851446651/posts/830922727646101/

Mallik Awesh (@mallik_awesh) 's Twitter Profile Photo

As we the PHOENIX SEVA need a permission to serve food to the covid patients and beggars we had applied on date.... But BMC is not responding it seriously. Please permit us as soon as possible as we are called for the service to the needy🙏 OTV CMO Odisha H & FW Dept Odisha

As we the PHOENIX SEVA need a permission to serve food to the covid patients and beggars we had applied on date.... But BMC is not responding it seriously. Please permit us as soon as possible as we are called for the service to the needy🙏 OTV CMO Odisha H & FW Dept Odisha
BRUNDABAN PRADHAN (@brundabanpradh8) 's Twitter Profile Photo

ପୁରୀ ଜିଲ୍ଲାରେ ରକ୍ତଦାନ ତଥା ରକ୍ତଦାତାଙ୍କୁ ଅଧିକ ପ୍ରସ୍ଚାହିତ କରିବାକୁ ନାଟ୍ - ପିସିଆର ଟେଷ୍ଟିଙ୍ଗ କରିବାକୁ ଦାବି । Office of Sanjay Kumar Das Burma Odisha-Mo Parivar H & FW Dept Odisha Pinaki Misra MoSarkar 5T @Puri_Official CMO Odisha OTV NandighoshaTV Raajes Nayak

ପୁରୀଜିଲ୍ଲା ବ୍ରହ୍ମଗିରିବ୍ଲକ କୁଶୁଵେଣ୍ଟିGP ଗୋଲରା ଗାଁ ସହିତ ଆଖପାଖ ଗାଁକୁ ପାନୀୟଜଳ ଯୋଗାଣପ୍ରକଳ୍ପ ଦିର୍ଘଦିନ ହେଲାଣି କାର୍ଯ୍ୟକାରୀ ହେବ ବୋଲି ଅଞ୍ଚଳବାସୀ ଚାହିଁରହିଛନ୍ତି,କାମ ବନ୍ଦ ରହିଛି,ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି କରୁଛୁ CMO Odisha MoSarkar 5T Pinaki Misra Office of Sanjay Kumar Das Burma

Sanjay Kumar Das Burma (@sanjayburma) 's Twitter Profile Photo

ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଓପନ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ମୋ ନିର୍ବାଚନ ମଣ୍ଡଳୀର କିଶୋର ଜେନା ୭୪.୨୬ ମିଟର ଥ୍ରୋ କରି ସୋର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ଆମ ରାଜ୍ୟ ଏବଂ ବ୍ରହ୍ମଗିରି ପାଇଁ ଗର୍ବର ଦିନ ମୁଁ ଏହି ଅବକାଶରେ କିଶୋର ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । (୧/୨)

ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଓପନ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ମୋ ନିର୍ବାଚନ ମଣ୍ଡଳୀର କିଶୋର ଜେନା ୭୪.୨୬ ମିଟର ଥ୍ରୋ କରି ସୋର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ଆମ ରାଜ୍ୟ ଏବଂ ବ୍ରହ୍ମଗିରି ପାଇଁ ଗର୍ବର ଦିନ ମୁଁ ଏହି ଅବକାଶରେ କିଶୋର ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । (୧/୨)
BRUNDABAN PRADHAN (@brundabanpradh8) 's Twitter Profile Photo

ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ଯ ଏବେବି ଇଂରାଜି ଭାଷାରେ ବ୍ଲକରେ ଚିଠି ଲେଖାଯିବା ଏକ ସରକାରୀ ଅବମାନନା ନୁହେଁକି CMO Odisha Kanak News NandighoshaTV Suryabanshi Suraj Upasna Mohapatra

ପୋଷ୍ଟ ରେ ଆମେ ନା ମୁଁ ଆଦୌ ସ୍ପଷ୍ଟ ନୁହେଁତ। କୋଉଠି ଜଣାଉଛୁ ପୁଣି କୋଉଠି କରଛି । ଜଣେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଯିଏ ବି ଲେଖୁଛ, ସଠିକ ନଲେଖି ଭୁଲରେ ବାକ୍ୟଗୁଡିକ ଲେଖି ପ୍ରଧାନମନ୍ତ୍ରୀଙ୍କୁ କାହିଁକିରେ ବଦନାମ କରିବାକୁ ଚେଷ୍ଟାକରୁଛ। ସୁଧାରି ଦିଅ ନଚେତ ସୁଧୁରି ଯାଅ ।।