DCP Bhubaneswar (@dcpbbsr) 's Twitter Profile
DCP Bhubaneswar

@dcpbbsr

This is official handle of Deputy Commissioner of Police
Bhubaneswar Urban Police District

ID: 848971330909331456

calendar_today03-04-2017 18:51:53

4,4K Tweet

141,141K Followers

79 Following

COMMISSIONERATE POLICE (@cpbbsrctc) 's Twitter Profile Photo

କମିଶନରେଟ୍ ପୋଲିସ ତା ୧୩.୦୬.୨୦୨୫ ରିଖରେ ଏୟାରପୋର୍ଟ ପୋଲିସ ଷ୍ଟେସନ Case No-182, Dt. 13.6.25, U/S- 25(1)(a)/25(1B)(a)/25(1B)(c)/35 Arms Act ରେ ବେଆଇନ ବନ୍ଧୁକ କାରବାରର ପର୍ଦ୍ଦାଫାସ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୬ ଟି ବେଆଇନ ବନ୍ଧୁକ,୧୮ ଟି ଜୀବନ୍ତ ଗୁଳି,୧ ଟି କାର୍,୫ ଟି ମୋବାଇଲ୍ ଫୋନ୍ ଜବତ କରିଛି ।

DCP Bhubaneswar (@dcpbbsr) 's Twitter Profile Photo

Capital PS has successfully recovered four stolen/missing mobile phones and returned these to their rightful owners. #WeCareWeDare

Capital PS has successfully recovered four stolen/missing mobile phones and returned these to their rightful owners.
#WeCareWeDare
COMMISSIONERATE POLICE (@cpbbsrctc) 's Twitter Profile Photo

ଭୁବନେଶ୍ଵରର ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ଜୁନ୍ ୨୦୨୫ ରେ ଓଡ଼ିଶା, ଭୁବନେଶ୍ଵର ଗସ୍ତରେ ଆସୁଛନ୍ତି ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ "ରୋଡ୍ ଶୋ" ର ଯୋଜନା କରାଯାଇଛିI ଜନସାଧାରଣଙ୍କ ସୁଗମନାଗମନ ପାଇଁ ଟ୍ରାଫିକ କଟକଣା ଗୁଡ଼ିକ ଲାଗୁ କରାଗଲା :-

ଭୁବନେଶ୍ଵରର ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ଜୁନ୍ ୨୦୨୫ ରେ ଓଡ଼ିଶା, ଭୁବନେଶ୍ଵର ଗସ୍ତରେ ଆସୁଛନ୍ତି ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ "ରୋଡ୍ ଶୋ" ର ଯୋଜନା କରାଯାଇଛିI
ଜନସାଧାରଣଙ୍କ ସୁଗମନାଗମନ ପାଇଁ ଟ୍ରାଫିକ କଟକଣା ଗୁଡ଼ିକ ଲାଗୁ କରାଗଲା :-
COMMISSIONERATE POLICE (@cpbbsrctc) 's Twitter Profile Photo

ଯୋଗ କେବଳ ଶାରୀରିକ ଆସନ ନୁହେଁ; ଏହା ଏକ ସାମଗ୍ରିକ ଅଭ୍ୟାସ ଯାହା ଶରୀର, ମନ ଏବଂ ଆତ୍ମାକୁ ସମନ୍ୱିତ କରେ। ଯୋଗକୁ ଆମର ଦୈନନ୍ଦିନ ଜୀବନରେ ସାମିଲ କଲେ , ଆମେ ଆନ୍ତରିକ ଶାନ୍ତି, ସ୍ଥିରତା ଏବଂ ଆମ ନିଜ ସହିତ ଏବଂ ଆମ ଚାରିପାଖର ଜଗତ ସହିତ ଏକ ଗଭୀର ସଂଯୋଗ ବିସ୍ତାର କରିପାରିବା । #ଅନ୍ତର୍ଜାତୀୟଯୋଗଦିବସ #YogaDay2025 #Yoga #YogaDay

ଯୋଗ କେବଳ ଶାରୀରିକ ଆସନ ନୁହେଁ; ଏହା ଏକ ସାମଗ୍ରିକ ଅଭ୍ୟାସ ଯାହା ଶରୀର, ମନ ଏବଂ ଆତ୍ମାକୁ ସମନ୍ୱିତ କରେ। ଯୋଗକୁ ଆମର ଦୈନନ୍ଦିନ ଜୀବନରେ ସାମିଲ କଲେ , ଆମେ ଆନ୍ତରିକ ଶାନ୍ତି, ସ୍ଥିରତା ଏବଂ ଆମ ନିଜ ସହିତ ଏବଂ ଆମ ଚାରିପାଖର ଜଗତ ସହିତ ଏକ ଗଭୀର ସଂଯୋଗ ବିସ୍ତାର କରିପାରିବା ।
#ଅନ୍ତର୍ଜାତୀୟଯୋଗଦିବସ #YogaDay2025 #Yoga #YogaDay
COMMISSIONERATE POLICE (@cpbbsrctc) 's Twitter Profile Photo

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, କମିଶନରେଟ୍ ପୋଲିସ, ଭୁବନେଶ୍ୱରର ୨୦୦ ରୁ ଅଧିକ ପୋଲିସ କର୍ମଚାରୀ ଆଜି ସକାଳେ ରିଜର୍ଭ ପୋଲିସ ଲାଇନ, ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ। ପୋଲିସ ବାହିନୀ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ତଥା ପୋଲିସର ସାମଗ୍ରିକ ଫିଟନେସ୍ ବୃଦ୍ଧି ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଗୃହରକ୍ଷୀ ଚୟନ ପ୍ରକ୍ରିୟାର ପ୍ରଥମ ତଥା ଡକ୍ୟୁମେଣ୍ଟ ପ୍ରମାଣୀକରଣ (Document Verification) ତା.୨୪.୦୬.୨୦୨୫ ରିଖ ଠାରୁ ତା. ୨୬.୦୬.୨୦୨୫ ରିଖ. ୭ମ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ (OSAP 7th Bn, Bhubaneswar) ଠାରେ ଅନୁଷ୍ଠିତ ହେବ I bhubaneswarcuttackpolice.gov.in/wp-content/upl…

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଗୃହରକ୍ଷୀ ଚୟନ ପ୍ରକ୍ରିୟାର ପ୍ରଥମ ତଥା ଡକ୍ୟୁମେଣ୍ଟ ପ୍ରମାଣୀକରଣ  (Document Verification) ତା.୨୪.୦୬.୨୦୨୫ ରିଖ ଠାରୁ ତା. ୨୬.୦୬.୨୦୨୫ ରିଖ. ୭ମ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ (OSAP 7th Bn, Bhubaneswar) ଠାରେ ଅନୁଷ୍ଠିତ ହେବ I
bhubaneswarcuttackpolice.gov.in/wp-content/upl…
COMMISSIONERATE POLICE (@cpbbsrctc) 's Twitter Profile Photo

Commissionerate Police in C/W Bharatpur PS Case No-347, has arrested 3 accused during planning to commit a dacoity & seized 2 country-made pistol, 6 bullets, 1 sword, 1 Katuri, 1 Bhujali, 4 mobile phones, 1 snatched gold chain of 15grms, Rs.18,000/- Cash and one bolero vehicle.

COMMISSIONERATE POLICE (@cpbbsrctc) 's Twitter Profile Photo

ଜୟ ଜଗନ୍ନାଥ ⭕❗⭕ ପବିତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ରଥଯାତ୍ରା ଦେଖିବାକୁ ଯିବାବେଳେ ଟ୍ରାଫିକ ନିୟମ ପାଳନ କରନ୍ତୁ, ବିଶେଷ କରି ବୟସ୍କ ଲୋକ, ଛୋଟପିଲା, ମହିଳାମାନେ ସତର୍କତା ଅବଲମ୍ବନ କରି ବେଶୀ ଗହଳି ହୋଇଥିବା ସ୍ଥାନ ଠାରୁ ଦୂରେଇ ରୁହନ୍ତୁ। #RathYatra2025

ଜୟ ଜଗନ୍ନାଥ ⭕❗⭕

ପବିତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ରଥଯାତ୍ରା ଦେଖିବାକୁ ଯିବାବେଳେ ଟ୍ରାଫିକ ନିୟମ ପାଳନ କରନ୍ତୁ, ବିଶେଷ କରି ବୟସ୍କ ଲୋକ, ଛୋଟପିଲା, ମହିଳାମାନେ ସତର୍କତା ଅବଲମ୍ବନ କରି ବେଶୀ ଗହଳି ହୋଇଥିବା ସ୍ଥାନ ଠାରୁ ଦୂରେଇ ରୁହନ୍ତୁ।
#RathYatra2025
COMMISSIONERATE POLICE (@cpbbsrctc) 's Twitter Profile Photo

!!! ଜୟ ଜଗନ୍ନାଥ !!! ⭕‼️⭕ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ସୁନାବେଶ ଦେଖିବାକୁ ଯିବାବେଳେ ଟ୍ରାଫିକ ନିୟମ ପାଳନ କରନ୍ତୁ, ବିଶେଷ କରି ବୟସ୍କ ଲୋକ, ଛୋଟପିଲା, ମହିଳାମାନେ ସତର୍କତା ଅବଲମ୍ବନ କରି ବେଶୀ ଗହଳି ହୋଇଥିବା ସ୍ଥାନ ଠାରୁ ଦୂରେଇ ରୁହନ୍ତୁ। #RathYatra2025 #Sunabesha2025

!!! ଜୟ ଜଗନ୍ନାଥ !!!  ⭕‼️⭕

ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ସୁନାବେଶ ଦେଖିବାକୁ ଯିବାବେଳେ ଟ୍ରାଫିକ ନିୟମ ପାଳନ କରନ୍ତୁ, ବିଶେଷ କରି ବୟସ୍କ ଲୋକ, ଛୋଟପିଲା, ମହିଳାମାନେ ସତର୍କତା ଅବଲମ୍ବନ କରି ବେଶୀ ଗହଳି ହୋଇଥିବା ସ୍ଥାନ ଠାରୁ ଦୂରେଇ ରୁହନ୍ତୁ।
#RathYatra2025 #Sunabesha2025
DCP Bhubaneswar (@dcpbbsr) 's Twitter Profile Photo

ବସ୍ ଓ ଭାରୀ ଯାନ ନିକଟରେ ଯାତାୟାତ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ଟିପ୍ସ୍ । #WeCareWeDare

ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@ctodisha) 's Twitter Profile Photo

ଆପଣଙ୍କ ପ୍ରତୀକ୍ଷାରେ କେହିଜଣେ ଥାଇପାରେ । ନିଜର ସାମାନ୍ୟ ଅସାବଧାନତା ପାଇଁ ବହୁମୂଲ୍ୟ ଜୀବନକୁ ବିପଦରେ ପକାନ୍ତୁ ନାହିଁ । ଟ୍ରାଫିକ ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ। #ComeHomeSafe #ସୁରକ୍ଷିତଭାବେଘରକୁଫେରନ୍ତୁ CMO Odisha IIT Madras

COMMISSIONERATE POLICE (@cpbbsrctc) 's Twitter Profile Photo

ମୈତ୍ରୀ ବିହାର ଥାନାର ଏକ ସ୍ୱତନ୍ତ୍ର ଦଳ ଆଜି ଥାନା ସୀମା ମଧ୍ୟରେ ଅତର୍କିତ ଚଢାଉ କରି ନିଶା କାରବାରରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୫୪ ଗ୍ରାମ ବ୍ରାଉନ ସୁଗାର, 0୩ ଟି ମୋଟରସାଇକେଲ, ନଗଦ ଟଙ୍କା ୩,୫୦୦/- ଜବତ କରିଛନ୍ତି । #WeCareWeDare #cpbbsrctc #OdishaPolice #Bhubaneswar

ମୈତ୍ରୀ ବିହାର ଥାନାର ଏକ ସ୍ୱତନ୍ତ୍ର ଦଳ ଆଜି ଥାନା ସୀମା ମଧ୍ୟରେ ଅତର୍କିତ ଚଢାଉ କରି ନିଶା କାରବାରରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୫୪ ଗ୍ରାମ ବ୍ରାଉନ ସୁଗାର, 0୩ ଟି ମୋଟରସାଇକେଲ, ନଗଦ ଟଙ୍କା ୩,୫୦୦/- ଜବତ କରିଛନ୍ତି । 
#WeCareWeDare #cpbbsrctc #OdishaPolice  #Bhubaneswar