Odia Movie Database (@odiamoviedb) 's Twitter Profile
Odia Movie Database

@odiamoviedb

A collate of Odia Movies, journey so far & beyond...

ID: 406857127

linkhttps://odiamoviedb.com/ calendar_today07-11-2011 09:01:38

9,9K Tweet

2,2K Followers

100 Following

Odia Movie Database (@odiamoviedb) 's Twitter Profile Photo

ଅଲ୍ ଓଡ଼ିଶା ଫିଲ୍ମ ଡିରେକ୍ଟର୍ସ ଆସୋସିଏସନ୍‌ର ଲୋଗୋ ଉନ୍ମୋଚିତ (ପ୍ରମେୟ ୧୦ ଅଗଷ୍ଟ)

ଅଲ୍ ଓଡ଼ିଶା ଫିଲ୍ମ ଡିରେକ୍ଟର୍ସ ଆସୋସିଏସନ୍‌ର ଲୋଗୋ ଉନ୍ମୋଚିତ (ପ୍ରମେୟ ୧୦ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ଓଡ଼ିଆ ସିନେମାରେ ରାକ୍ଷୀ ଗୀତ (ନିର୍ଭୟ ୧୦ ଅଗଷ୍ଟ) ~ 'ଡେଲିଭରୀ ବୟ ୨'ର ସଙ୍ଗୀତ ଲୋକାର୍ପିତ (ନିର୍ଭୟ ୧୧ ଅଗଷ୍ଟ)

~ ଓଡ଼ିଆ ସିନେମାରେ ରାକ୍ଷୀ ଗୀତ (ନିର୍ଭୟ ୧୦ ଅଗଷ୍ଟ)
~ 'ଡେଲିଭରୀ ବୟ ୨'ର ସଙ୍ଗୀତ ଲୋକାର୍ପିତ (ନିର୍ଭୟ ୧୧ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

ଅନୁଭବ ମହାନ୍ତି ଅଭିନୀତ 'ଚାରିଧାମ'ର ପ୍ରଥମ ପୋଷ୍ଟର ଉନ୍ମୋଚିତ. ଦୁର୍ଗାପୂଜା ମୁକ୍ତିଲାଭ. #Charidham #CharidhamMovie #AnubhavMohanty #DussehraRelease #OdiaCinema

ଅନୁଭବ ମହାନ୍ତି ଅଭିନୀତ 'ଚାରିଧାମ'ର ପ୍ରଥମ ପୋଷ୍ଟର ଉନ୍ମୋଚିତ. ଦୁର୍ଗାପୂଜା ମୁକ୍ତିଲାଭ.

#Charidham
#CharidhamMovie
#AnubhavMohanty
#DussehraRelease
#OdiaCinema
Odia Movie Database (@odiamoviedb) 's Twitter Profile Photo

🎬 Lahari – a soulful Odia coming-of-age tale by Amartya Bhattacharyya & Jhilik Motion Pictures 🌊 🎥 In Cinemas: 12 Sept 2025 Watch the teaser now: youtube.com/watch?v=1OrQtO… #LahariTheFilm #OdiaCinema #IFFM2025 #KIFF2024 #Odisha #RegionalCinema #IndianCinema

Odia Movie Database (@odiamoviedb) 's Twitter Profile Photo

ନିର୍ମଳ ପାଣ୍ଡେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ - 'ଅଦମ୍ୟ'କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର (ସକାଳ / ସମ୍ବାଦ / ସଂଚାର ୧୨ ଅଗଷ୍ଟ)

ନିର୍ମଳ ପାଣ୍ଡେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ - 'ଅଦମ୍ୟ'କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର (ସକାଳ / ସମ୍ବାଦ / ସଂଚାର ୧୨ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ଚର୍ଚ୍ଚାରେ 'ଚ୍ୟାଲେଞ୍ଜ'ର ରାକ୍ଷୀ ଗୀତ ~ ବ୍ରହ୍ମପୁରରେ 'ମନ୍ତ୍ରମୁଗ୍ଧ' ଟିମ ~ ଓଡ଼ିଆ ସିନେମାରେ 'ସୈୟାରା' ଯୋଡ଼ି ~ 'ଲୋକାଲ ମାଧୁରୀ...' ଗୀତକୁ ୬ ଦିନରେ ୧୨ ଲକ୍ଷ ଭିୟୁଜ (ପ୍ରମେୟ ୧୩ ଅଗଷ୍ଟ)

~ ଚର୍ଚ୍ଚାରେ 'ଚ୍ୟାଲେଞ୍ଜ'ର ରାକ୍ଷୀ ଗୀତ 
~ ବ୍ରହ୍ମପୁରରେ 'ମନ୍ତ୍ରମୁଗ୍ଧ' ଟିମ 
~ ଓଡ଼ିଆ ସିନେମାରେ 'ସୈୟାରା' ଯୋଡ଼ି
~ 'ଲୋକାଲ ମାଧୁରୀ...' ଗୀତକୁ ୬ ଦିନରେ ୧୨ ଲକ୍ଷ ଭିୟୁଜ 
(ପ୍ରମେୟ ୧୩ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

ଦେବୀ-ବିଶାଳଙ୍କୁ ଆଇକୋନିକ ଫିଲ୍ମ ମେକର ସମ୍ମାନ (ପ୍ରମେୟ ୧୩ ଅଗଷ୍ଟ)

ଦେବୀ-ବିଶାଳଙ୍କୁ ଆଇକୋନିକ ଫିଲ୍ମ ମେକର ସମ୍ମାନ (ପ୍ରମେୟ ୧୩ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

🚨 A divine journey begins! 🙏 Today, watch CHARDHAM's motion teaser in theaters at 8:30 AM & exclusively on Rajshri Odia YouTube at 11:00 AM! #ଚାରିଧାମ #CharidhamMovie #OdiaCinema #DussehraRelease #AnubhavMohanty ▶️ youtube.com/watch?v=T1JQ84…

🚨 A divine journey begins! 🙏

Today, watch CHARDHAM's motion teaser in theaters at 8:30 AM & exclusively on Rajshri Odia YouTube at 11:00 AM!

#ଚାରିଧାମ #CharidhamMovie #OdiaCinema #DussehraRelease #AnubhavMohanty

▶️ youtube.com/watch?v=T1JQ84…
Odia Movie Database (@odiamoviedb) 's Twitter Profile Photo

~ 'ଚ୍ୟାଲେଞ୍ଜ' ଫିଲ୍ମରେ ରାକ୍ଷୀ ଗୀତ ~ ଦେବୀ-ବିଶାଳ ଯୋଡ଼ି ଓଡ଼ିଆ ସିନେମା ସମ୍ପର୍କରେ ଯାହା କୁହନ୍ତି ~ 'ଲାଡୋ - ମାଟିର ମଣିଷ'ରେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ~ ମୁକ୍ତିଲାଭ ଅପେକ୍ଷାରେ 'ଦର୍ପଣ' (ଧରିତ୍ରୀ ୧୪ ଅଗଷ୍ଟ)

~ 'ଚ୍ୟାଲେଞ୍ଜ' ଫିଲ୍ମରେ ରାକ୍ଷୀ ଗୀତ 
~ ଦେବୀ-ବିଶାଳ ଯୋଡ଼ି ଓଡ଼ିଆ ସିନେମା ସମ୍ପର୍କରେ ଯାହା କୁହନ୍ତି 
~ 'ଲାଡୋ - ମାଟିର ମଣିଷ'ରେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା 
~ ମୁକ୍ତିଲାଭ ଅପେକ୍ଷାରେ 'ଦର୍ପଣ'
(ଧରିତ୍ରୀ ୧୪ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ବ୍ରହ୍ମପୁରରେ 'ମନ୍ତ୍ରମୁଗ୍ଧ' ଟିମ ~ ଦେବୀ-ବିଶାଳଙ୍କୁ ଆଇକୋନିକ ଫିଲ୍ମ ମେକର ପୁରସ୍କାର ~ ଅର୍ଦ୍ଧେନ୍ଦୁଙ୍କ ଲିପି ବାନ୍ଧିଲେ ରାକ୍ଷୀ (ସକାଳ ୧୪ ଅଗଷ୍ଟ)

~ ବ୍ରହ୍ମପୁରରେ 'ମନ୍ତ୍ରମୁଗ୍ଧ' ଟିମ 
~ ଦେବୀ-ବିଶାଳଙ୍କୁ ଆଇକୋନିକ ଫିଲ୍ମ ମେକର ପୁରସ୍କାର
~ ଅର୍ଦ୍ଧେନ୍ଦୁଙ୍କ ଲିପି ବାନ୍ଧିଲେ ରାକ୍ଷୀ 
(ସକାଳ ୧୪ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

ଦୀପାବଳିରେ 'ଲଢ଼େଇ'. ସଙ୍ଗୀତ ଲୋକାର୍ପିତ (ପ୍ରମେୟ 14 ଅଗଷ୍ଟ)

ଦୀପାବଳିରେ 'ଲଢ଼େଇ'. ସଙ୍ଗୀତ ଲୋକାର୍ପିତ (ପ୍ରମେୟ 14 ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ 'I want Odisha to hog national limelight' - Prakruti Mishra ~ 'Ishq Traffic' to hit theatres in Sept ~ Odia actress Sonali shines at SRFF, bags Best Actress' trophy ~ How Sthita Patnaik spends his Sunday (Orissa Post 17 Aug)

~ 'I want Odisha to hog national limelight' - Prakruti Mishra
~ 'Ishq Traffic' to hit theatres in Sept
~ Odia actress Sonali shines at SRFF, bags Best Actress' trophy
~ How Sthita Patnaik spends his Sunday
(Orissa Post 17 Aug)
Odia Movie Database (@odiamoviedb) 's Twitter Profile Photo

~ ଶୁଟିଂ ଚାଲିଛି 'ମନ୍ତ୍ରମୁଗ୍ଧ' (ଧରିତ୍ରୀ ୧୭ ଅଗଷ୍ଟ) ~ ଲୋକାର୍ପିତ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଦେଵକନ୍ୟା'ର ପ୍ରଥମ ଝଲକ (ନିର୍ବାହ ୧୧-୨୦ ଅଗଷ୍ଟ) ~ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହେଲା 'ପୁଷ୍କରା' (ନିର୍ବାହ ୧୧-୨୦ ଅଗଷ୍ଟ)

~ ଶୁଟିଂ ଚାଲିଛି 'ମନ୍ତ୍ରମୁଗ୍ଧ' (ଧରିତ୍ରୀ ୧୭ ଅଗଷ୍ଟ)
~ ଲୋକାର୍ପିତ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଦେଵକନ୍ୟା'ର ପ୍ରଥମ ଝଲକ (ନିର୍ବାହ ୧୧-୨୦ ଅଗଷ୍ଟ)
~ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହେଲା 'ପୁଷ୍କରା' (ନିର୍ବାହ ୧୧-୨୦ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ଅର୍ଦ୍ଧେନ୍ଦୁଙ୍କ 'ଚ୍ୟାଲେଞ୍ଜ'ରେ ରାକ୍ଷୀ ଗୀତ ~ 'ଲାଡୋ' ବାଣ୍ଟିବ ସଚେତନତା (ନିତିଦିନ ୧୭ ଅଗଷ୍ଟ)

~ ଅର୍ଦ୍ଧେନ୍ଦୁଙ୍କ 'ଚ୍ୟାଲେଞ୍ଜ'ରେ ରାକ୍ଷୀ ଗୀତ 
~ 'ଲାଡୋ' ବାଣ୍ଟିବ ସଚେତନତା 
(ନିତିଦିନ ୧୭ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ମନ ରହିଯିବ ରାକ୍ଷୀ ଗୀତରେ ~ ମନ ଜିଣିବ 'ମନ୍ତ୍ରମୁଗ୍ଧ' ~ ଓଲିଉଡ଼ରେ 'ସୈୟାରା' ଯୋଡ଼ି ~ 'ଚାରିଧାମ'ରୁ ଓହରି ଗଲେ ପୀୟୂଷ (ସମାଜ ୧୭ ଅଗଷ୍ଟ)

~ ମନ ରହିଯିବ ରାକ୍ଷୀ ଗୀତରେ 
~ ମନ ଜିଣିବ 'ମନ୍ତ୍ରମୁଗ୍ଧ'
~ ଓଲିଉଡ଼ରେ 'ସୈୟାରା' ଯୋଡ଼ି
~ 'ଚାରିଧାମ'ରୁ ଓହରି ଗଲେ ପୀୟୂଷ
(ସମାଜ ୧୭ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ 'ଜୟହିନ୍ଦ' ଆଇଟମ ଗୀତ ଗାଇଲେ ଅର୍ଚ୍ଚନା ~ ରୋମାନ୍ସ ପରେ ଆକ୍ସନ କରିବେ ଆଦିତ୍ୟ ~ ୨୫ ବର୍ଷ ପରେ ସୁଧାଂଶୁଙ୍କ ଛବିରେ ଜ୍ୟୋତି ~ 'ପଜଲ'ରେ ପ୍ରେମ (ସମ୍ବାଦ ୧୭ ଅଗଷ୍ଟ)

~ 'ଜୟହିନ୍ଦ' ଆଇଟମ ଗୀତ ଗାଇଲେ ଅର୍ଚ୍ଚନା
~ ରୋମାନ୍ସ ପରେ ଆକ୍ସନ କରିବେ ଆଦିତ୍ୟ 
~ ୨୫ ବର୍ଷ ପରେ ସୁଧାଂଶୁଙ୍କ ଛବିରେ ଜ୍ୟୋତି
~ 'ପଜଲ'ରେ ପ୍ରେମ
(ସମ୍ବାଦ ୧୭ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

~ ପରଦା ପଛର ପେସା - ସିନେମାଟୋଗ୍ରାଫର ଦୀପକ ଘଡ଼େଇ (ସମ୍ବାଦ ୧୭ ଅଗଷ୍ଟ) ~ ଗଣେଶ ପୂଜାରେ 'ଅଲିଅଳି ରାଜଜେମା' (ପ୍ରମେୟ ୧୭ ଅଗଷ୍ଟ) ~ ଆସୁଛି 'ଲାଡୋ' (ପ୍ରମେୟ ୧୭ ଅଗଷ୍ଟ)

~ ପରଦା ପଛର ପେସା - ସିନେମାଟୋଗ୍ରାଫର ଦୀପକ ଘଡ଼େଇ (ସମ୍ବାଦ ୧୭ ଅଗଷ୍ଟ)
~ ଗଣେଶ ପୂଜାରେ 'ଅଲିଅଳି ରାଜଜେମା' (ପ୍ରମେୟ ୧୭ ଅଗଷ୍ଟ)
~ ଆସୁଛି 'ଲାଡୋ' (ପ୍ରମେୟ ୧୭ ଅଗଷ୍ଟ)
Odia Movie Database (@odiamoviedb) 's Twitter Profile Photo

FIRST GLIMPSE of #Odia film #Challenge is here! 🎬 A #Dussehra 2025 release by #AdilaxmiEntertainment & #ZeeSarthak. Directed by #SaiKiranMangaraj, starring #Ardhendu, #PuneetIssar & #Elina. All-India release by #PrakashFilms. youtube.com/watch?v=2ZSRvJ…

Odia Movie Database (@odiamoviedb) 's Twitter Profile Photo

Posters of the upcoming Odia horror film #Midnight are out! 🎬 Directed & Produced by Manu Dwibedi Featuring: Manu Dwibedi, Dyna, Aliya Rout, Priya, Prativa Panda, Biren Mishra, Akshay Bastia & Debu Bramha. More thrills coming soon - stay tuned! #OdiaCinema #HorrorMovie

Posters of the upcoming Odia horror film #Midnight are out! 🎬

Directed & Produced by Manu Dwibedi
Featuring: Manu Dwibedi, Dyna, Aliya Rout, Priya, Prativa Panda, Biren Mishra, Akshay Bastia & Debu Bramha.

More thrills coming soon - stay tuned!

#OdiaCinema #HorrorMovie